Daily Archives

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ୍ୟୁ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମସାଗର ଛକ ନିକଟ ଜାତୀୟ ରାଜପଥ ୩୫୩ରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ଡୁମେରବାହାଲ ଗ୍ରାମର ଗୌରାଙ୍ଗ ଛତ୍ରିଆ (୨୫) । ସେ ଖଡ଼ିଆଳରୁ ନିଜ କାମ
Read More...

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ସିବିଏସଇ ପ୍ରଶିକ୍ଷଣ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ସି ବି ଏସ ଇ ଦ୍ଵାରା ଏକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଶିକ୍ଷକ ଭାବରେ ଭବାନୀପାଟଣା ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର
Read More...

ଜିଲ୍ଲା ସ୍ତରୀୟ ସ୍ୱାଧିନତା ପ୍ୟାରେଡରେ ମଣ୍ଟେଶ୍ୱରୀ ସ୍କାଉଟ ଓ ଗାଇଡ ଟ୍ରୁପ ପୁରସ୍କୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ସ୍କାଉଟ ଓ ଗାଇଡ ଟ୍ରୁପ ମନୋହରପୁର ସ୍ଥିତ ପ୍ୟାରେଡ ଗ୍ରାଉଣ୍ଡରେ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପ୍ୟାରେଡ ସମାରୋହ ପ୍ୟାରେଡରେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପଂଚାୟତରାଜ
Read More...

ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିଆନ୍ ସିଆରପିଏଫ୍ କମାଣ୍ଡାଣ୍ଟ ପ୍ରଶାନ୍ତ କୁମାର ସାହୁଙ୍କ ମାର୍ଗଦର୍ଶନରେ, ୧୫/୦୮/୨୦୨୫ରେ ସ୍ୱାଧୀନତା ଦିବସର ପବିତ୍ର ଅବସରରେ ୧୮୯ ବାଟାଲିଆନ୍ ସିଆରପିଏଫ୍ କ୍ୟାମ୍ପସ୍ ଶାନ୍ତିପଡ଼ା, ବଲାଙ୍ଗିରରେ ଫୋର୍ସ କର୍ମଚାରୀଙ୍କ ଉପସ୍ଥିତିରେ ପତାକା
Read More...

ନାରାୟଣ ପ୍ଲେ ସ୍କୁଲ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ଏହି ଅବସରରେ ବଲାଙ୍ଗିର ପେଲେସ ଲାଇନ୍‌ ସ୍ଥିତ ନାରାୟଣ ପ୍ଲେ ସ୍କୁଲ ପକ୍ଷରୁ ନିଆରା ଢଙ୍ଗରେ ୭୯ତମ ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବର ସହକାରେ ପାଳିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରୋଟାରୀ
Read More...

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ମୋର ପ୍ରିୟ ଦେଶବାସୀଗଣ,ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି । । ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି ।
Read More...

ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା ଆୟୋଜିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରେଙ୍ଗାଲି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତା ୧୬-୮-୨୫ ଶନିବାର ସିଆରସିସି ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମର ସାଧନ ସ୍ତରୀୟ ଶିକ୍ଷା ସଭା ଆୟୋଜିତ ହୋଇଯାଇଛି ।
Read More...

୨ ବସ୍‌ ମୁହାଁମୁହିଁ ଧକ୍କା : ୨ ଚାଳକ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ନିକଟସ୍ଥ ଧନନ୍ତର ସେବା ସମବାୟ ସମିତି ସମ୍ମୁଖ ରାସ୍ତାରେ ଦୁର୍ଘଟଣା । ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ଡ୍ରାଇଭର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ରବିବାର ସକାଳ ପ୍ରାୟ ୬ଟା ବେଳେ
Read More...

ଗାନ୍ଧି ପାଠାଗାରରେ ସ୍ୱାଧୀନତା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) ବଲାଙ୍ଗିର ସ୍ଥାନୀୟ ଟିକ୍ରାପଡା ଗାନ୍ଧୀ ପାଠାଗାରରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ପ୍ରାତଃ ରାମଧୁନ ସହ ସକାଳ ୮ ଘଣ୍ଟା ସମୟରେ ଗାନ୍ଧୀ ପାଠାଗାରର ସଭାପତି ପ୍ରକାଶ ନେପାକ ପାଠାଗାରର ସମସ୍ତ ସଭ୍ୟ ସଭ୍ୟା, ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ବିଙ୍ଗ
Read More...

କେସିଙ୍ଗାରେ ବିଜେପି ପାର୍ଟିର ନୂତନ କାର୍ଯ୍ୟାଳୟ ଉଦଘାଟନ

କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ନୂତନ ସରକାର ଆସିବାଠାରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ବିଜେପି ପାର୍ଟିର କାର୍ଯ୍ୟାଳୟ ନ ଥିବା ଚର୍ଚ୍ଚା ଜୋର୍ ଧରିଥିଲା । ଗତକାଲି ଅପରାହ୍ନରେ ୧.୩୦ ସମୟରେ ଓଡିଶା ସରକାରଙ୍କ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କଳାହାଣ୍ଡି ସାଂସଦ
Read More...