Daily Archives

ନଗର କଂଗ୍ରେସ ପକ୍ଷରୁ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ସର୍ବ ପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ…

ଦଶହରା ପରେ କାର୍ଯ୍ୟାରମ୍ଭର ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ - ନଗର କଂଗ୍ରେସ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସମ୍ବଲପୁର ରୋଡ ମହାଦେବ ମନ୍ଦିର ପାର୍ଶ୍ଵସ୍ଥ ବଲାଙ୍ଗିର ସହରର ସର୍ବପୁରାତନ କଲ୍ୟାଣ ମଣ୍ଡପ ପୁନଃଉଦ୍ଧାର ଓ ମରାମତି ଦାବିରେ ନଗର କଂଗ୍ରେସ
Read More...

ଜାତୀୟ ସେବା ଯୋଜନା ଉଦଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡ. ଶୋଭେନ୍ଦ୍ର କୁମାର
Read More...

ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦନଭାଟିରେ ସ୍ଵତନ୍ତ୍ର ଜାତୀୟ ସେବା ଶିବିରର ଉଦଯାପନୀ ଉତ୍ସବରେ ସୁଦାମ ଚରଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
Read More...

ନିଜ ଗାଁ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜାରେ ମା’ଙ୍କୁ ଦର୍ଶନ କଲେ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ମହାଆଡମ୍ବର ଅନୁଷ୍ଠିତ ହୋଇଯାଇଛି । ସାଂସଦଙ୍କ ନିଜ ଗାଁ ପାଇକମାଲରେ ଶାରଦୀୟ ନବରାତ୍ର ଦୂର୍ଗାପୂଜା ହେଉଥିବା ବେଳେ ନବରାତ୍ରର ତୃତୀୟ ଦିନରେ ମା' ଚନ୍ଦ୍ରଘଣ୍ଟା ରୂପ ଧାରଣ
Read More...

ଆମେରିକାର ହଷ୍ଟନ ସହରରେ ନୂଆଁଖାଇ ଭେଟଘାଟ

ରାଉରକେଲା/ ଆମେରିକା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଭାଇଚାରାର ପର୍ବ ନୂଆଁଖାଇ ସୁଦୂର ଆମେରିକାର ହଷ୍ଟନ ସହରରେ ପାଳିତ ହୋଇଯାଇଛି । ଏହି ସହରରେ ବସବାସ କରୁଥିବା ପ୍ରାୟ ୨୦୦ ପରିବାର ବିଶେଷ କରି ପଶ୍ଚିମ ଓଡିଶାର ବ୍ୟକ୍ତି ବିଶେଷମାନେ ଏଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେଠାରେ
Read More...

ପୁନେ ଠାରେ ପ୍ରବାସୀ ଓଡିଆଙ୍କ ତରଫରୁ ନୂଆଖାଇ ଭେଟଘାଟ ଆୟୋଜିତ

ମହାରାଷ୍ଟ୍ର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନିଜସ୍ଵ ଢଙ୍ଗରେ ପାଳନ କରିବା ସକାଶେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରେ ବେଶ ତପ୍ତରତା ଦେଖିବାକୁ ମିଳିଛି । ଏହି ଅବସରରେ ମହାରାଷ୍ଟ୍ରର "ଭେଟଘାଟ୍ କଲଚରାଲ୍ ଆସୋସିଏସନ୍" ଦ୍ୱାରା ସ୍ଥାନୀୟ ଅଂକୁଶରାଓ
Read More...

ପୂଜା ପାଇଁ ଆଗୁଆ ମିଳିବ ଦରମା

ସରକାରୀ କର୍ମଚାରୀଙ୍କ ସେପ୍ଟେମ୍ବର ମାସର ଦରମାକୁ ୨୬ ତାରିଖରେ ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ
Read More...

ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ ଶତପଥୀଙ୍କ ପରଲୋକରେ ଜିଲ୍ଲା ଭାରୋତ୍ତଳନ ସଂଗଠନ ପକ୍ଷରୁ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ କୁମାର ଶତପଥୀ (୭୧)ଙ୍କ ସୋମନାଥନଗର ୪ର୍ଥ ଲାଇନ୍‌ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଭାରୋତ୍ତଳନ ସଂଗଠନ ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁ, ଉପଦେଷ୍ଟା
Read More...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ‘ଷ୍ଟାର୍ଟଅପ୍ ସମ୍ମିଳନୀ ୨୦୨୫’ ଉଦଘାଟନ

ପ୍ରଧାନମନ୍ତ୍ରୀଙ୍କ 'ମାଇଣ୍ଡ ଟୁ ମାର୍କେଟ୍ "ମନ୍ତ୍ରକୁ ସାକାର କରିବ ଏହି ସମ୍ମିଳନୀଉଦୀୟମାନ ଷ୍ଟାର୍ଟଅପଗୁଡ଼ିକୁ ନିବେଶକମାନଙ୍କ ସହ ଯୋଡ଼ିବା କ୍ଷେତ୍ରରେ ସମ୍ମିଳନୀ କାର୍ଯ୍ୟ କରିବଦେଶର ଯୁବକ ଏବଂ ଷ୍ଟାର୍ଟଅପ୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂତନ ଭାରତ ପରିକଳ୍ପନାର
Read More...

କାଲୋଲ ପୌରପାଳିକାରେ ୧୪୪ କୋଟି ଟଙ୍କା ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

“ମା’ ଭଉଣୀଙ୍କ ସମେତ ସମସ୍ତେ ସ୍ୱଦେଶୀ ଉତ୍ପାଦକୁ ପ୍ରାଥମିକତା ଦିଅନ୍ତୁ” – ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନସ୍ୱଦେଶୀ ସାମଗ୍ରୀକୁ ଗ୍ରହଣ କରିବା ଦ୍ୱାରା ଦେଶରେ ଅନେକ ବ୍ୟବସାୟ ସୁଯୋଗ ସୃଷ୍ଟି ହେବ ଏବଂ ଆମର ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ
Read More...