ବିଦ୍ୟୁତ ସେବା ଠପ୍ : ଆନ୍ଦୋଳନକୁ ଓହ୍ଲାଇଲେ ସ୍ଥାନୀୟ ଲୋକେ
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଭଟଲି ରାସ୍ତା ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରଧାନ ଟିକିରା ଅଞ୍ଚଳରେ ଗତକାଲିଠୁ ବିଦ୍ୟୁତ ସେବା ଠପ ହୋଇରହିଥିଲା । ସ୍ଥାନୀୟ ଲୋକେ ବାରମ୍ବାର ଟାଟା ପାୱାର ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା ସେମାନେ କର୍ଣ୍ଣପାତ କରୁନଥିଲେ । ଏମିତିକି ଫୋନ ବନ୍ଦ!-->…
Read More...
Read More...