ଗବେଷକ ଦେବକାନ୍ତ ନାୟକ ପାଇଲେ ଡକ୍ଟରେଟ୍ ଉପାଧି
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗବେଷକ ଦେବକାନ୍ତ ନାୟକ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ଜ୍ୟୋତି ବିହାର ବୁର୍ଲା ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି । ସେ ନର୍ଥ ଇଷ୍ଟର୍ଣ୍ଣ ହିଲ୍ ବିଶ୍ୱ ବିଦ୍ୟାଳୟ ଶିଲଂର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ସତ୍ୟ ପ୍ରକାଶ ଦାସଙ୍କ!-->…
Read More...
Read More...