Daily Archives

ଗଣ୍ତାବାହାଲିଠାରେ ସ୍ବାଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ଗ୍ରାମ୍ୟ ମେହେର ଭୁଲିଆ ସମାଜ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ମେହେର ଭୁଲିଆ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ସଭାପତିତ୍ବରେ
Read More...

ନୃସିଂହ ବନରେ ପ୍ରକୃତି ପ୍ରେମୀଙ୍କ ରାକ୍ଷୀ ବନ୍ଧନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ନିକଟରେ ଥିବା ନୃସିଂହ ବନରେ ପ୍ରକୃତି ପ୍ରେମୀମାନେ ଶନିବାର ନିଆରା ଢଙ୍ଗରେ ରାକ୍ଷୀ ବନ୍ଧନ କରିଛନ୍ତି । ପ୍ରକୃତି ବନ୍ଧୁ ବଡ ଶତପଥୀ ଓ ପ୍ରକୃତି ବନ୍ଧୁ ବିଭୂତି ମୁଣ୍ଡ ଏକ ଅଶ୍ୱତଥ ବୃକ୍ଷ
Read More...

‘ମାସିକ ରଚନା ସନ୍ଧ୍ୟା’ରେ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ “ମୋ ଦୃଷ୍ଟିରେ କବି ଗଙ୍ଗାଧର”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିସମୂହରେ "ବସୁଧୈବ କୁଟୁମ୍ବକମ୍"ର ଭାବନା ଅନନ୍ତ କାଳ ଯାଏଁ ଆମକୁ ପଥ ପ୍ରଦର୍ଶନ କରିବ, ଏଥିରେ ସନ୍ଦେହ ନାହିଁ । ତାଙ୍କ କାବ୍ୟକବିତାର ଭାବଧାରା ଓ ତହିଁରେ ନିହିତ ଗଭୀର ଜୀବନ ଦର୍ଶନ ଯୁଗ ଯୁଗ ଧରି ମାନବ ଜାତିକୁ ପ୍ରେରଣା
Read More...

ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଭବାନୀପାଟଣା : ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ । ହାତରେ ଦାନ ବାକ୍ସ ନେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ବୁଲିବୁଲି ଅନାଥ ଓ ଦିବ୍ୟାଙ୍ଗ ପିଲାଙ୍କ ସହ ରାକ୍ଷୀ ପାଳନ ଉଦ୍ଦେଶ୍ୟରେ
Read More...

ସର୍ବ ଭାରତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିରର ବାଜିମାତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗୁଜୁରାଟର ମେହେସନା ସହରରେ ଅନୁଷ୍ଠିତ ହୋଇଯାଇଥିବା ସର୍ବ ଭାରତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିରର ଯୁବକମାନେ ବିଭିନ୍ନ ଓଜନ ବିଭାଗରେ ଅବତୀର୍ଣ୍ଣ ହୋଇ ସ୍ୱଣ୍ଣା, ରୌପ୍ୟ ତଥା ବ୍ରୋଞ୍ଜ ପଦକ ଲାଭ କରି ବଲାଙ୍ଗିରକୁ ଗୌରବାନ୍ୱିତ କରିଛନ୍ତି ।
Read More...

ବିଶ୍ୱ ଆଦିବାସୀ ଦିବସ ପାଳିତ

ଆଦିବାସୀ ଭାଷା ସଂସ୍କୃତି ସୁରକ୍ଷିତ ରହୁ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ଆଦିବାସୀ ଦିବସ ପୌରାଂଚଳ ଆଦିବାସୀ ସମାଜ, ଅଖିଳ ଭାରାତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା, ଆଦିବାସୀ କଲ୍ୟାଣ ସଂଘ, ଆଦିବାସୀ କର୍ମଚାରୀ ସଂଘ ମିଳିତ ଆନୁକୂଲ୍ୟରେ ବିଶ୍ୱ
Read More...

ଆଦିବାସୀ ଭାଷା, ସଂସ୍କୃତି, ପ୍ରଥା, ପରମ୍ପରାର ସୁରକ୍ଷା ପାଇଁ ଆହ୍ୱାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗଶର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡାର ସଭାପତି ଚକ୍ରଧର ଜାନିଙ୍କ ସଭାପତିତ୍ୱରେ ଜିଲା ଉପସଭାପତି ଶରତ ଚନ୍ଦ୍ର
Read More...

ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ନାରୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ବିଶ୍ୱ ସ୍ତନ୍ୟପାନ ଦିବସ ଗୋପାଳଜୀ ମନ୍ଦିର ଠାରେ ସଭାପତି ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ପ୍ରଥମରେ ଆଦ୍ୟାଶକ୍ତି ସ୍ୱରୂପିଣୀ ମାଁ ଦୁର୍ଗାଙ୍କର ପୂଜା
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ବିଦ୍ୟୁତ ବିଭାଗ ଦ୍ୱାରା ଅଘୋଷିତ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ଅସନ୍ତୋଷ ହେଉଛନ୍ତି । ତେଣୁ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ
Read More...

ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ

ଜୟପାଟଣା, (ଶେଷଦେବ ବେହେରା ) : ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ତମ ଜୟନ୍ତୀ ସମାରୋହ, ଜୟପାଟଣା ସାହିତ୍ୟ ସଂସଦ ତରଫରୁ, ସ୍ଥାନୀୟ କଲ୍ୟାଣୀ ମଣ୍ଡପ ଠାରେ ଏକ ଭବ୍ୟ ସମାବେଶ ମଧ୍ୟରେ ପାଳିତ ହୋଇଯାଇଛି । ସାହିତ୍ୟ ସଂସଦର ସଭାପତି ତୀର୍ଥରାଜ ଦଳପତିଙ୍କ ଆବାହକତ୍ୱରେ ବହୁ ସାହିତ୍ୟକ, କବି,
Read More...