ଗୋଇମୁଣ୍ଡରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ, ଗଛରେ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷାର ବାର୍ତ୍ତା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପରିବେଶ ବିନା ଜୀବନ ନାହିଁ । ପରିବେଶର ସୁରକ୍ଷା ଅତି ଜରୁରୀ । ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ପବିତ୍ର ରକ୍ଷା ବନ୍ଧନରେ ବୃକ୍ଷ ସହ ରକ୍ଷା ବନ୍ଧନ ପାଳିତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ପରିବେଶ ସୁରକ୍ଷା!-->…
Read More...
Read More...