ବେଆଇନ ମଦ ବିକ୍ରିରେ ୫ ଜଣ ଗିରଫ, ୨ କୋର୍ଟ ଚାଲାଣ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଞ୍ଚଳରେ ସୋମବାର ବେଆଇନ ଦେଶୀ ବିଦେଶୀ ମଦ ବିକ୍ରୟ କରୁଥିବା ଅଭିଯୋଗରେ ଲାଠୋର ପୋଲିସ ଦେଶୀ ଓ ବିଦେଶୀ ମଦ ୬୭. ୫୨୦ ଲିଟର ମଦ ଜବତ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣଙ୍କୁ ନୋଟିସ ଦେଇ ଛାଡିଦେଇଥିବା ପୋଲିସ!-->…
Read More...
Read More...