ଫାଇଲେରିଆ ନିରାକରଣ ଅଭିଯାନ : ସାମୁହିକ ଔଷଧ ସେବନ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସୁନ୍ଦରଗଡ ଜିଲ୍ଲାର ୧୬ ଗୋଟି ବ୍ଲକରେ ଲିମ୍ଫାଟିକ ଫାଇଲେରିଆସିସ୍ (ଏଲଏଫ) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଆୟୋଜିତ ହେବ । ସେ ସମ୍ପର୍କରେ ଆଜି ମୁଖ୍ୟ ଜିଲ୍ଲା!-->…
Read More...
Read More...