Monthly Archives

July 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ର ପଞ୍ଚମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର, (ପିଆଇବି) : ଶିକ୍ଷାକୁ କେବଳ ବହି କି ବିଦ୍ୟାଳୟରେ ସୀମିତ ନ ରଖି ବ୍ୟାପକ ଓ ବିସ୍ତୃତ କରିବା ପାଇଁ ‘ଜାତୀୟ ଶିକ୍ଷାନୀତି ୨୦୨୦’ରେ ଯେଉଁ ସବୁ ବ୍ୟବସ୍ଥା କରାଯାଇଛି । ତାହା ଶିକ୍ଷା କ୍ଷେତ୍ରରେ ଭାରତ ବର୍ଷକୁ ସମୃଦ୍ଧ ଓ ବିକଶିତ କରିବା ସହ ଅଗ୍ରସର କରାଇନେବ ବୋଲି ଆଜି ଆଞ୍ଚଳିକ
Read More...

ଅଗଷ୍ଟ ୩୧ରେ ବକଟି ଗ୍ରାମରେ ପରବାସୀ କୁଟୁମର ନୂଆଁଖାଇ ଭେଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁ ମାଟିରୁ ବାହାରେ ରହି ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଦିଗରେ ସମର୍ପିତ ହୋଇ କାମକରୁଥିବା ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପରବାସୀ କୁଟୁମ ଚଳିତ ବର୍ଷ ଆଗାମୀ ଅଗଷ୍ଟ ୩୧ତାରିଖ ବଲାଙ୍ଗିର ଜିଲ୍ଲା ସାଲେଭଟା ନିକଟସ୍ଥ ବକଟି
Read More...

ବାଲିଗୁଡାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସହକାରୀ କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ପ୍ରକଳ୍ପ ନିର୍ଦ୍ଦେଶକ ନରେନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ
Read More...

ଲଗାଣ ବର୍ଷାରେ ଭୁଶୁଡ଼ିଲା ଶ୍ରେଣୀ ଗୃହ : ବିପଦ ସଂକୁଳ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ଦେଶର ଭବିଷ୍ୟତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଲଗାଣ ବର୍ଷାରେ ଭୁଶୁଡ଼ିଲା ସ୍କୁଲ୍ ଶ୍ରେଣୀ ଗୃହ । ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କଲେନି ବିଭାଗୀୟ ଅଧିକାରୀ ଓ ପ୍ରଶାସନ ।
Read More...

ଗଜରାଜ ଆତଙ୍କ : ମୋତିପାଲିରେ ଘର ଭାଙ୍ଗିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବରତୁଣ୍ଡା ପଞ୍ଚାୟତ ମୋତିପାଲି ଗାଁର ଜଣେ ବ୍ୟକ୍ତିର ଘରକୁ ହାତୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଗନ୍ଧମାର୍ଦ୍ଦନ ପର୍ବତକୁ ଲାଗି ରହିଥିବା ମୋତିପାଲିକୁ ଜଙ୍ଗଳରୁ ଭୋର ୩ଟାରେ ଏକ ବଣୁଆ ହାତୀ ଗାଁକୁ ପ୍ରବେଶ କରିଥିଲା
Read More...

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟରେ ବନମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କଲେଜର ଅଧ୍ୟକ୍ଷା
Read More...

ବନ୍ଦ ହେଲାଣି ୨୨ଟି ପ୍ରାଥମିକ ବିଦ୍ୟାଳୟ : ପୁରୁଣା ନିଷ୍ପତ୍ତିର ପରିବର୍ତ୍ତନ କେବେ

ଜୟପାଟଣା, (ଶେଷଦେବ ବେହେରା) : ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ପ୍ରାଥମିକ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ ଥିବାବେଳେ କିଛି ଚଞ୍ଚକତା ଓ କିଛି ଆଳ ଦେଖାଇ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦେବା ଭଳି ସରକାରଙ୍କ କଠୋର ନିଷ୍ପତ୍ତି ସରକାରଙ୍କ ଆଭିମୁଖ୍ୟକୁ ନେଇ ଏବେ ଆଙ୍ଗୁଳି ନିର୍ଦ୍ଦେଶ
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ସ୍ୱାସ୍ଥ୍ୟ ପରୀକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶିଶୁ ବାଟିକା ବିଭାଗର ଶିଶୁମାନଙ୍କର ଆଜି ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଛି । ଏହି ଅବସରରେ ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡ଼ଃ ସମୀର ମେହେର ଯୋଗଦେଇ ୨୪୫ ଜଣ ଶିଶୁମାନଙ୍କର ସ୍ୱାସ୍ଥ୍ୟ
Read More...

ବଲାଙ୍ଗିର କରାଟେ ସ୍କୁଲର ସଫଳତା : ସର୍ବମୋଟ ୨୬ ଗୋଟି ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମଠାରେ ୯ତମ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତା ହାଂସି ପ୍ରେମଜିତ ସେନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା । ଏହି ପ୍ରତିଯୋଗିତାରେ ଭାରତ ଦେଶ ସହିତ ଅନ୍ୟ ୮ଟି ଦେଶରୁ ୭୦୦୦ରୁ ଅଧିକ କରାଟେ ଖେଳାଳି ଅଂଶ ଗ୍ରହଣ
Read More...

ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ନାଗ ପଂଚମୀ ପୂଜା : ଅନ୍ଧବିଶ୍ୱାସ ଠାରୁ ଦୂର ରହନ୍ତୁ ଚିକିତ୍ସାଳୟ ଯାଇ ଚିକିତ୍ସା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ନାଗ ପଂଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲୋକନାଥ ମନ୍ଦିର ମାଁ ମାନସା ଦେବୀ ମନ୍ଦିରରେ ଶ୍ରାବଣ ମାସର ତୃତୀୟ ପାଳିରେ ନାଗ ପଂଚମୀ ପୂଜା ପାଇଁ ମନ୍ଦିରରେ ଭକ୍ତଙ୍କର ସୁଅ ଛୁଟିଥିଲା । ସବୁ ବର୍ଷ ଭଳି ଏ
Read More...