ଜାତୀୟ ଆଲୋଚନାଚକ୍ର ଓ ପ୍ରତିଭା ସମ୍ମାନ ସମାରୋହ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଅଫ୍ ଇଣ୍ଡିଆର ଜାତୀୟ ଆଲୋଚନାଚକ୍ର ଓ ସାରସ୍ଵତ ସମାରୋହ ପୁରୀ ସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵରେ!-->…
Read More...
Read More...