Monthly Archives

August 2025

ଧାନ୍ଦୁପାଲି ହାତୀ ଆକ୍ରମଣରେ ମୃତ ଦମ୍ପତିଙ୍କ ପରିବାରକୁ ଭେଟିଲା ପାଇକମାଲ ଜୟ କିଶାନ ଆନ୍ଦୋଳନ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତ ଧାନ୍ଦୁପାଲି ଗାଁରେ ବଣୁଆ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦମ୍ପତିଙ୍କ ପରିବାରକୁ ପାଇକମାଳ ଜୟ କିଶାନ ଆନ୍ଦୋଳନ ସଂଘ ଭେଟି ପରିବାରଙ୍କୁ ସମବେଦନା ଜଣାଇ ଶିଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଦାବି
Read More...

‘ବେଟି ବଚାଓ ବେଟି ପଢାଓ’ ଉପରେ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସଦଭାବନା ଗୃହରେ ଆଜି ବେଟି ବଚାଓ ବେଟି ପଢାଓ ଉପରେ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ସ୍ଥାନାନ୍ତରଣ, ସ୍କୁଲ ପରିତ୍ୟାଗ ଓ ଶିଶୁ ଶ୍ରମିକ, ପ୍ଲାଟଫର୍ମ
Read More...

ସଦାଇପାଲିରେ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଦିନ ସନ୍ଧ୍ୟା ଘ.୬ ସମୟରେ ସଦାଇପାଲି ନବଜ୍ୟୋତି କ୍ଲବ ଠାରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ କ୍ଲବର ସଭାପତି ବାସୁଦେବ ମୁଗ୍ରୀ ସଭାପତିତ୍ୱ କରିଥିଲେ ଓ ଅନ୍ୟାନ୍ୟ ବୈୟଜ୍ୟେଷ୍ଠ ତଥା ଅବସରପ୍ରାପ୍ତ ଜହନଲାଲ ମୁଗ୍ରୀ,
Read More...

ଜାତୀୟ ବେଳାଭୂମି ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ବେଳାଭୂମିର ସୌନ୍ଦର୍ଯ୍ୟ ଏବଂ ମହତ୍ତ୍ୱକୁ ପ୍ରତିପାଦିତ କରିବା ପାଇଁ "ବେଳାଭୂମି ଦିବସ" ପାଳନ ଏକ ବିଶେଷ ଦିନ । ସୁକୋମଳ ସୂର୍ଯ୍ୟଲୋକର ସ୍ୱର୍ଶ, ସୁଶିତଳ ବାୟୁ, ସରୁ ବାଲି ଏବଂ ସମୁଦ୍ରକୁ ଉପଭୋଗ କରିବାର ଏହା ଏକ ସମୟ, ଯେତେବେଳେ କି ଏହି
Read More...

ଜିଲ୍ଲା ସ୍ତରୀୟ “ଆଦି କର୍ମଯୋଗୀ ଅଭିଯାନ” ଓରିଏଣ୍ଟେସନ୍ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ବିକାଶ ଭବନ ଠାରେ "ଆଦି କର୍ମଯୋଗୀ ଅଭିଯାନ" ଉପରେ ଏକ ଜିଲ୍ଲାସ୍ତରୀୟ ଅଭିମୁଖୀକରଣ ବୈଠକ ଜିଲ୍ଲାପାଳ ଡ଼ା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡ଼ିଏ), ସୁନ୍ଦରଗଡ଼ର
Read More...

ଇସ୍ପାତ ନଗରୀରେ ଧୁମଧାମରେ ପାଳିତ ହେଲା ଜାତୀୟ କ୍ରୀଡା ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ ଓ ସଂଗଠନ ତରଫରୁ ଜାତୀୟ କ୍ରୀଡା ଦିବସ ଧୁମଧାମରେ ପାଳିତ ହୋଇଯାଇଛି । କିମ୍ବଦନ୍ତୀ ପୁରୁଷ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ସମଗ୍ର ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଛି । ଏହି
Read More...

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ମାଉସୀ ମା ମନ୍ଦିରଠାରେ ପାଇକମାଲ ବ୍ଲକସ୍ତରୀୟ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସାଧାରଣ ବୈଠକ ସଭାପତି ଅନିଲ କୁମାର କାଳିଆଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀ କାଳିଆ ଉପସ୍ଥିତ
Read More...

ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁନିତା ହୋତାଙ୍କ ପିତା ବସନ୍ତ ହୋତାଙ୍କ ୮୯ ବୟସ ରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ସୁନୀତା ହୋତାଙ୍କ ବାପା ବସନ୍ତ ହୋତା (୮୯)ଙ୍କ ପରଲୋକ ହୋଇଯାଇଛି । ବଲାଙ୍ଗିର ତୁଳସୀନଗର ପଡ଼ା ସ୍ଥିତ ଜ୍ୱାଇଁ ଡ଼ା ଗିରିଜା ଶଙ୍କର ଉଦଗାତା ଓ ଝିଅ ଡ଼ା ସୁନିତା ହୋତାଙ୍କ ବାସଭବନରେ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ : ବିଭିନ୍ନ ପ୍ରସଙ୍ଗ ନେଇ କଲେ ଆଲୋଚନା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ । ଦୀର୍ଘ ସମୟ ଧରି ଉଭୟ ନେତାଙ୍କ ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଖବର
Read More...

ଖେଳିବା ବେଳେ କାମୁଡ଼ିଲା ସାପ : ଚାଲିଗଲା ୪ବର୍ଷର ଶିଶୁର ଜୀବନ

ପଟ୍ଟାମୁଣ୍ଡାଇ : ସାପ କାମୁଡାରେ ୪ ବର୍ଷର କଅଁଳ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତ ତେଲିପାଟଣା ଗାଁର ନାରାୟଣ ପ୍ରସାଦ ସାହୁଙ୍କ ୪ ବର୍ଷର ଶିଶୁପୁତ୍ର ଅନ୍ତର୍ଯ୍ୟାମୀ ସାହୁ । ସୂଚନା ମୁତାବକ, ଶନିବାର ସକାଳୁ ଘର
Read More...