Daily Archives

ପୁନେରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ଭେଟଘାଟ ଧୁମ୍‌ଧାମ୍‌ରେ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାରାଷ୍ଟ୍ର ପୁନେ ଠାରେ ରବିବାର ନୂଆଁଖାଇ ଭେଟଘାଟ କଲ୍‌ଚରାଲ୍ ଆସୋସିଏସନ୍ ତରଫରୁ ମହା ଆଡମ୍ବର ସହିତ ଅଂକୁଶ ରାଓ ଲାଂଡ଼ଗେ ନାଟ୍ୟଗୃହ, ଭୋଶରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାରାଷ୍ଟ୍ର ପୁନେର ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଦ୍ଵାରା ପଞ୍ଜୀକୃତ
Read More...

ସେବା ପର୍ବ ଉପଲକ୍ଷେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ମାରାଥନ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସେବା ପର୍ବ (୧୭ ସେପ୍ଟେମ୍ବର–୨ଅକ୍ଟୋବର) ଅବସରରେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା । ମାରାଥନଟି ବିକାଶ ଭବନ ପରିସରରୁ ଆରମ୍ଭ ହୋଇ ଲୁହୁରାଢିପା ନୂତନ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ
Read More...

ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଜାଖମନ ନିକଟରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ଯୁବକ ନିଜେ ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଭାରସାମ୍ୟ ହରାଇ, ରାସ୍ତା ପାଖରେ ଥିବା ଗଛରେ
Read More...

ବଜ୍ରାଘାତରେ ବ୍ୟକ୍ତି ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନଦୀରେ ସ୍ନାନ କରିବାକୁ ଯାଉଥିବା ବେଳେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତି ଗୁରୁତର ଆଘାତ ପାଇଛନ୍ତି । ସୂତ୍ର ଅନୁସାରେ, ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ଗିରିଧାରୀ ଭୁଏଙ୍କ ପୁଅ ଲୋକନାଥ ଭୁଏ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ସହ ନଦୀକୁ ଗାଧୋଇବା ପାଇଁ
Read More...

ସେବା ପକ୍ଷ ସପ୍ତାହ ପାଳନ ଅବସରରେ ସ୍ଵଚ୍ଛ ଅଭିଯାନ କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଭାରତୀୟ ଜନତା ପାର୍ଟିର ତରଫରୁ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ତମ ଜନ୍ମଦିବସରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ "ସେବା ପକ୍ଷ " ପାଳନ କରାଯାଉଛି । ଏହି
Read More...

ଅକ୍ଟୋବର ୫ରେ ପ୍ରସିଦ୍ଧ ମା’ ହରଗୌରୀଙ୍କ ଛତର ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ମା' ଶକ୍ତି ସ୍ୱରୂପିଣୀ, କରୁଣାମୟୀ । ସେ ମହାମାୟୀ, ଦୟାମୟୀ । ମା' ସେ ଆଦ୍ୟାଶକ୍ତି । ଆକୁଳ ହୋଇ ମା'କୁ ଯିଏ ଡାକିଛି ତା ମନୋକାମନା ପୂରଣ ହୋଇଛି । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ମା'ଙ୍କ ପାଖକୁ ଟାଣିଆଣିଥାଏ । ଦୂର ଦୁରାନ୍ତରୁ ହଜାର ହଜାର
Read More...

ଓଡିଶା ଆଦିବାସୀ ବଞ୍ଜାରା ସମାଜର ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୋସିଏଲ ଗେଷ୍ଟ ହାଉସ ଠାରେ ଓଡିଶା ଆଦିବାସୀ ବଞ୍ଜାରା ସମାଜର ରାଜ୍ୟ ସ୍ତରୀୟ ନୂଆଁଖାଇ ଭେଟଘାଟ ରବିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା' ସମଲେଇ, ପ୍ରଭୁ ନୃସିଂହନାଥ ଓ ବଞ୍ଜାରା ସମାଜର ଇଷ୍ଟଦେବୀଙ୍କୁ
Read More...

ମାୟାବର୍ହା ହାଇସ୍କୁଲଠାରେ “ଶାନ୍ତି ପାଇଁ ଗଛ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ଅବସରରେ "ଶାନ୍ତି ପାଇଁ ଦିନ ଟିଏ" କାର୍ଯ୍ୟକ୍ରମ
Read More...

ଆଠଗାଁ ହାଇସ୍କୁଲରେ ପୁଇଁତଲା ବ୍ଲକ ଖୋ-ଖୋ ଚୟନ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଠଗାଁ ହାଇସ୍କୁଲ ଠାରେ ପୁଇଁତଲା ବ୍ଲକ ଶିକ୍ଷାବିଭାଗ ଦ୍ୱାରା ମହିମୁଣ୍ଡା ଜୋନ, ଛତାପିପଲ ଜୋନ, ବହଲପଦର ଜୋନ ଓ ବିଲେଇସର୍ଡା ଜୋନର ପ୍ରାୟ ୧୦୦ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବ୍ଲକ ଖୋ-ଖୋ ଟିମ ଗଠନ ନେଇ ଏକ ଉଦଘାଟନୀ ସଭା କରାଯାଇଥିଲା । ବିଦ୍ୟାଳୟର
Read More...

ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ

୭୧ତମ ଜାତୀୟ ପୁରସ୍କାର ସମାରୋହରେ ୨୦୨୩ ପାଇଁ ଏହି କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ, ନିର୍ମାତାଙ୍କୁ ସମ୍ମାନିତ କରାଯିବକେରଳରୁ ବିଶ୍ୱମଞ୍ଚ ପର୍ଯ୍ୟନ୍ତ, ମୋହନଲାଲଙ୍କ ପରମ୍ପରା ଭାରତୀୟ ସୃଜନଶୀଳ ଭାବନାକୁ ପ୍ରେରିତ କରୁଛି : ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀ, (ପିଆଇବି) : ଦାଦାସାହେବ
Read More...