Daily Archives

ନୃସିଂହନାଥ ଶ୍ରୀ ଶ୍ରୀ ବିନ୍ଧ୍ୟାବାସିନୀ ଦେବୀଙ୍କ ପୀଠରେ ମହାନବମୀ ପୂଜାର ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ପରିସରରେ ଥିବା ମା' ବିନ୍ଧ୍ୟାବାସିନୀ ଦେବୀଙ୍କ ମହାଷ୍ଟମୀ ପୂଜା, ଭାଇଜିଉନ୍ତିଆ ଓ ମହାନବମୀ ପୂଜା ପାଇଁ ପାଇକମାଲ, ମୁନିକେଲ, ଗୁରୁଣ୍ଡା, ବରତୁଣ୍ଡା ଓ ବଇଦପାଲି ଗ୍ରାମର ଗୌନ୍ତିଆ ଓ ଭଦ୍ରବ୍ୟକ୍ତି, ନୃସିଂହନାଥ
Read More...

‘ସ୍ୱଚ୍ଛତା ହିଁ ସେବା ଅଭିଯାନ ୨୦୨୫’ ପାଳନ କଲା ବୟନଶିଳ୍ପ ମନ୍ତ୍ରଣାଳୟ

ବୟନଶିଳ୍ପ ମନ୍ତ୍ରଣାଳୟ ଅଫିସ ଦ୍ୱାରା ସାରା ଦେଶରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ନୂଆଦିଲ୍ଲୀ, (ପିଆଇବି) : ଜେସିଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିଗମର ସଫେଇ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ "ସଫାଇ ମିତ୍ର ସୁରକ୍ଷା ଶିବିର" ଆୟୋଜନ କରାଯାଇଥିଲା । ଏହି ଶିବିର ମାଧ୍ୟମରେ
Read More...

ଜିଏସଟି ୨.୦ ଆରମ୍ଭର ପ୍ରଥମ ଦିନରେ ବଜାର ମାଲାମାଲ୍

ନବରାତ୍ରୀ ଏବଂ ଟିକସ ହ୍ରାସ ଯୋଗୁ କିଣାକିଣି ପାଇଁ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ନୂଆଦିଲ୍ଲୀ, (ପିଆଇବି) : ୨୨ ସେପ୍ଟେମ୍ବର ୨୦୨୫ ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ । କାରଣ ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ
Read More...

କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ

ଦେବୀ ଭଗବତୀଙ୍କ ଆବାହନ ପୂର୍ବରୁ ମା' କାଳୀଙ୍କୁ ଆମନ୍ତ୍ରଣ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜାବିଧାନ ଆବାହନ ପୂର୍ବରୁ ମା' କାଳୀଙ୍କୁ ଆମନ୍ତ୍ରଣ କରାଯାଇଛି । ଛତ୍ରପୁର ରିକାପଲ୍ଲୀ ସାହିସ୍ଥ ମା' କଳ୍ପବାସିନୀ
Read More...

ଇସ୍ପାତ ନଗରୀରେ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା

ଉରକେଲା, (ସସ୍ମିତା ପ୍ରଧାନ) : ଆଗକୁ ଆସୁଛି ପାର୍ବଣ । ପାର୍ବଣର ସମ୍ଭାରରେ ସଜେଇ ହେଉଛି ଗ୍ରାମ ଠୁ ସହର । ନବରାତ୍ର ଉପଲକ୍ଷେ ତଥା ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାଣ୍ଡିଆ ନୃତ୍ୟ ଓ ପ୍ରତିଯୋଗିତା ଆୟୋଜନ କରାଯାଇଛି । ମାଣିକ ଫାଉଣ୍ଡେସନ ସେକ୍ଟର ୭ ମଧୁ ମଣ୍ଡପ ଠାରେ
Read More...

ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବୈଠକ

ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ତରଫରୁ ଆସନ୍ତା ଅକ୍ଟୋବର ମାସ ୩ ତାରିଖ ଦିନ ଦିବା ୯ ଘଟିକା ସମୟରେ ବାର ହାତ ଖଡ୍ଗ ଶୋଭାଯାତ୍ରା ବାହାରିବ ବୋଲି ଜଣାପଡିଛି । କାର୍ଯ୍ୟକାରୀ ସଭାପତି
Read More...

ଭାଗ୍ୟଶ୍ରୀ ଭୂମିଜଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ତୁମକେଲା ଗ୍ରାମର ଖଗେଶ୍ୱର ଭୂମିଜ ଓ କମଳା ଭୂମିଜଙ୍କ କନିଷ୍ଠ କନ୍ୟା ଭାଗ୍ୟଶ୍ରୀ ଭୂମିଜଙ୍କୁ ମେଡିକାଲ ପଢିବା ପାଇଁ ସୁଯୋଗ ମିଳି ଥିବାରୁ ଭାଗ୍ୟଶ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ତୁମକେଲା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ
Read More...

ଦଶମ ଆୟୁର୍ବେଦ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦଶମ ଆୟୁର୍ବେଦ ଦିବସ ପାଳନ ଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଗବେଷଣା ପ୍ରତିଷ୍ଠାନ ପାଇକମାଲରେ ଆୟୁର୍ବେଦ ଆହାର ଆଧାରିତ "ଆୟୁର ଫୁଡ଼ ଫେଷ୍ଟିଭାଲ" ମଙ୍ଗଳବାର ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର
Read More...

ମାଓବାଦୀଙ୍କ ବିରୋଧରେ ଆଉ ଏକ ବଡ଼ ବିଜୟ; ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଥିବା ନାରାୟଣପୁର ଅବୁଝମାଦରେ ସୁରକ୍ଷା ବାହିନୀଙ୍କ ଅଭିଯାନ : ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ ନିପାତନିପାତ ହୋଇଥିବା ଉଭୟ ନକ୍ସଲ ନେତାଙ୍କ ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କାର ପୁରସ୍କାରଆମର ସୁରକ୍ଷା ବାହିନୀ ଯୋଜନାବଦ୍ଧ ଭାବେ ନକ୍ସାଲମାନଙ୍କ ଶୀର୍ଷ
Read More...

କେନ୍ଦୁଝରର ଶୁଆକାଟି ଗ୍ରାମ ପଞ୍ଚାୟତକୁ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ୨୦୨୫

ମହାରାଷ୍ଟ୍ରର ରୋହିଣୀ ଗ୍ରାମ ପଞ୍ଚାୟତକୁ ସ୍ବର୍ଣ୍ଣ ଓ ତ୍ରିପୁରାର ପଶ୍ଚିମ ମଜଲିଶପୁର ଗ୍ରାମ ପଞ୍ଚାୟତକୁ ରୌପ୍ୟ ପୁରସ୍କାର ନୂଆଦିଲ୍ଲୀ, (ପିଆଇବି) : ତୃଣମୂଳ ସ୍ତରରେ ଡିଜିଟାଲ୍ ଶାସନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ଗ୍ରାମ ପଞ୍ଚାୟତଗୁଡ଼ିକୁ ଆଜି ଜାତୀୟ ଇ-ଗଭର୍ଣ୍ଣାନ୍ସ
Read More...