Monthly Archives

August 2025

ମେଗା, ଏକକ ଓ ବହୁଗ୍ରାମ ଜଳ ଯୋଗାଣର ସୁଗମ ସମ୍ପାଦନ ନିମନ୍ତେ ଜିଲ୍ଲା ଜଳ ଓ ପରିମଳ ମିଶନ ସମନ୍ୱୟ କମିଟି ବୈଠକ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ, ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନ ସମନ୍ୱୟ
Read More...

ରାଷ୍ଟ୍ରୀୟ କ୍ରୀଡା ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅଗଷ୍ଟ ୨୯ ତାରିଖକୁ ଜାତୀୟ ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର ଧ୍ୟାନଚାନ୍ଦ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଯୁବ ବ୍ୟାପର ଓ କ୍ରୀଡା ମନ୍ତ୍ରାଳୟ ଗଞ୍ଜାମ ଜିଲ୍ଲା ମେରା ଯୁବା ଭାରତ ପକ୍ଷରୁ ଗଞ୍ଜାମର ଅଗ୍ରଣୀ
Read More...

ସ୍ପୋର୍ଟ୍ସ ଆସୋସିଏସନ ମୁରସୁଣ୍ଡ ପକ୍ଷରୁ ଚାଲିଥିବା ନୂଆଁଖାଇ କପ ଫୁଟବଲ ପ୍ରତିଯୋଗିତା

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ମୁରଶୁଣ୍ଡ ଖେଳ ପଡିଆରେ ସ୍ପୋର୍ଟ୍ସ ଆସୋସିଏସନ ମୁରଶୁଣ୍ଡ ପକ୍ଷରୁ ଚାଲିଥିବା ନୂଆଁଖାଇ କପ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୨୨ ତାରିଖରୁ ଆରମ୍ଭ ହୋଇଥିବା ଏଇ ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ
Read More...

ସାମ୍ବାଦିକଙ୍କୁ ଛୁରା ମାଡ଼ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିଠାରେ ସାମ୍ୱାଦିକଙ୍କୁ ଛୁରାମାଡ଼ । ଛୁରା ମାଡ଼ରେ ସାମ୍ବାଦିକ ସୁମିତ କୁମାର ଘଣ୍ଟ ଗୁରୁତର ହୋଇଛନ୍ତି । ତାଙ୍କୁ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ପାପଡାହାଣ୍ଡି ଗାଁର ସାମ୍ୱାଦିକ ସୁମିତ କୁମାର ଘଣ୍ଟ
Read More...

ନୂଆଁଖାଇରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ : ଲର୍କିପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ । ସାରା ପଶ୍ଚିମ ସଡ଼ିଶାୋ ନୂଆଖାଇ ସାରିବା ପରେ ଲର୍କିପାଲି ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ୧ ନଂ ୱାର୍ଡର କାଉନସିଲର ସସ୍ମିତା ନନ୍ଦ
Read More...

ନୂଆଁଖାଇରେ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଧୁମଧାମରେ ନୂଆଁଖାଇ ଖାଇ ସାରିବା ପରେ ସହର ସ୍ଥିତ ମିଶନ ପଡ଼ିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ତାଲପାଲିପଡ଼ାର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ।
Read More...

ନାରାୟଣ ପ୍ଲେ ସ୍କୁଲରେ ଗଣେଶ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ପେଲେସ୍‌ଲାଇନ ନାରାୟଣ ପ୍ଲେ ସ୍କୁଲରେ ବଡ଼ ଧୁମ୍‌ଧାମ୍‌ରେ ଗଣେଶ ପୂଜା ପାଳିତ ହୋଇଯାଇଛି । ସ୍କୁଲ ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ବିଘ୍ନହର୍ତ୍ତାଙ୍କ ପୂଜା ପାଳିତ ହୋଇଥିବା ବେଳେ ସ୍କୁଲର କୁନି କୁନି
Read More...

ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତର ହଂସପୁରଠାରେ କଂଗ୍ରେସ୍ ପାର୍ଟିର ସାଂଗଠନିକ ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମ ପଞ୍ଚାୟତର ହଂସପୁର ଗ୍ରାମ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସ ପାର୍ଟି ପକ୍ଷରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ଗଞ୍ଜାମ
Read More...

ଏସସି, ଏସଟି କଲ୍ୟାଣ କମିଟି ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ
ଜନଜାତିଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହ

• ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ଲୋକସଭା ବାଚସ୍ପତି ଓମ ବିର୍ଲା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ଉପବାଚସ୍ପତି ଭବନୀ ଶଙ୍କର ଭୋଇ ପ୍ରମୁଖ ଯୋଗଦେଲେ• ସମ୍ବିଧାନର ପ୍ରଣେତା ଡକ୍ଟର
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ପ୍ରେସ ବିବୃତ୍ତି

ମହାମହିମ ପ୍ରଧାନମନ୍ତ୍ରୀ ଇଶିବା,ଉଭୟ ଦେଶର ପ୍ରତିନିଧିମାନେ,ଗଣମାଧ୍ୟମର ବନ୍ଧୁଗଣ,ନମସ୍ତେ!କୋନବାନ୍ୱା ଅଦ୍ୟ ପ୍ରଥମେ, ମୁଁ ପ୍ରଧାନମନ୍ତ୍ରୀ ଇଶିବାଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ ଶବ୍ଦ ଓ ଆଦରଣୀୟ ସ୍ୱାଗତ ପାଇଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ଆଜି ଆମର ଆଲୋଚନା ଫଳପ୍ରଦ ଏବଂ
Read More...