Daily Archives

ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ବିଜେଡିର ୧୨ଘଣ୍ଟିଆ ବନ୍ଦ ପାଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବିରେ ବିଜେଡି ଜୟପାଟଣା ବ୍ଲକ ଅନୁକୂଳରେ ଆୟୋଜିତ ୧୨ଘଣ୍ଟିଆ ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗମନା ଗମନ ବ୍ୟବସ୍ଥା ଠପ୍
Read More...

ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ତାଲା ପକାଇ ଚାଲିଗଲେ ସାର୍ : ରାତି ସାରା ସ୍କୁଲରେ ଅଟକ

କେନ୍ଦୁଝର : ଦ୍ଵିତୀୟ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲରେ ତାଲା ପକାଇ ଚାଲିଗଲେ ସାର୍ । ରାତି ସାରା ସ୍କୁଲରେ ଅଟକ ରହିଲେ ଛାତ୍ରୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଛାତ୍ରୀ ଜଣଙ୍କ ଝରକା ଭାଙ୍ଗି ବାହାରକୁ ଯିବାକୁ ଚେଷ୍ଟା କରି ଆହତ
Read More...

ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃରାଜ୍ୟ ସ୍ତରୀୟ ସି.ବି.ଏସ୍ .ଇ ଫୁଟବଲ୍ କ୍ଲଷ୍ଟର -୨ଖେଳ ପ୍ରତିଯୋଗିତାର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାନରେ ଆନ୍ତଃରାଜ୍ୟ ସ୍ତରୀୟ ଫୁଲବଲ୍ କ୍ଲଷ୍ଟର -୨ ଖେଳ ପ୍ରତିଯୋଗିତାର ପଞ୍ଚମ ଦିବସରେ ଖେଳାଳୀମାନଙ୍କର ସଙ୍ଘବଦ୍ଧତା ତଥା ଏକତାର ସହ ଚେଷ୍ଟା, ପ୍ରଚେଷ୍ଟା, ସାହସ ଏବଂ ଦୃଢ ମନୋବଳ ସହ ଅକ୍ଳାନ୍ତ ପରିଶ୍ରମ ବଳରେ
Read More...

ବିଶ୍ଵ ବରିଷ୍ଟ ନାଗରିକ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ, ଟିଟିଲାଗଡ ଦ୍ଵାରା ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ସଭାପତି ବୈରୀ ଗଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘର ବର୍ଷୀୟାନ ସଦସ୍ୟ (୮୦
Read More...

ରାମଚଣ୍ଡୀ ପୀଠରେ ପୂଜା କମିଟୀର ପୁନଃ-ଗଠନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଗତ କିଛି ବର୍ଷ ହେଲା ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ମା'ରାମଚଣ୍ଡୀ ଶକ୍ତିପୀଠରେ ସ୍ୱତନ୍ତ୍ର ଭାବେ ପୂଜା କମିଟୀର ସହଯୋଗରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ
Read More...

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଗଷ୍ଟ ୨୧ ତାରିଖକୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ରୂପେ ସର୍ବତ୍ର ପାଳନ କରାଯାଇଥାଏ । ଏହି ଅବସରରେ ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳାନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଏହି ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ
Read More...

କଣ୍ଟାବାଞ୍ଜି ରେଲ ଷ୍ଟେସନରେ ବେଆଇନ ଗଞ୍ଜେଇ ଚାଲାଣ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲ ଷ୍ଟେସନରେବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକରୀ ଓ ଆର୍‌ପିଏଫ୍‌ ପୋଲିସର ମିଳିତ ଚଢ଼ାଉରେ ୧୧ କେଜି ଗଞ୍ଜେଇ ଜବତ ହୋଇଛି । ସୂଚନା ଅନୁସାରେ ଗୁରୁବାର ସକାଳେ ଏକ ଜରିବସ୍ତାରେ ଗଞ୍ଜେଇ ନେଇ କଣ୍ଟାବାଞ୍ଜିରୁ ଟ୍ରେନ
Read More...

ଧର୍ମ ଜାଗରଣ ସମନ୍ଵୟ ପକ୍ଷରୁ ଧର୍ମ ସୁରକ୍ଷା ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଧର୍ମ ଜାଗରଣ ସମନ୍ଵୟ ବ୍ରହ୍ମଲୀନ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୭ତମ ବଳିଦାନ ଦିବସକୁ ଧର୍ମ ସୁରକ୍ଷା ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ହନୁମାନ ମନ୍ଦିରରେ ଧର୍ମ ଜାଗରଣ ସମନ୍ଵୟର କ୍ଷେତ୍ର ଧର୍ମ
Read More...

କନ୍ଧମାଳ : ଫାଷ୍ଟ୍ ଟ୍ରାକ୍ ପୋକ୍ସୋ ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଦଣ୍ଡାଦେଶ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋକ୍ସୋ ଦୁଷ୍କର୍ମ ଅଭିଯୁକ୍ତ ଶୁଣାଇଲେ ଦଣ୍ଡାଦେଶ । ସ୍ୱତନ୍ତ୍ର କୋର୍ଟ ଗଣେଶ କହଁରକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଜରିମାନା ଶୁଣାଇଛନ୍ତି । ବିଚାରପତି କୈଳାସ
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ : ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଅନ୍ତର୍ଗତ ଲାସେରୀ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ବାଲିଗୁଡା ମେଡିକାଲରେ ଭର୍ତ୍ତି କରାଯାଇ
Read More...