ଜାତୀୟ ଇନୋଭେସନ ଆନ୍ଦୋଳନରେ ଦଶ ହଜାର ସ୍କୁଲକୁ ଲାଇଭ ଯୋଡିଲା ଅଟଳ ଇନୋଭେସନ ମିଶନ
ନୂଆଦିଲ୍ଲୀ, (ପିଆଇବି) : ସାମୂହିକ ଇନୋଭେସନର ପ୍ରଦର୍ଶନ ସ୍ୱରୂପ ଅଟଳ ଇନୋଭେସନ ମିଶନ (ଏଆଇଏମ), ନିତି ଆୟୋଗ ଦ୍ୱାରା ମଙ୍ଗଳବାର ଦିନ ଏକ ମେଗା ଟିଙ୍କରିଂ ଡେ ଶୁଭାରମ୍ଭ କରାଯାଇଛି । ସ୍କୁଲ ସମ୍ବନ୍ଧିତ ଭାରତର ଏହି ସର୍ବବୃହତ ଟିଙ୍କରିଂ କାର୍ଯ୍ୟକ୍ରମ ଦ୍ୱାରା ୩୫ଟି ରାଜ୍ୟ ଓ କେନ୍ଦ୍ର!-->…
Read More...
Read More...