ଭିଜିଲାନ୍ସ ପଞ୍ଝାରେ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର : ଏକାଧିକ ସ୍ଥାନରେ ଚାଲିଛି ଚଢାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ । ବେକରୀ ସପ୍ ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ରାଜ୍ୟ ଜିଏସ୍ଟି ଆସିଷ୍ଟାଣ୍ଟ କମିଶନର ସରିତା ବାରିକ (ଓଏଫଏସ୍-୧) । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଟିମ୍!-->…
Read More...
Read More...