Monthly Archives

July 2025

ଗର୍ଭବତୀଙ୍କ ମୃତ୍ୟୁ ଘଟଣା : ତଦନ୍ତ ଆରମ୍ଭ କଲେ ଦାରିଙ୍ଗବାଡି ସିଡିପିଓ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଗର୍ଭବତୀ ବନିଆ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ
Read More...

ବଇରାସର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବଇରାସର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରଞ୍ଜିତ ମିଶ୍ରଙ୍କ ତତ୍ତ୍ୱାବଧାନରେ ଦଶ ଟି ବିଦ୍ୟାଳୟର, ମୌଳିକ ସଂଖ୍ୟା ଜ୍ଞାନ ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଯୋଗଦେଇଥିଲେ ।
Read More...

କନ୍ଧମାଳ ଜିଲ୍ଲାରୁ ଆସିଲା ଏକ ଲଜ୍ଜା କର ଖବର : ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ…

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ତୁମୁଡିବନ୍ଧ ବ୍ଲକ ରାଙ୍ଗାପାରୁ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ ହୋଇ ମେଡିକାଲକୁ ଆସିଛି । ଏଥିରେ ମଙ୍ଗଳ ବିଭାଗର କାର୍ଯ୍ୟକାରିତାକୁ ନେଇ
Read More...

ଆଇଆଇଟି ପାଲକ୍କଡର ୭ମ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଏକବିଂଶ ଶତାବ୍ଦୀରେ ଭାରତର ଅଭିବୃଦ୍ଧି କାହାଣୀ ଲେଖିବ ଆଇଆଇଟି ପାଲକ୍କଡ - ଧର୍ମେନ୍ଦ୍ର ପ୍ରଧାନ• ଡିଗ୍ରୀ ଏବଂ ପଦକ ପାଇଥିବା ସ୍ନାତକଧାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଲେ• ଆଇଆଇଟି ଛାତ୍ରଛାତ୍ରୀମାନେ ବୁଦ୍ଧିଜୀବୀ, ଅନେକ ଗୁଣର ଅଧିକାରୀ• ଗବେଷଣା, ନବସୃଜନ ଏବଂ ଉଦ୍ୟମିତା
Read More...

ଜୁଲାଇ ୨୧-୨୨ ରେ ଭୁବନେଶ୍ୱରରେ ଶିବିର ଆୟୋଜନ କରିବେ ଜାତୀୟ ମାନବାଧିକାର କମିଶନ

ରାଜ୍ୟରେ ହୋଇଥିବା ମାନବାଧିକାର ଉଲ୍ଲଂଘନ ସଂପର୍କିତ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି କରାଯିବରାଜ୍ୟ ଅଧିକାରୀ ଏବଂ ଅଭିଯୋଗକାରୀମାନେ ଶୁଣାଣିରେ ଅଂଶଗ୍ରହଣ କରିବେ ନୂଆଦିଲ୍ଲୀ, (ପିଆଇବି) : ମାନବାଧିକାର ଉଲ୍ଲଂଘନ ଅଭିଯୋଗ ମାମଲାର ଶୁଣାଣି ପାଇଁ ଭାରତର ଜାତୀୟ ମାନବାଧିକାର କମିଶନ
Read More...

ଉତ୍ତରାଖଣ୍ଡ ନିବେଶ ଉତ୍ସବ-୨୦୨୫ କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

୧ ଲକ୍ଷ କୋଟି ଟଙ୍କାର ନିବେଶ ଏବଂ ୧୨୭୧ କୋଟି ଟଙ୍କାର ରାଜ୍ୟ ଯୋଜନାର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନମୋଦିଜୀ ଛୋଟ ଏବଂ ପୂର୍ବାଞ୍ଚଳ ରାଜ୍ୟର ବିକାଶ କରି ସମଗ୍ର ଦେଶର ବିକାଶ କରୁଛନ୍ତି୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସମଗ୍ର
Read More...

ଅଚାନକ ବଜ୍ରାଘାତ ନେଲା ଏଗାରଟି ଗୃହ ପାଳିତ ପ୍ରାଣୀର ଜୀବନ : ଅଳ୍ପକେ ବର୍ତ୍ତିଲେ ଛେଳି ଚରାଳି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଞ୍ଚାୟତ ସାଉଟିକିଆ ଗ୍ରାମର କୁମ୍ଭାର ସାହି ତେନ୍ତୁଳି ଗଛ ମୂଳେ ଏଗାରଟି ଗୃହ ପାଳିତ ପ୍ରାଣୀ ଆଶ୍ରୟ ନେଉଥିବା ସମୟରେ ଶୁକ୍ରବାର ଅପରାହ୍ନରେ ଅଚାନକ ବଜ୍ରାଘାତ ହେବାରୁ ଏଗାରଟି ଗୃହ ପାଳିତ
Read More...

ସ୍ୱାଗତ ସମ୍ବର୍ଦ୍ଧନା ଓ ବନ ମହୋତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ କରି ଯୋଗଦେଇଥିବା ଅଧ୍ୟାପକ/ଅଧ୍ୟାପିକାଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ତଥା ବନିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ମନହୀରାଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ଦେଓଗାଁ
Read More...

ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ କ୍ଲଷ୍ଟର ଶିକ୍ଷକ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି ନିରଞ୍ଜନ ମହାପାତ୍ର । ଅବସର କିଛି ବର୍ଷ ପୂର୍ବରୁ ଶିକ୍ଷକ ମହାପାତ୍ର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ସଂଯୋଜନା କରି ଆସୁଥିଲେ । ଏହି ଅବସରରେ ଏକ କ୍ଲଷ୍ଟର ସ୍ତରୀୟ ବିଦାୟ କାଳୀନ
Read More...

କାଇସକନ୍ଦାରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ
Read More...