Daily Archives

ତିରଙ୍ଗା ଅଭିଯାନ ପାଇଁ ୫ ଲକ୍ଷରୁ ଅଧିକ ଯୁବକ ସ୍ବେଚ୍ଛାସେବୀ ଭାବରେ ପଞ୍ଜୀକରଣ କରାଇଛନ୍ତି : ଗଜେନ୍ଦ୍ର ସିଂହ ଶେଖାୱତ

'ହର ଘର ତିରଙ୍ଗା' ଅଭିଯାନର ଚତୁର୍ଥ ସଂସ୍କରଣ ଘୋଷଣା କରିଛି ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସାରା ଦେଶର ନାଗରିକମାନଙ୍କୁ ଭାରତୀୟ ଜାତୀୟ ପତାକା - ତିରଙ୍ଗା - ସେମାନଙ୍କ ଘର ଏବଂ ହୃଦୟରେ ଅବସ୍ଥାପିତ କରିବା ପାଇଁ ପ୍ରେରଣା
Read More...

ଅଟକି ଯିବକି ବୁଟୁ ଯାନିର ଶୁଦ୍ଧି କ୍ରିୟା : ପହଞ୍ଚି ପାରିଲା ନାହିଁ ହରିଶ୍ଚନ୍ଦ୍ର ଯୋଜନା

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ମଧ୍ୟରେ ଗତ ଚାରି ତାରିଖ ଦିନ ହୀରାପୁର ପଞ୍ଚାୟତ ଅନ୍ତର୍ଗତ ତୋଟା ପଡ଼ା ଗ୍ରାମର ବୁଟୁ ଜାନି ଭାସି ଯାଇ ମୃତ୍ୟୁ ବରଣ କରିଥିବା ଖବର ପ୍ରକାଶିତ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଗାଁ ଲୋକଙ୍କ ସହାୟତାରେ ଶବ ସଂସ୍କାର ହୋଇଗଲା
Read More...

ସାପଲହର ସେବାଶ୍ରମ ତାଲାବନ୍ଦରୁ ଓହରିଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବାଦିକଟା ପଞ୍ଚାୟତ ସାପଲହର ସେବାଶ୍ରମରେ ଗତ ଚାରିଦିନ ହେଲା ଶିକ୍ଷକ ଅଭାବକୁ ନେଇ ଗ୍ରାମବାସୀ ତଥା ଅଭିଭାବକ ଅଭିଭାବିକା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ୱେ ଅଣଦେଖା କରିବାରୁ ବାଧ୍ୟ ହୋଇ
Read More...

ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା

ବରଗଡ଼, (ମୁନ୍ନା ସାହୁ) : ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା । ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛନ୍ତି ଭାରପ୍ରାପ୍ତ ଏସ୍‌ପି ।
Read More...

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡିକୁ ଧରିଲା ପୋଲିସ : ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓଙ୍କ ସୂଚନା

ସଇଁତଲା, (ଖୁସିରାନୀ ସାହୁ) : ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡିକୁ ଧରିବାରେ ସଫଳ ହେଲା ସଇଁତଲା ପୋଲିସ । ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧିକାରୀ ସୁଶାନ୍ତ ବଢ଼େଇଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରି ଥାନା ଅଂଚଳର ବିଭିନ୍ନ ସ୍ଥାନରେ ପଇଁତରା ମାରୁଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ
Read More...

ଗାଇସିଲେଟ ଅଞ୍ଚଳରେ ବେଧଡକ ନିଶା କାରବାର : ପୁଲିସ ପେଟ୍ରୋଲିଂ କଡାକଡି କରିବାକୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଅଞ୍ଚଳରେ ଦିନକୁ ଦିନ ବଢି ଚାଲିଥିବା ବେଆଇନ ନିଶା କାରବାର, ଦୋକାନ, ଘର, ଚାଷୀଙ୍କ ପାଣି ମୋଟର ଚୋରି, ରାସ୍ତାରେ ଲୁଟପାଟ ବଢିବାରେ ଲାଗିଛି । ଆଜି ଗାଇସିଲେଟର ସର୍ବପୁରାତନ ସାମାଜିକ ଅନୁଷ୍ଠାନ ୟୁଥ କ୍ଲବର ନେତୃତ୍ୱରେ
Read More...

ପ୍ରେରଣା ଦାୟକ ପୁରସ୍କାର କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ନିର୍ଦ୍ଦେଶ କ୍ରମେ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ପ୍ରେରଣା ଦାୟକ ପୁରସ୍କାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କର୍ମଶାଳା ସଭାରେ ଅତିରିକ୍ତ ଗୋଷ୍ଠୀ
Read More...

ପରବାସି କୁଟୁମର ନୂଆଁଖାଇ ଭେଟ ପାଇଁ ଦ୍ୱିତୀୟ ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବକଟି ଗ୍ରାମରେ ପରବାସି କୁଟୁମର ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଆସନ୍ତା ୩୧.୦୮.୨୦୨୫ ରବିବାର ଦିନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପରବାସି କୁଟୁମର ସଂପାଦକ ସଚ୍ଚିଦାନନ୍ଦ ପଧାନଂକ ସଭାପତିତ୍ୱରେ
Read More...

୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଜିଲ୍ଲାର ସମସ୍ତ ରାଜସ୍ୱ ଅମଲା ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୁର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୧୧ ଅଗଷ୍ଟରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ୱ ଅମଲାମାନେ ସାମୁହିକ ଛୁଟିିରେ ରହିବା
Read More...

ନୂଆ ଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ସୁନ୍ଦରଗଡ ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ
Read More...