Daily Archives

ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ପକ୍ଷରୁ ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ

ରାଉରକେଲାରେ ଡିୱାଇଏଫ୍ଆଇ ପକ୍ଷରୁ ଅଗଷ୍ଟ ୩୦ ଓ ୩୧ ଯୁବ ସମାବେଶ ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍ଆଇ) ପକ୍ଷରୁ ଅଗଷ୍ଟ ୩୦ ଓ ୩୧ ଦୁଇ ଦିନ ଧରି ୨୩ତମ ଓଡିଶା ରାଜ୍ୟ ସମ୍ମିଳନୀ ତଥା ଯୁବ ସମାବେଶ ରାଉରକେଲା ଭଞ୍ଜଭବନ, ଆଦର୍ଶ ପାଠାଗାର
Read More...

ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ବିଜ୍ଞାନ ଓ ଆଧ୍ୟାତ୍ମିକତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଆଲୋଚକ ଇଂ ସୁବାସ ମହାପାତ୍ର
Read More...

ହୀରାପୁରରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ହୀରାପୁର ଗ୍ରାମରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରେମରାଜ ପଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଙ୍ଗୀତଜ୍ଞ ଭୀମସେନ ସ୍ୱାଇଁ ଯୋଗ ଦେଇଥିବା ବେଳେ
Read More...

ରିକାପଲ୍ଲୀ ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରିକାପଲ୍ଲୀ କଳ୍ପବାସିନୀପୀଠ ମନ୍ଦିରର ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ନୂତନ ସିଂହ ବିଗ୍ରହ ଦ୍ୱୟ ଏବଂ ନବନିର୍ମିତ ନୂତନ ସୌନ୍ଦର୍ଯ୍ୟକରଣ କୋଠରୀ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏଥିରେ କର୍ମକାଣ୍ଡ
Read More...

ନବାନ୍ନ ଛୁଟି ଘୋଷଣାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାରେ ଭାଦ୍ରବ ମାସରେ ଦୁଇଟି ତିଥିରେ ନବାନ୍ନ ଭକ୍ଷଣ କରାଯାଉଥିବା ବେଳେ ପଞ୍ଚମୀ ତିଥିର ନୂଆଖାଇ ବଡ଼ ଧୁମଧାମରେ ସମ୍ପନ୍ନ ହୋଇଯାଇଛି । ଏବେ ଦଶମୀ ତିଥିର ବେଳା ଅର୍ଥାତ୍ ସେପ୍ଟେମ୍ବର ଦୁଇ ତାରିଖରେ ଲଗ୍ନ ଧାର୍ଯ୍ୟ ହୋଇଥିବାବେଳେ ଜିଲ୍ଲା
Read More...

ସେପ୍ଟେମ୍ବର ୩ରେ ନୃସିଂହନାଥଠାରେ ଅନୁଷ୍ଟିତ ହେବ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୩ ତାରିଖ ସକାଳ ୯ ଘ ସମୟ ରେ ପାଇକମାଲ ସ୍ଥିତ ନୃସିଂହନାଥ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଆୟୋଜନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରମେଇ ଚରଣ ଦାଶଙ୍କ
Read More...

ପୂର୍ବ ଶତ୍ରୁତାକୁ ନେଇ ଦିନ ଦୁଇ ପ୍ରହରରେ ନିର୍ମମ ହତ୍ୟା

ମ. ରାମପୁର (ପି.କେ ସାହୁ) : ପୂର୍ବ ଶତ୍ରୁତା ନେଇ ଜଣେ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ନିର୍ମମ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ମ. ରାମପୁର ବକ୍ଲ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତର ଗୋପାଳପୁର ଗ୍ରାମରେ ଶୁକ୍ରବାର ଅପରାହ୍ନ ୧.୩୦ରୁ ୨ଟା ସମୟ
Read More...

ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଜାତୀୟ ପ୍ରାଣୀ ଉଦ୍ୟାନ ସଚେତନତା ଦିବସ" ପ୍ରତିବର୍ଷ ଅଗଷ୍ଟ ୩୧ରେ ଅନୁଷ୍ଠିତ ହୁଏ । ଏହି ଦିନ ବନ୍ୟଜନ୍ତୁ ସଂରକ୍ଷଣ, ଶିକ୍ଷା ଏବଂ ଅନୁସନ୍ଧାନରେ ପ୍ରାଣୀ ଉଦ୍ୟାନଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି ପାଇଁ ଉତ୍ସର୍ଗୀକୃତ
Read More...

ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ୟୁକ୍ରେନ ସହ ଜଡ଼ିତ ସାମ୍ପ୍ରତିକ ଘଟଣା ଉପରେ ନିଜର ମତ ରଖିଛନ୍ତି ରାଷ୍ଟ୍ରପତି ଜେଲେନସ୍କିପ୍ରଧାନମନ୍ତ୍ରୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ ଏବଂ ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ ପ୍ରୟାସକୁ ସମର୍ଥନ କରିଥିଲେଭାରତ-ୟୁକ୍ରେନ୍
Read More...

ନୋଏଡାରେ ମୋବାଇଲ୍ ଡିଭାଇସ୍ ପାଇଁ ଭାରତର ପ୍ରଥମ ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ କାରଖାନାକୁ ଉଦଘାଟନ କଲେ କେନ୍ଦ୍ର…

● ଭାରତ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସମେତ ମୋବାଇଲ୍ ଫୋନ୍‌ରେ ପ୍ରତ୍ୟେକ ଉପାଦାନ ନିର୍ମାଣ କରିବ : ଅଶ୍ୱିନୀ ବୈଷ୍ଣବ● ମେକ୍ ଇନ୍ ଇଣ୍ଡିଆ ଅଧୀନରେ ୧୧.୫ ଲକ୍ଷ କୋଟି ଟଙ୍କାର ଉତ୍ପାଦନ, ୩ ଲକ୍ଷ କୋଟି ଟଙ୍କାର ରପ୍ତାନି ଏବଂ ୨.୫ ନିୟୁତ ନିଯୁକ୍ତି ଦ୍ୱାରା ଭାରତର ଇଲେକ୍ଟ୍ରୋନିକ୍ସ ଅଭିବୃଦ୍ଧି
Read More...