Daily Archives

ସିପିଆଇଏମ୍ ପକ୍ଷରୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କ ୧୧୭ତମ ଜନ୍ମ ଜୟନ୍ତୀ ପାଳିତ

ଶହୀଦ ଭଗତ ସିଂହ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବ ଛାତ୍ର ସମାଜକୁ ଆହ୍ୱାନ ‌ ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂହଙ୍କ ୧୧୭ତମ ଜନ୍ମ ଜୟନ୍ତୀ ଅବସରରେ ସିପିଆଇଏମ୍ ରାଉରକେଲା ଆଂଚଳିକ କମିଟି, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ,
Read More...

ସେବା ପକ୍ଷ ପାଳନ ଅବସରରେ ମାଠପଡା ବିଜେପି ପକ୍ଷରୁ ରକ୍ତଦାନ ଶିବିର

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବୈବର୍ତ୍ତା) : ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଏକ ସେବା ପକ୍ଷ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ କର୍ମୀମାନଙ୍କ ତରଫରୁ ବ୍ଲକ, ମଣ୍ଡଳ ଓ ପଞ୍ଚାୟତସ୍ତରୀୟରେ ବିଭିନ୍ନ
Read More...

ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ହେବାକୁ ଥିବା ପ୍ରାଦେଶିକ କ୍ରୀଡାର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ହେବାକୁ ଥିବା ପ୍ରାଦେଶିକ କ୍ରୀଡା ପ୍ରତିଯୋଗିତା ସମାରୋହ ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିକାଶ ସମିତି, ଓଡିଶାଙ୍କ ଯୋଜନା
Read More...

ଚତୁର୍ଦଶୀ ଦିବସରେ ମା’ ରାମଚଣ୍ଡୀଙ୍କ ଗୌରୀ ବେଶ ଦର୍ଶନରେ ଭକ୍ତ ବିମୋହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଷୋଡ଼ଶ ଦିନାତ୍ମକ ପୂଜା ପାର୍ବଣରେ ଷୋଡ଼ଶ ଉପଚାରରେ ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା' ରାମଚଣ୍ଡୀଙ୍କ ଶାରଦୀୟ ଦୁର୍ଗାପୂଜା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛିଛି । ଅଗଣିତ ଭକ୍ତଙ୍କ ସମେତ ଦୈନିକ ସନ୍ଧ୍ୟାରେ ଗଣ୍ୟମାନ୍ୟ
Read More...