Daily Archives

ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ ନେସ୍‌ କ୍ଲବ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପାଇଁ ସବୁ ସମୟରେ ଗର୍ବ ସାଜିଥିବା ବିଙ୍ଗ୍‌ ଷ୍ଟ୍ରଙ୍ଗ୍‌ ଫିଟ୍‌ ନେସ୍‌ କ୍ଲବ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏଥିରେ ସତ୍ୟନାରାୟଣ ଦର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା
Read More...

ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟଳୟ ଠାରେ ୭୯ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସମୀକ୍ଷା ଅଧିକାରୀ, ସ୍ଥାନୀୟ ପାଣ୍ଠି ସମୀକ୍ଷା ବଲାଙ୍ଗିର କାର୍ଯ୍ୟାଳୟଠାରେ ୭୯ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସମୀକ୍ଷା ଅଧିକାରୀ କ୍ଷମାନିଧି ପ୍ରଧାନ ପତାକା ଉତ୍ତୋଳନ କରିଥିଲେ । ସମସ୍ତ ସମୀକ୍ଷା ଅଧିକ୍ଷକ, ସମିକ୍ଷକ
Read More...