ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ
ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁଗୁଳ ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ କଲେ ରାଉରକେଲା ଭିଜିଲାନ୍ସ ଏସପି । ଯନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ତ୍ରୀ, ସମ୍ପର୍କୀୟ ଏବଂ ବନ୍ଧୁ ବାନ୍ଧବଙ୍କ ନାମରେ ବେଆଇନ ଭାବରେ କାମ ନେଇ ନିମ୍ନ!-->…
Read More...
Read More...