Monthly Archives

July 2025

ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ପିଟି ପିଟି ହତ୍ୟା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୁମ୍ଭିକୋଟା ଗ୍ରାମ ପଞ୍ଚାୟତର ସଦର ମେନ୍‌ରୋଡରେ ପୂଜାରୀ ସାମା ଓ ତାଙ୍କ ୨ ସହୋଯୋଗୀ ମିଶି ପୋଡମରା ଗ୍ରାମର ସଞ୍ଜୟ କାନ୍ଧପାଣିକୁ କୌଣସି କଥାକୁ କେନ୍ଦ୍ର କରି କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରଯାଇଛି । କାଠ ଫାଳିଆରେ
Read More...

କଂଗ୍ରେସ ଦଳ ପକ୍ଷରୁ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ ଦାସଙ୍କ କଡ଼ା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭାଲେ ଗାଁ ପଞ୍ଚାୟତର ବାଗଡେର ଗ୍ରାମର ନୀଳ ରଣା ନିଜର ଏକ ମାସର ଶିଶୁ କନ୍ୟାକୁ କୋଡ଼ିଏ ହଜାର ଟଙ୍କାରେ ବିକ୍ରି ଘଟଣା ପ୍ରଚାରିତ ହେବା ପରେ ସୋମବାର ଅପରାହ୍ନରେ କଂଗ୍ରେସ ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପିସିସି ମିଡ଼ିଆ
Read More...

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି…

ନୂଆଦିଲ୍ଲୀ, (ପିଆଇବି) : ଭାରତ-ଯୁକ୍ତରାଜ୍ୟ (ୟୁକେ) ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ଭାରତୀୟ କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବା ସହିତ ଭାରତୀୟ କୃଷି କ୍ଷେତ୍ରର ଅଭିବୃଦ୍ଧି ଲାଗି ରଣନୈତିକ ସୁଯୋଗ ପ୍ରଦାନ କରିବ । ଭାରତ ପାଇଁ ଏହି ରାଜିନାମା ଏକ ଐତିହାସିକ
Read More...

ଜିଲ୍ଲାସ୍ତରୀୟ ହେପାଟାଇଟିସ ଦିବସ-୨୦୨୫ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହେପାଟାଇଟିସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲା
Read More...

ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଟିକରପଡା ସ୍ଥିତ ଏକଲବ୍ୟ ମଡେଲ ସ୍କୁଲ ପରିସରରେ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆମେ ମୟୂରଭଞ୍ଜିଆ ସଂଗଠନ ଓ ବାରିପଦା ବନଖଣ୍ଡ ମିଳିତ ସହଯୋଗରେ ଅନୁଷ୍ଠିତ ଏହି
Read More...

ଗୋପାଳପୁର ଗଣଦୁଷ୍କର୍ମ ମାମଲା : ୫୭୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ୍

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାଗର ବେଳାଭୂମି ସହର ଗୋପାଳପୁରରେ ଘଟିଥିବା ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୫୭୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ୍ । ସୋମବାର କ୍ରାଇମବ୍ରାଞ୍ଚ ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ୍‌ ଦାଖଲ
Read More...

ଖଲ୍ଲିକୋଟର ଭିନ୍ନକ୍ଷମ ବଳରାମ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରେ ଦ୍ୱାରସ୍ଥ

ବ୍ରହ୍ମପୁର,(କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବକ ବଳରାମ ବେହେରା (୪୫) ଙ୍କର ଦୁଇଟି ଗୋଡ଼ ଜନ୍ମରୁ ନାହିଁ । ଡ଼ଃ ଏ.ପି.ଜେ. ଅବଦୁଲ କାଲାମ୍ ଚାରିଟେବୁଲ୍ ଟ୍ରଷ୍ଟ ଜନକଲ୍ୟାଣକାରୀ ସଂସ୍ଥାର ସଭାପତି ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ
Read More...

ବଲାଙ୍ଗିର ଜିଲ୍ଲା ପାଇଁ ଗର୍ବ ଆଣିଲେ ବ୍ୟାଡମିଣ୍ଟନ ଖେଳାଳୀ ଅର୍ଣ୍ଣବ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୋର୍ଦ୍ଧାଠାରେ ଚାଲିଥିବା YONEX OSBA ALL ODISHA ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ବାଳକ ଅଣ୍ଡର-୦୯ ସିଙ୍ଗଲ ଗ୍ରୁପରେ ବଲାଙ୍ଗିର ପୁଅ ଅର୍ଣ୍ଣବ ସାହୁ ବିଜୟୀ ହୋଇଛନ୍ତି । ଓଡିଶାର ସମସ୍ତ ଜିଲ୍ଲାର ଖେଳାଳୀଙ୍କୁ ପରାସ୍ତ କରି ସେ ଏହି କୀର୍ତ୍ତି ହାସଲ
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଶନିବାର ଦିନ ଏନ ଜି ଏନ ଆର ଜି ଏସ ବ୍ଲକ ସ୍ତରୀୟ ସାମାଜିକ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏ ବି ଡ଼ି ଓ ଭାବାନି ଶଙ୍କର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଉପଜିଲ୍ଲାପାଳ ଶିବାଶିଷ ବରାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା
Read More...

‘ରଚନା’ର ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଆ କାବ୍ୟ ପରମ୍ପରାର ସ୍ଥିତି, ଗତି ଓ ପ୍ରକୃତି ଅତ୍ୟନ୍ତ ସୁଦୃଢ ଓ ଶକ୍ତିଶାଳୀ । ଆମ କାବ୍ୟକବିତାର ବିଷୟବସ୍ତୁ ଓ ଏଥିରେ ସନ୍ନିବେଶିତ ବିଭିନ୍ନ କାବ୍ୟରସ ସମାଜର ବିଭିନ୍ନ ବର୍ଗର ମାନସିକତା ଅନୁଯାୟୀ ଉପଯୋଗୀ ଓ ହୃଦୟଗ୍ରାହୀ ହୋଇପାରିଛି । କେବେ ଏହାର
Read More...