Daily Archives

ବଲାଙ୍ଗିର ଜିଲ୍ଲାରେ ରହେନଭାଟା ଏବଂ ମୁରିବାହଲ ମଧ୍ୟରେ ମାଲବାହୀ ଟ୍ରେନ୍ ୱାଗନ୍ ସଂଯୋଗ ଖୋଲିଲା

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ଦେଇ ଛତିଶଗଡ଼ ଯାଉଥିବା ଏକ ମାଲବାହୀ ଟ୍ରେନର ଦୁଇଟି ୱାଗନର ସଂଯୋଗ ରହେନଭାଟା ଏବଂ ମୁରିବାହଲ ମଧ୍ୟରେ ଖୋଲିଯାଇଥିଲା । ରେଳ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଘଟଣା ବିଷୟରେ ସୂଚନା
Read More...

ଇନ୍ଦ୍ରାବତୀ ଉଠା ଜଳ ସେଚନ କେନାଲରୁ ଯୁବକର ମୃତଦେହ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ସୁନମାଲ ପାବ୍‌ଲି ଗାଁ ସୀମାନ୍ତରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ବୁଟୁ ଯାନି (୪୦) ନିକଟ ପାବ୍‌ଲି ଗ୍ରାମକୁ ସୋମବାର ଦିନ
Read More...

ମୁରିବାହାଲ ବ୍ଲକ ଗାଁସାଥି ସଂଘ ପକ୍ଷରୁ ବିଡ଼ିଓଙ୍କୁ ୨ଦଫା ଦାବିପତ୍ର ପ୍ରଦାନ

ବ୍ଲକ ସମ୍ମୁଖରେ ଧାରଣା ଚେତାବନୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗାଁସାଥି(ମେଟ୍) ସଂଘ ପକ୍ଷରୁ ମଙ୍ଗଳବାର ବିଡ଼ିଓ ବାସନ୍ତୀ ସେଠୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସଂଘର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ସାହୁଙ୍କ ନେତୃତ୍ୱରେ ୨ ଦଫା ସମ୍ବଳିତ
Read More...

ମୁରିବାହାଲ ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ ପାଇଁ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଫରେଷ୍ଟ ବିଭାଗ ଡାକବଙ୍ଗଳାଠାରେ ମଙ୍ଗଳବାର ବ୍ଲକ କଂଗ୍ରେସ କମିଟିର ଉପସଭାପତି ବିଭୀଷଣ ମହାନନ୍ଦଙ୍କ ସଭାପତିତ୍ୱରେ ବ୍ଲକ କଂଗ୍ରେସ ସଭାପତି ଚୟନ ପାଇଁ ଏକ ସ୍ୱତନ୍ତ୍ର ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି
Read More...

ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ଟିକେଲାଲ ଭୋଇଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା(ବସ୍ତି)ର ଟିକେଲାଲ ଭୋଇ(୭୫)ବର୍ଷଙ୍କ ମଙ୍ଗଳବାର ଅପରାହ୍ନରେ ବଲାଙ୍ଗିରଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ମୁରିବାହାଲ ସାର୍ବଜନୀନ ଦୂର୍ଗାପୂଜା କମିଟିର ଜଣେ ପ୍ରତିଷ୍ଠାତା ସଦସ୍ୟ
Read More...

ଭରସା ପୋର୍ଟାଲ୍ ଖୋଲି ଚର୍ଚ୍ଚାରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବିଧାନ ସଭାର ୧୨୭- ଛତ୍ରପୁର ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଲୋକଙ୍କ ହାରି ଗୁହାରି ଶୁଣିବା ନିମନ୍ତେ "ଭରସା" ପୋର୍ଟାଲ୍ ଖୋଲି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପୋର୍ଟାଲ୍ ମାଧ୍ୟମ ଖୋଲି ଛତ୍ରପୁର
Read More...

ଆୟର୍ବେଦ କଲେଜ ଅଡିଟରିୟମ ନିର୍ମାଣରେ ମନ୍ଥରତା କ୍ଷେତ୍ର ପରିଦର୍ଶନ କରି କ୍ଷୋଭ ପ୍ରକାଶ କଲେ ନରସିଂହ

ସୁବର୍ଣ୍ଣ ଜୟନ୍ତୀ ପୂର୍ବରୁ ପ୍ରକଳ୍ପ ସମ୍ପୁନ୍ନତାକୁ ନେଇ ସନ୍ଦେହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଯାଇଥିଲେ । ଶ୍ରୀ ମିଶ୍ର
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରିଣୀ ବୈଠକ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ସମାପ୍ତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀ ସ୍ୱାଗତ ଭାଷଣ ଦେଲା ପରେ ସଭାପତି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ସଂପାଦକ କପିଳେଶ୍ୱରୀ
Read More...

ପତଞ୍ଜଳି ପରିବାର ଦ୍ୱାରା ବଲାଙ୍ଗିରରେ ବିଶ୍ୱ ଯୋଗ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜଗଦୀଶ ଯୋଗଲୟଠାରେ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଦିବସ
Read More...

ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କର : ବରଗଡ଼ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଦା, ହଳଦୀ ଓ ପାମ୍ ତେଲର ସହାୟତା ରାଶି ବୃଦ୍ଧି କରିବାକୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବି । ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂହ ଚୌହ୍ୱାନଙ୍କ ନିକଟରେ ଏଭଳି ଦାବି ଉପସ୍ଥାପନ କରିଛନ୍ତି ବରଗଡ଼ ସାଂସଦ । ଓଡ଼ିଶାରେ ମସଲା ବିକାଶ ଓ ପାମ୍ ତେଲ
Read More...