Daily Archives

ମୁରିବାହାଲ ବ୍ଲକସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ବ୍ଲକ ସଭାଗୃହରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ସଂଯୋଜନାରେ
Read More...

କଳା, ସଂସ୍କୃତି ଓ ଐତିହ୍ୟକୁ ସାହିତ୍ୟ ଆସର ରୁଦ୍ଧିମନ୍ତ କରିଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଗଙ୍ଗାଧର ମେହେର ସାହିତ୍ୟରେ ଜାତୀୟତା ବୋଧ ଶୀର୍ଷକ ଆଲୋଚନାଚକ୍ରର ପ୍ରଥମାର୍ଦ୍ଧ ରେ
Read More...

ଅନ୍ତିମ ସୋମବାରରେ ସମସ୍ତ ଶୈବ ପୀଠ ଚଳଚଞ୍ଚଳ

ଜୟପାଟଣା, (ଶେଷଦେବ ବେହେରା) : ଶ୍ରାବଣ ମାସର ଅନ୍ତିମ ସୋମବାରରେ ଅଞ୍ଚଳର ପ୍ରତ୍ୟେକ ଶୈବପୀଠ କାଉଡ଼ିଆ ଓ ଶ୍ରଦ୍ଧାଳୁମାନଙ୍କ ସମାଗମରେ ଚଳଚଞ୍ଚଳ ହୋଇଉଠିଛି । ଜୟପାଟଣା ବ୍ଲକର ପାହାଡ଼ ଶିଖରରେ ରହିଥିବା ଘୁମରେଶ୍ୱର୍, ମଙ୍ଗଳପୁର ସ୍ଥିତ କାଳେଶ୍ୱର, କସନାଡଙ୍ଗର ଉପରେ ଅବସ୍ଥିତ ଅଷ୍ଟଶମ୍ଭୁ
Read More...

ନୃସିଂହନାଥ ରାମଚଣ୍ଡୀ ମନ୍ଦିର ୫ଟି ନିର୍ମାଣ କାର୍ଯ୍ୟକୁ ପରିଦର୍ଶନ କଲେ : ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଠାରେ କୁଲତା ସମାଜର ଇଷ୍ଟଦେବୀ ମାଁ ରାମଚଣ୍ଡୀଙ୍କ ଦର୍ଶନ କରିବା ସହ ନବନିର୍ମିତ ହେଉଥିବା ମନ୍ଦିର ୫ଟି କାର୍ଯ୍ୟକୁ ଆଜି ସାଂସଦ ପ୍ରଦୀପ ପୁରୋହିତ ପରିଦର୍ଶନ କରିଥିଲେ ।
Read More...

ପ୍ରବନ୍ଧ ସଙ୍କଳନ ଅନ୍ଧ ପୁଟୁଳି ଅନାବରଣ

ଜୟପାଟଣା, (ଶେଷଦେବ ବେହେରା) : ବର୍ଷ ବର୍ଷ ଧରି ନିଜର ଶିକ୍ଷକତା ଜୀବନକାଳ ମଧ୍ୟରେ ବାସ୍ତବତାର ଖୋଜ ସହ ସାମାଜିକ ଜୀବନର ଅନେକ ପୃଷ୍ଠାକୁ ଯୋଡି ଅନ୍ଧ ପୁଟୁଳି ନାମକ ପ୍ରବନ୍ଧ ଗୁଛକୁ ଜନ୍ମ ଦେଇଥିବା ମୀନା କୁମାରୀ ମୁଣ୍ଡ ଏହି କୃତିର ଶୁଭ ଉନ୍ମୋଚନ ହୋଇଯାଇଛି । ଜୟପାଟଣା ସରସ୍ଵତୀ ଶିଶୁ
Read More...

ପବିତ୍ର ନୃସିଂହନାଥ ପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଶ୍ରାବଣ ମାସର ଶେଷ ସୋମବାର ଚତୁର୍ଥ ପାଳିରେ ବୋଲବମ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ଭକ୍ତମାନେ ନୃସିଂହନାଥ ସ୍ଥିତ ଶିବ ମନ୍ଦିରରେ ଶିବପୂଜା ସହ ଜଳ ଲାଗି ପାଇଁ ଲମ୍ବା
Read More...

ଭାରତର ନେତୃତ୍ୱରେ ଆରମ୍ଭ ହେବ ସାର୍କ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ

ପ୍ରକଳ୍ପରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ଓଡ଼ିଆ ବୈଜ୍ଞାନିକ ଭୁବନେଶ୍ୱର, (ପିଆଇବି) : ସାର୍କ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟ ଚାଷୀଙ୍କ ଜୀବିକାରେ ଉନ୍ନତି ଏବଂ ପୋଷଣ ସୁରକ୍ଷା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରୟାସ ଆରମ୍ଭ କରିବାକୁ ଯାଉଛି । ପ୍ରକଳ୍ପର ନାମ
Read More...

ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ : ଆଦିଯୋଗୀ ପ୍ରତିମୂର୍ତ୍ତି ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଦିନ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତି ଦୁଇଟାରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଦ୍ୱିପହର ଗୋଟାଏ ଯାଏଁ ମଧ୍ୟ ଦର୍ଶନ ପାଇଁ ଲାଇନ ଲାଗି ରହିଥିଲା । ତେବେ
Read More...

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁରୀ ଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ତରଫରୁ ସମ୍ବଲପୁରୀ ଦିନ ସ୍ଥାନୀୟ ସିଭିକ ସେଣ୍ଟରଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ପରିଷଦର ସଭାପତି ସ୍ୱରୁପ କୁମାର ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି
Read More...

ଅଗଷ୍ଟ ୨୭ରୁ ମୟୁରଭଞ୍ଜ ଜିଲ୍ଲାରେ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି

ଭୁବନେଶ୍ୱର : ଆଗାମୀ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭାରତୀୟ ବାୟୁସେନା ପକ୍ଷରୁ ଏକ ଅଗ୍ନିବୀର ବାୟୁ ନିଯୁକ୍ତି ରାଲି ମୟୁରଭଞ୍ଜ ଜିଲ୍ଲାରେ ଆୟୋଜିତ ହେବ । ଏ ସଂପର୍କରେ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏଥିରେ ୧୨ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା,
Read More...