Daily Archives

ଅଚାନକ ସ୍କୁଲ ପରିଦର୍ଶନ କରିଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର : ଅଚାନକ ସ୍କୁଲ ପରିଦର୍ଶନ କରିଲେ ଗଞ୍ଜାମ ଜିଲ୍ଲାପାଳ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଇଂରାଜୀ ପଢିବା ପାଇଁ କହିଲେ । ହେଲେ ପଢି ପାରିଲେନି ପିଲା । ପଢିବା ତ ଦୂରର କଥା ଉଚ୍ଚାରଣ ବି କରିପାରିଲେନି । ଶେଷରେ ପାଠ ପଢା ପ୍ରତି ଗୁରୁତ୍ୱ ଦେବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଲେ
Read More...

ବିଶ୍ୱ ଫଟୋଗ୍ରାଫି ଦିବସ

"ବିଶ୍ୱ ଫଟୋଗ୍ରାଫି ଦିବସ" ହେଉଛି ଏଭଳି ଏକ ଦିନ ଯେଉଁଥିରେ ଅବିଶ୍ୱସନୀୟ ଫଟୋଗ୍ରାଫି କଳା ପ୍ରଦର୍ଶନ ର ଅପୂର୍ବ ସୁଯୋଗ ରହିଛି ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟକ୍ତିଗତ ଫଟୋଗୁଡ଼ିକ ଯେତେ ଅଛି ଯାହାକୁ ଆମେ ସମସ୍ତେ ଭଲ ପାଉ, କିନ୍ତୁ ଏପରି ଫଟୋ ମଧ୍ୟ ଅଛି ଯାହା ଏକ କାହାଣୀ
Read More...

ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ରାଷ୍ଟ୍ରପତି ପୁଟିନ ଆଲାସ୍କାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ତାଙ୍କର ସାକ୍ଷାତ ସମ୍ପର୍କରେ ନିଜର ଆକଳନ ବ୍ୟକ୍ତ କଲେ● ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଦୃଢ଼ ଆଭିମୁଖ୍ୟକୁ ରେଖାଙ୍କିତ କରିବା ସହିତ ଏ ଦିଗରେ ସବୁ ପ୍ରୟାସ ଲାଗି ଭାରତର ସମର୍ଥନକୁ ଦୋହରାଇଲେ
Read More...

ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ପୋଲିସର ଏନକାଉଣ୍ଟର

ସମ୍ବଲପୁର : ଗର୍ଜିଲା ସମ୍ବଲପୁର ପୋଲିସ, ଆଜି ସକାଳୁ ସକାଳୁ ଅଭିଯୁକ୍ତଙ୍କୁ ଧରିବା ବେଳେ ଖଣ୍ଡୁଆଳ ନିକଟରେ ଘଟିଛି ଗୁଳିକାଣ୍ଡ । ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ଅପରାଧୀଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ପୋଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି ଅପରାଧୀ ଏମଡି
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ରବିବାର ସନ୍ଧ୍ୟାରେ ଏକ୍‌ ସାମ୍‌ ଦେଶ୍‌ କେ ନାମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅତି ସୁନ୍ଦର ଭାବରେ ପାଳିତ ହୋଇଯାଇଛି ଟିଟିଲାଗଡ଼ ଲାୟଂସ୍ କ୍ଲବ୍ ଦ୍ଵାରା ଆୟୋଜିତ ଏକ୍‌ ସାମ୍‌ ଦେଶ୍‌ କେ ନାମ୍‌ କାର୍ଯ୍ୟକ୍ରମ । ପ୍ରଥମେ ଲାୟନ୍ସ କ୍ଲବର ଡିଜି ଟିମ, କ୍ଲବ ସଭାପତି ସଞ୍ଜୟ ସୋନି ଓ କ୍ୟାବିନେଟ ସଦସ୍ୟଙ୍କ ଦ୍ୱାରା ଗଣେଶଙ୍କ
Read More...

ଶୌଚାଳୟ ଓ ପିଇବା ପାଣି ସମସ୍ୟା

ସମସ୍ୟାର ସମାଧାନ ପାଇଁ ବିଶ୍ୱବିଦ୍ୟାଳୟକୁ ଖୁଚୁରା ଦାନ କଲେ ଛାତ୍ରଛାତ୍ରୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଶୌଚାଳୟ ଓ ପାନୀୟ ଜଳ ସମସ୍ୟା ଲାଗି ରହିଛି । ବିଜୁ ଛାତ୍ର ଜନତା ଦଳ ଏ ସବୁ ସମସ୍ୟା ଉପରେ କୁଳପତି, ରେଜିଷ୍ଟରରଙ୍କୁ
Read More...

ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ : ଡାକ୍ତରଖାନାରେ ଉତ୍ତେଜନା

ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ମୃତ ଯୁବକ ହେଲେ ଯାଜପୁର ଧର୍ମଶାଳା ବାଉଁଶ କଣ୍ଟା ଗ୍ରାମର ଭରତ ଦାସ । ସେ ବିଷ ପିଇଥିବା ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ଥିଲେ, ଆଜି ଡିସଚାର୍ଜ
Read More...

ରାଜ୍ୟସଭାରେ ଉପନିବେଶ ଯୁଗର ଆଇନକୁ ବଦଳାଇ ଭାରତୀୟ ବନ୍ଦର ବିଲ୍, ୨୦୨୫ ପାରିତ

"ନୂତନ ଆଇନ ଭାରତୀୟ ବନ୍ଦର ପାଇଁ ବିଶ୍ୱ ସବୁଜ ମାନଦଣ୍ଡ, ବିପର୍ଯ୍ୟୟ ପ୍ରସ୍ତୁତିକୁ ବାଧ୍ୟତାମୂଳକ କରିଛି" : ସର୍ବାନନ୍ଦ ସୋନୋୱାଲ"ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ (ଏମଏସଡିସି) ସ୍ଥାପନା ସମବାୟ ସଂଘୀୟତାର ଏକ ଉତ୍କୃଷ୍ଟ ଉଦାହରଣ:" ସର୍ବାନନ୍ଦ ସୋନୋୱାଲ"ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ସହଜ ଜୀବନଯାପନ ଏବଂ ବ୍ୟବସାୟିକ ସୁଗମତାକୁ ତ୍ୱରାନ୍ୱିତ କରିବା ପାଇଁ ପରବର୍ତ୍ତୀ ପିଢ଼ିର ସଂସ୍କାର ଉପରେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ସହଜ ଜୀବନଯାପନ, ବ୍ୟବସାୟିକ ସୁଗମତାରେ ସୁଧାର ଏବଂ ସମାବେଶୀ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଦ୍ରୁତ ତଥା ବିସ୍ତୃତ ସଂସ୍କାର କାର୍ଯ୍ୟକାରୀ କରିବା
Read More...

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି । ଏହା ଦେଶ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଥିଲା । ସାକ୍ଷାତ ସମୟରେ, ଦୁହେଁ ମହାକାଶରେ ଶ୍ରୀ ଶୁକ୍ଳାଙ୍କ ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଭାରତର ଅଗ୍ରଗତି
Read More...