Daily Archives

ଜାପାନ ଏବଂ ଚୀନ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣରେ, ମୁଁ ୧୫ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଦୁଇ ଦିନିଆ ଜାପାନ ଗସ୍ତରେ ଯାଉଛି । ଏହି ଗସ୍ତ ସମୟରେ, ଆମେ ଆମର ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗୀତାକୁ ଦୃଢ଼ କରିବା ଉପରେ ଧ୍ୟାନ ଦେବୁ, ଯାହା ଗତ
Read More...

ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଓ ‘ଭିଜନ ସାଗର’ରେ ଶ୍ରୀଲଙ୍କା ଏକ ପ୍ରମୁଖ ଅଂଶୀଦାର : ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଭାରତ ଏବଂ ଶ୍ରୀଲଙ୍କା ଉଭୟ “ଶ୍ରୀଲଙ୍କା-ଭାରତ ସଂସଦୀୟ ବନ୍ଧୁତା ସଂଘ” ଗଠନକୁ ଏକ ସକାରାତ୍ମକ ପଦକ୍ଷେପ ଭାବରେ ସ୍ୱାଗତ କରିଛନ୍ତିଶ୍ରୀଲଙ୍କା ଭାରତୀୟ ମହାସାଗର କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ କରିବାରେ ଭାରତର ଭୂମିକାକୁ ପ୍ରଶଂସା କରିବା ସହିତ ତାହାର ଅର୍ଥନୈତିକ ସଙ୍କଟ
Read More...

କପା ଉପରେ ଆମଦାନୀ ଶୁଳ୍କ ଛାଡ଼ ସୀମା ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି

ଘରୋଇ କପା ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ସହିତ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ବୟନଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବାରେ ସହାୟତା ଲାଗି ରଣନୈତିକ ହସ୍ତକ୍ଷେପକଞ୍ଚାମାଲ ମୂଲ୍ୟ ସ୍ଥିର କରିବା, ବୈଶ୍ୱିକ ପ୍ରତିଯୋଗିତାକୁ ସୁଦୃଢ଼ କରିବା ଏବଂ ବୟନଶିଳ୍ପ-ପୋଷାକ ମୂଲ୍ୟ ଶୃଙ୍ଖଳାରେ
Read More...

ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଚତୁର୍ଥୀ ପାଇଁ ଡେଲାଙ୍ଗ ଉତ୍ସବ ମୁଖର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ଶ୍ରୀ ଗଣେଶ ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧି ଦାତା ଶ୍ରୀଗଣେଶଙ୍କୁ ପୂଜା କରିଥାଉଁ, ଶ୍ରୀଗଣେଶ ହେଉଛନ୍ତି ବିଦ୍ୟାର ଭଣ୍ଡାର, ବିଦ୍ୟା ଦାତା,
Read More...

ଜାତୀୟ କ୍ରୀଡା ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଅଗଷ୍ଟ ୨୯ରେ ଭାରତବର୍ଷରେ "ଜାତୀୟ କ୍ରୀଡା ଦିବସ" ପାଳନ କରାଯାଏ । ଖେଳ କସରତ ହେଉଛି ସବୁଠୁ ଏକ ଉତ୍ତମ ବ୍ୟାୟାମ । ଏହି ଦିବସ ପାଳନ ଉଭୟ ଶାରୀରିକ ତଥା ମାନସିକ ଭାବରେ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ କ୍ରୀଡା ଏବଂ ଶାରୀରିକ କାର୍ଯ୍ୟକଳାପର
Read More...

କପିଲାଭଟାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ବରଗଛପଡା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କପିଲାଭଟା ପଂଚାୟତର ସମିତି ସଭ୍ୟ କେଦାର ଭୋଇ, ମୁଖ୍ୟବକ୍ତା ଭାବେ ଜିଲ୍ଲା
Read More...

ଯୁବ ବିଜେପି ନେତା ପଦ୍ମପୁର ନଗର ସଭାପତି ମନୋନୀତ : ପଦ୍ମପୁରରେ ଶକ୍ତିଶାଳୀ ହେବ ବିଜେପି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଯୁବନେତା ପ୍ରମୋଦ ମେହେର ନୂତନ ଭାବେ ଭାରତୀୟ ଜନତା ପାର୍ଟିର ପଦ୍ମପୁର ନଗର ସଭାପତି ମନୋନୀତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ପାଇକମାଲ ସ୍ଥିତ ବାସଭବନରେ ଶ୍ରୀ ମେହେରଙ୍କୁ ସାଂସଦଙ୍କ
Read More...

ନୂଆଖାଇ ଉପଲକ୍ଷେ କାଲସାଏ ପାଲିରେ ଫୁଟବଲ ମ୍ୟାଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନ ୩ଟା ସମୟରେ ଜନ କଲ୍ୟାଣ ଯୁବକ ସଂଘ କାଲସାଏ ପାଲି ତରଫରୁ ଖୁଜେନ ପାଲି ଖେଳ ପଡିଆଠାରେ ନୂଆଁଖାଇ ଉପଲକ୍ଷେ କାଲସାଏ ପାଲିର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ଏକ ମ୍ୟାଚ ଖେଳିଥିଲେ । ସବୁ ବର୍ଷ ପରି ଏଥର ମଧ୍ୟ କାଲସାଏ ପାଲି ଗ୍ରାମବାସୀ ନୂଆଁଖାଇ ସାରିଲା
Read More...

ନୃସିଂହନାଥରେ ନବାନ୍ନ ଖାଇଲେ ହଜାରରୁ ଅଧିକ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧି ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ, ମହାପ୍ରଭୁ ମାର୍ଜରକେଶରୀଙ୍କର ନିକଟରେ ଗୁରୁବାର ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମ୍ପୁର୍ଣ୍ଣ ରିତି ନୀତି ଅନୁସାରେରେ ନବାନ୍ନ ଅର୍ପଣ କରାଯାଇଛି । ଆଜି
Read More...

୨୯ତମ ସର୍ବଭାରତୀୟ ଛିନ୍ଦେଇକେଲା କପ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ରାଇଜିଂ ଷ୍ଟାର କ୍ରିକେଟ କ୍ଲବ ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଜତିନ ସାହୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଚଳିତ ବର୍ଷ ଡିସେମ୍ବର ମାସରେ ସର୍ବଭାରତୀୟ ଛିନ୍ଦେଇକେଲା କପ ଅନୁଷ୍ଠିତ
Read More...