କରପଡା ଗ୍ରାମରେ ଭାଗବତ ସପ୍ତାହର ଶୁଭାରମ୍ଭ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସବଡ଼ିଭିଜନ ଅଧୀନସ୍ଥ ଗଞ୍ଜାମ ବ୍ଲକ କରପଡା ଗ୍ରାମର ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ପାଳନ ଅବସରରେ ଦୈନିକ ପ୍ରବୋଚନ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ସମାରୋହରେ ଶୁଭାରମ୍ଭ ହୋଇଯାଇଛି । ଏକ ସପ୍ତାହ ଧରି ପ୍ରଚଳିତ ହୋଇ!-->…
Read More...
Read More...