Daily Archives

ମାୟାବର୍ହା ହାଇସ୍କୁଲଠାରେ ଜାତୀୟ ମହାକାଶ ଦିବସ ପାଳିତ

ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ଵରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଦିବସକୁ ସଂଯୋଜନା କରିବା
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଶନିବାର ଦିନ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂସ୍କୃତ ବିଶାରଦ ତଥା ସମ୍ବଲପୁରୀ
Read More...

ପାଇକମାଲ ବ୍ଲକ ସ୍ତରୀୟ ଭଲିବଳ ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ଭଲିବଳ ଚୟନ ରାଜକୁମାର ସିଂ ବରିହା ଉଚ୍ଚ ବିଦ୍ୟାଳୟ ବାଦିକଟାଠାରେ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୟନ ଶିବିରରେ ମୁଖ୍ୟ ଅତିଥି ଚକାମନ ସୁନା ଏବିଇିଓ ପାଇକମାଲ ଯୋଗ
Read More...

କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

ପାଟଣାଗଡ଼ : ଶନିବାର ଦିନ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ବ୍ଲକର ପାଟଣେଶ୍ୱରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଟଣାଗଡ଼ଠାରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ୨୦୦୮-୨୦୧୮ ମଧ୍ୟରେ ପରିଚାଳନା କମିଟି
Read More...

ବିଚ୍‌ ରାସ୍ତାରେ ସ୍ତ୍ରୀର ପ୍ରେମିକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଜଟଣୀ : ମହଙ୍ଗା ପଡିଲା ପରକୀୟା ପ୍ରୀତି । ବିଚ୍‌ ରାସ୍ତାରେ ସ୍ତ୍ରୀର ପ୍ରେମିକକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ପୂର୍ବଶତ୍ରୁତା ଓ ପରକୀୟା ପ୍ରୀତିକୁ କେନ୍ଦ୍ର
Read More...

ମେଦବହୁଳତା ହ୍ରାସ ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭିଏଲସିସି ଲିମିଟେଡକୁ ୩ ଲକ୍ଷ ଟଙ୍କା ଜୋରିମାନା

ଭବିଷ୍ୟତରେ ଏପରି ବିଜ୍ଞାପନ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦେଲା କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ ନୂଆଦିଲ୍ଲୀ, (ପିଆଇବି) : ମେଦବହୁଳତାରୁ ମୁକ୍ତି ପାଇବା ସହିତ ଶରୀରକୁ ପତଳା କରିବା ସମ୍ପର୍କରେ ବିଭ୍ରାନ୍ତିକର ବିଜ୍ଞାପନ ପ୍ରସାରଣ ଲାଗି ଭିଏଲସିସି ଲିମିଟେଡ୍କୁ ୩ ଲକ୍ଷ
Read More...

କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ମଣିଷ ତିଆରି

• ସ୍ମାର୍ଟ କ୍ଲାସରୁମରେ ଛାତ୍ରଛାତ୍ରୀଙ୍କ ସହ ବସି ପାଠପଢାର ଶୈଳୀ ଦେଖିଲେ କେନ୍ଦ୍ରମନ୍ତ୍ରୀ• ଡିଜିଟାଲ କଣ୍ଟେଣ୍ଟ୍ ଦ୍ୱାରା ଶିକ୍ଷୟିତ୍ରୀଙ୍କ ପାଠପଢା ପଦ୍ଧତିର କଲେ ପ୍ରଶଂସା• କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ କଟକ ବୋର୍ଡ ହାଇସ୍କୁଲର ଡାଇମଣ୍ଡ୍ ଜୁବୁଲି ଲୋଗୋ ଉନ୍ମୋଚିତ• ପୁରାତନ
Read More...

ସହରରେ ବୁଲିଲା ଦନ୍ତା ହାତୀ : ଭୟଭୀତ ଲୋକେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଅଞ୍ଚଳର ଜଙ୍ଗଲ ନିକଟ ବର୍ତ୍ତି ଗାଁ ଗୁଡ଼ିକରେ ଉପଦ୍ରବ କରି ୩ ମଣିଷ,୧୦ରୁ ଅଧିକ ଗାଈ ମାରିଥିବାବେଳେ ୨୨ ତାରିଖ ପ୍ରାୟ ରାତି ୨ଟା ହେବ ସ୍ଥାନୀୟ ଧବଳେଶ୍ୱର ମନ୍ଦିରର ନିକଟରେ
Read More...

ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମର ଗାଥା ମଂଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ନାଟ୍ୟ ସଂଘ ଏବଂ ରାଉରକେଲା ଇସ୍ପାତ କାରଖନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ପ୍ରସ୍ତୁତ ନାଟକ 'ଅମର ଗାଥା' ସିଭିକ୍ ସେଣ୍ଟର୍ ଠାରେ ମଞ୍ଚସ୍ଥ ହୋଇଯାଇଛି । ୧୫ ଦିନ ବ୍ୟାପି ୨୨
Read More...

ସାଇ ଭ୍ୟାଲି ୱାର୍ଲ୍ଡ ଇନଷ୍ଟିଚ୍ୟୁଟରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ ଆରମ୍ଭ ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାଇ ଭ୍ୟାଲି ୱାର୍ଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି କୁଆରମୁଣ୍ଡାର ଜାମୁନାନାକିରେ ଅବସ୍ଥିତ ଏହାର କ୍ୟାମ୍ପସରେ ଆରମ୍ଭ ନାମରେ ଫ୍ରେସର୍ସ ସ୍ୱାଗତ ପାର୍ଟି ଆୟୋଜନ କରିଥିଲା ​​ଯେଉଁଠାରେ ବରିଷ୍ଠ ଛାତ୍ରମାନେ ୨୦୨୫-୨୬
Read More...