Daily Archives

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି

ମୋ ପ୍ରିୟ ଦେଶବାସୀଗଣ,ନମସ୍କାରସାରା ଦେଶରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଛି, ଏହି ଅବସରରେ ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଏହି ପର୍ବ ଆପଣମାନଙ୍କ ପାଇଁ ସୁସ୍ଥତା, ସମୃଦ୍ଧି, ଆନନ୍ଦ ଓ ଶାନ୍ତିର ସନ୍ଦେଶ ନେଇ ଆସୁ । ଚଳିତ ବର୍ଷ,
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପ ଦେଶକୁ ପ୍ରତିରକ୍ଷା, ମହାକାଶ, ଇଲେକ୍ଟ୍ରୋନିକ୍ସ ଏବଂ ସାମାଜିକ…

• ରାଷ୍ଟ୍ର ପ୍ରଥମ, ଇଣ୍ଡିଆ ଫର୍ଷ୍ଟର ଭାବନା ଆମର ବିକାଶ ଯାତ୍ରାକୁ ଆଗେଇ ନେଉଛି; ଭାରତର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଏହା ପ୍ରତିଧ୍ୱନିତ ହେଉଥିବା ଦେଖି ଉତ୍ସାହିତ : ଉପରାଷ୍ଟ୍ରପତି• ଶକ୍ତିଶାଳୀ ରାଷ୍ଟ୍ର କେବଳ ଶକ୍ତି ଉପରେ ନୁହେଁ ବରଂ ଚରିତ୍ର ଏବଂ ଏକତା ଉପରେ ନିର୍ମିତ :
Read More...

ଅରୁଣାଚଳ ପ୍ରଦେଶ ଇଟାନଗରରେ ୫୧୦୦ କୋଟିରୁ ଅଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅରୁଣାଚଳପ୍ରଦେଶ ଶାନ୍ତି ଏବଂ ସଂସ୍କୃତିର ସଙ୍ଗମସ୍ଥଳ, ଏହା ଭାରତର ଗର୍ବ : ପ୍ରଧାନମନ୍ତ୍ରୀଉତ୍ତର-ପୂର୍ବ ହେଉଛି ଭାରତର ଅଷ୍ଟଲକ୍ଷ୍ମୀ : ପ୍ରଧାନମନ୍ତ୍ରୀଦେଶ ବିକାଶର ବାହକ ଶକ୍ତି ହେବାକୁ ଯାଉଛି ଉତ୍ତର-ପୂର୍ବ : ପ୍ରଧାନମନ୍ତ୍ରୀଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମର ସଫଳତା ଲୋକଙ୍କ ଜୀବନକୁ
Read More...

ମୟୁରଭଞ୍ଜରେ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

ମୋରଡାରେ ୭୦୦ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଯୋଗଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୟୁରଭଞ୍ଜ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ରାଜ୍ୟରେ ଆରମ୍ଭ ହୋଇଥିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଅଂଶ ସ୍ୱରୂପ, ମୟୁରଭଞ୍ଜ ଜିଲ୍ଲାର
Read More...

ଜିଏସଟି ସଞ୍ଚୟ ଉତ୍ସବ ପାଳନ କରିବା ଲାଗି ଦେଶବାସୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ପାର୍ବଣ ଋତୁରେ ‘ଜିଏସଟି ସଞ୍ଚୟ ଉତ୍ସବ’ ପାଳନ କରିବା ଲାଗି ସବୁ ଦେଶବାସୀଙ୍କୁ ପତ୍ର ଲେଖିଛନ୍ତି । ‘‘କମ୍ ଜିଏସଟି ଦରର ଅର୍ଥ ହେଉଛି - ପ୍ରତ୍ୟେକ ପରିବାର ପାଇଁ ଅଧିକ ସଞ୍ଚୟ ଏବଂ ବ୍ୟବସାୟଗୁଡ଼ିକ ଲାଗି ଅଧିକ ସୁବିଧା,’’
Read More...

ସେବା ପର୍ବ ଏବଂ ‘ସ୍ଵସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଆଇଆଇଟି ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

ଭୁବନେଶ୍ୱର, (ପିଆଇବି) : ‘ସେବା ପର୍ବ’ ଏବଂ ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ଅଧୀନରେ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ୨୧ ସେପ୍ଟେମ୍ବରରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା । ଏହି ଶିବିରରେ ପ୍ରତିଷ୍ଠାନର ମହିଳା କର୍ମଚାରୀ,
Read More...

ଏମ୍‌ଡିଏମ୍‌ ପାଚିକା ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଚିକା ସହାୟିକାମାନେ ଦୀର୍ଘ ୨ ଦଶନ୍ଧି ଧରି ସଫଳତାର ସହିତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ରୂପାୟନ କରିଛନ୍ତି । କିନ୍ତୁ ସେମାନଙ୍କୁ ନା ସର୍ବନିମ୍ନ ମଜୁରି ନା ସାମାଜିକ ସୁରକ୍ଷା, ସରକାରୀ ପାରିଶ୍ରମିକ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଡିସେମ୍ବର ୨୦୦୯
Read More...

ଖଦ୍ୟୋତ ଅନୁଷ୍ଠାନ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଗାମୀ ଦିନରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ମହିଳାମାନଙ୍କ ମଧ୍ୟରେ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ବଲାଙ୍ଗିର ସହରର ୧୫ଟି ସ୍କୁଲରୁ
Read More...

ରୁଗୁଡିପଡା ଦୁର୍ଗାପୂଜା ଟ୍ରଷ୍ଟ ପକ୍ଷରୁ ମା’ ଦୁର୍ଗାଙ୍କ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମା' ଦୁର୍ଗାଙ୍କ ନବଦିନାତ୍ମକ ଦୁର୍ଗାପୂଜା ରୁଗୁଡିପଡାର ଦୁର୍ଗାପୂଜା ଟ୍ରଷ୍ଟ ଆନୁକୂଲ୍ୟରେ ଦୁର୍ଗାପୂଜା ବେଲ୍ୱବରଣ ରୀତିନୀତିରେ ଶେଷ ହୋଇ ଆଜି କଳସ ଯାତ୍ରା ସମାପନ ହୋଇ ମଣ୍ଡପରେ ମାଁ ମୃଣ୍ମୟୀଙ୍କ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ହୋଇଯାଇଛି । ଏ ବର୍ଷ ମା'
Read More...

ମାର୍କେଟ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ପଚା ଖାଦ୍ୟ ଆବର୍ଜନା : ପରିବେଶ ଦୂଷିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ସ୍ଥାନୀୟ ବଜାର ଓ ସରକାରୀ କାର୍ଯ୍ୟାଳୟ ଅଞ୍ଚଳରେ ଶୃଙ୍ଖଳାବଦ୍ଧ ଭାବରେ ଚାଲୁଥିବା ହୋଟେଲ ଏବଂ ଠେଲା ଦୋକାନୀ ପ୍ରତିଦିନ ବିପୁଳ ପରିମାଣରେ ପଚା ଓ ଅବଶିଷ୍ଟ ଖାଦ୍ୟ ରାସ୍ତା ପାଖରେ ଫିଙ୍ଗୁଥିବାରୁ ସମଗ୍ର ପରିବେଶ ପ୍ରତିଦିନ ଦୂଷିତ ହୋଇଯାଉଛି ।
Read More...