Daily Archives

ପ୍ରଧାନମନ୍ତ୍ରୀଙ୍କ ‘‘ମନ୍ କି ବାତ୍” ରୁ ୩୪.୧୩ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆୟ

ୟୁଟ୍ୟୁବ୍ ଏବଂ ଓଟିଟି ସମେତ ଡିଜିଟାଲ ପ୍ଲାଟଫର୍ମରେ 'ମନ୍ କି ବାତ୍ "ପାଇଁ ଦର୍ଶକଙ୍କ ଯୋଗଦାନରେ ଉଲ୍ଲେଖନୀୟ ଅଭିବୃଦ୍ଧିପ୍ରଧାନମନ୍ତ୍ରୀ ମୋଦୀଙ୍କ ‘‘ମନ୍ କି ବାତ୍ " ଏକ ଜାତୀୟ ମଞ୍ଚ ସାଜିଛି, ଯେଉଁଥିରେ ତୃଣମୂଳ ସ୍ତରରେ ସଫଳତା ହାସଲ କରିଥିବା ବ୍ୟକ୍ତି ଏବଂ ରାଷ୍ଟ୍ର ନିର୍ମାଣରେ
Read More...

ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବ – ଧର୍ମେନ୍ଦ୍ର ପ୍ରଧାନ

୪୨୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ‘ବୈଷୟିକ ଶିକ୍ଷାରେ ବହୁବିଧ ଶିକ୍ଷା ଏବଂ ଗବେଷଣା ଉନ୍ନତି’ (ମେରିଟ୍) ଯୋଜନା କାର୍ୟ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ସ୍ୱାଗତଯୋଗ୍ୟପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ରାକ୍ଷୀ ପୂର୍ଣ୍ଣିମାର
Read More...

ଝରିଆଲରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣୀପୁର ଝରିଆଲ ସ୍ଥିତ ଝରିଆଲ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିରଙ୍କ ଆହ୍ୱାନ କ୍ରମେ ସଂଗଠନର ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ
Read More...

ଆଇସିଏମଆର୍-ଆରଏମଆରସି ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ସାଇନ ୨୦୨୫’

ନୂଆଦିଲ୍ଲୀ, (ପିଆଇବି) : ଆଇସିଏମଆର-ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆରଏମଆରସି), ଭୁବନେଶ୍ବର ପକ୍ଷରୁ ୮ ଅଗଷ୍ଟ ୨୦୨୫ରେ ଆଇସିଏମଆର-ସାଇନ ( ନୂଆ ପିଢିର ଗବେଷକଙ୍କ ପାଇଁ ବିଜ୍ଞାନ ଓ ସ୍ବାସ୍ଥ୍ୟ ଉଦ୍ଭାବନ) କାର୍ୟ୍ୟକ୍ରମ-୨୦୨୫ ଅନୁଷ୍ଠିତ ହୋଇଯାଇଛି । କିମ୍ବଦନ୍ତୀ ବୈଜ୍ଞାନିକ ପ୍ରଫେସର
Read More...

ମାତା ସୀତାଙ୍କ ଜନ୍ମସ୍ଥାନ ପୁନୌରା ଧାମ ମନ୍ଦିର ଏବଂ ଏହାର ପରିସରର ବିକାଶ କାର୍ୟ୍ୟର ଭୂମି ପୂଜନ କରିଛନ୍ତି କେନ୍ଦ୍ର…

ଶ୍ରୀ ଅମିତ ଶାହ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ସୀତାମଢୀ-ଦିଲ୍ଲୀ ଅମୃତ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେମାତା ଜାନକୀ ଜନ୍ମ ନେଇଥିବା ପୁନୌରା ଧାମ ମନ୍ଦିର ପରିସରର ସାମଗ୍ରିକ ବିକାଶ ପାଇଁ ୮୯୦ କୋଟି ଟଙ୍କା ବ୍ୟୟରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛିମା
Read More...

ପୂଜ୍ୟପୂଜା ସଂଗଠନରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଟିକ୍ରାପଡା ଶ୍ରୀରାମ ମନ୍ଦିରରେ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ
Read More...

ନରେନ୍ଦ୍ର କବାଟଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଂଚ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ନରେନ୍ଦ୍ର କବାଟଙ୍କ ବିୟୋଗରେ ସ୍ଥାନୀୟ ଜେ.ଏସ୍‌.ଏମ୍‌ କଲେଜ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କବାଟ ବାବୁଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସମୂହ କେବଳ ନିଯୁକ୍ତି ଯୋଗ୍ୟ ସ୍ନାତକ ନୁହେଁ, ବରଂ ନୀତିବାନ,ସାମାଜିକ ଦାୟିତ୍ଵବାନ ଏବଂ ବିଶ୍ଵସ୍ତରୀୟ ଦକ୍ଷ ନାଗରିକ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ମହାମାନ୍ୟ ରାଜ୍ୟପାଳ ଡ଼ଃ. ହରି ବାବୁ
Read More...

ବିପଦ ସଙ୍କୁଳ ଅବସ୍ଥାରେ ଜାମସେଠ ହାଇସ୍କୁଲ

ଫାଟକ ସମ୍ମୁଖରେ ଯାଇଛି ୩୩ କେଭି ମୁକୁଳା ତାର ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ହାଇସ୍କୁଲ ମୁଖ୍ୟ ଫାଟକ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ୩୩ କେଭି ମୁକୁଳା ତାର ଯାଇଛି ଓ ଖୁଣ୍ଟ ମଧ୍ୟ ପୋତା ଯାଇଛି । ଯାହାଫଳରେ ଛାତ୍ରଛାତ୍ରୀମାନେ ସେହି ବାଟରେ
Read More...

ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

●ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ●ପ୍ରଧାନମନ୍ତ୍ରୀ ବିବାଦର ଶୀନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କଲେ●ଉଭୟ ନେତା ଭାରତ - ରୁଷ ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର
Read More...