Daily Archives

ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅତି ଜରୁରୀକାଳୀନ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମଚାରୀଙ୍କୁ
Read More...

ବିଶ୍ଵଦରବାରରେ ଗଞ୍ଜାମ ଜିଲ୍ଲା ଏକ ଅର୍ଥନୈତିକ ବିକାଶଶୀଳର କେନ୍ଦ୍ରବିନ୍ଦୁ ହେବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ଵଦରବାରରେ ଗଞ୍ଜାମ ଜିଲ୍ଲା ଏକ ଅର୍ଥନୈତିକ ବିକାଶଶୀଳର କେନ୍ଦ୍ରବିନ୍ଦୁ ଅବା ହବ ହେବାକୁ ଯାଉଛି, ଯାହା ଫଳରେ ଗଞ୍ଜାମ ଜିଲ୍ଲାର ଗଢ଼ି ଉଠିଥିବା ଶିଳ୍ପାୟନର ଅଗ୍ରଗତି ହେଲେ ଆଉ ଦାଦନ ଶ୍ରମିକ ଭାବେ ଖଟିବାକୁ ଅନ୍ୟ ଦେଶ ଓ ରାଜ୍ୟକୁ ଯିବାକୁ
Read More...

ପ୍ରଶାସନ ଶୁଣିଲାନି : ଗ୍ରାମବାସୀ ନିର୍ମାଣ କଲେ ଯାତ୍ରୀ ବିଶ୍ରାମାଗାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ ଅପେକ୍ଷା କରୁଥିବା ବେଳେ ଅଧିକାଂଶ ସମୟରେ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି ।
Read More...

ଏକାଡେମୀ ତରଫରୁ ଗଙ୍ଗାଧର ଜୟନ୍ତୀ

ତରଭା, (କେପିଏନ୍‌ଏସ୍‌) : ତରଭା ସ୍ଥାନୀୟ ପରିଷଦ ପାଠାଗାରଠାରେ ଭାଷା ସାହିତ୍ୟର ଅଗ୍ରଣୀ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଗୌରୀଶଙ୍କର ସାହୁଙ୍କ ସଭାପତିତ୍ୱରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ସାହିତ୍ୟିକ ସଞ୍ଜୀବ ସେଠୀ ମୁଖ୍ୟ ଅତିଥି
Read More...

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ସ୍ଥାନୀୟ ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କଣ୍ଟାବାଞ୍ଜିର ମିଳିତ ସହଯୋଗରେ ରଣାସାର ଇଂରାଜୀ କୋଚିଙ୍ଗ ସେଣ୍ଟରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି
Read More...

ନରେନ୍ଦ୍ର କବାଟଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ କବାଟ ବାବୁଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ନରେନ୍ଦ୍ର କବାଟଙ୍କ ବିୟୋଗରେ ସ୍ଥାନୀୟ ଜେ.ଏସ୍‌.ଏମ୍ କଲେଜ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।
Read More...

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କ ପାଇଁ ଜାରି ରହିବ ସବସିଡି ସୁବିଧା

• ୨୦୨୫-୨୬ ଆର୍ଥିକ ବର୍ଷରେ ଲକ୍ଷ୍ୟବଦ୍ଧ ସବସିଡି ଜାରି ରଖିବା ନିମନ୍ତେ ୧୨ ହଜାର କୋଟି ଟଙ୍କାର ବ୍ୟୟବରାଦକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ନୂଆଦିଲ୍ଲୀ, (ପିଆଇବି) : ୨୦୨୫-୨୬ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କ ପାଇଁ ସବସିଡି ସୁବିଧା ଜାରି ରହିବ ।
Read More...

ଘରୋଇ ଏଲପିଜି ବାବଦ କ୍ଷତି ଭରଣା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କାର ପାଣ୍ଠିକୁ କ୍ୟାବିନେଟ୍…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଘରୋଇ ଏଲପିଜି ବିକ୍ରୟରେ ହୋଇଥିବା କ୍ଷତି ପାଇଁ ତିନୋଟି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ (ଆଇଓସିଏଲ, ବିପିସିଏଲ ଏବଂ ଏଚପିସିଏଲ)କୁ ୩୦ ହଜାର କୋଟି ଟଙ୍କାର
Read More...

ବହୁବିଷୟକ ଶିକ୍ଷା ଏବଂ ବୈଷୟିକ ଶିକ୍ଷା ଗବେଷଣାରେ ଉନ୍ନତି ପାଇଁ ବଜେଟ୍ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରି

● ଏଥିପାଇଁ ଖର୍ଚ୍ଚ ହେବ ୪୨୦୦ କୋଟି ଟଙ୍କା ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୭୫ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଏବଂ ୧୦୦ ପଲିଟେକ୍ନିକ୍ ସହିତ ୨୭୫ଟି ବୈଷୟିକ ଶିକ୍ଷାନୁଷ୍ଠାନରେ ‘ବହୁବିଷୟକ ଶିକ୍ଷା ଏବଂ
Read More...

ନୂଆଦିଲ୍ଲୀରେ ସାଂସଦ ମାନଙ୍କ ପାଇଁ ନବନିର୍ମିତ ଫ୍ଲାଟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

୧୮୪ଟି ଟାଇପ୍-୭ ବହୁତଳ ଫ୍ଲାଟକୁ ସ୍ୱୟଂକ୍ରିୟ ଏବଂ ସମସ୍ତ ପ୍ରକାରର ଆଧୁନିକ ସୁବିଧା ସହିତ ଡିଜାଇନ୍ କରାଯାଇଛିଆବାସିକ ପରିସରରେ ଏକ ସିନ୍ଦୂର ଚାରା ରୋପଣ କରି ଶ୍ରମଜୀବୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀସମାବେଶକୁ ସମ୍ବୋଧିତ ମଧ୍ୟ କରିବେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ,
Read More...