ନାବାଳିକା ଉପରେ ଲୋଲୁପ ଦୃଷ୍ଟି, ବଳାତ୍କାର ଉଦ୍ୟମ, ହତ୍ୟା ଧମକରେ ଯୁବକ ଗିରଫ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ହାଉସିଂ ବୋର୍ଡ ଅଞ୍ଚଳର ଜଣେ ପୀଡିତା ଝିଅର ମାଆ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଦେଇଥିବା ଅଭିଯୋଗ ପ୍ରକାରେ ଅଭିଯୁକ୍ତ ଜି.ନରେଶ ଦୋରା (୨୯) ତାଙ୍କରି ଘରେ କାମ କରୁଥିବା ଅଭିଯୋଗକାରିରୀଙ୍କ ନାବାଳିକା ଝିଅଙ୍କୁ ନଗଦ!-->…
Read More...
Read More...