Monthly Archives

July 2025

ଜିଲ୍ଲସ୍ତରୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ସ୍ଥିତ ସାଇ ବିଦ୍ୟାମନ୍ଦିର ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଘନଶ୍ୟାମ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ସ୍ୱାମୀର ପରକିଆ ପ୍ରିତି ପାଇଁ ସ୍ତ୍ରୀର ଆତ୍ମହତ୍ୟା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ୱାମୀ ଆଉ ପ୍ରେମିକା ମିଶି ଦେଉଥିଲେ ନିର୍ଯ୍ୟାତନା, ନିର୍ଯ୍ୟାତନା ସହି ନ ପାରି ବାପା ଘରେ କଲେ ଆତ୍ମହତ୍ୟା । ସୁସାଇଡ ନୋଟରେ ସ୍ୱାମୀ ଆଉ ପ୍ରେମିକାଙ୍କ ନାଁ ଲେଖି ନ୍ୟାୟ ପାଇଁ କଲେ ନିବେଦନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା
Read More...

ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ

ଆଠଗଡ଼ : ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ । ହଜାର ହଜାର ଶ୍ରଦ୍ଧାଳୁ ଓ କାଉଡିଆମାନେ କଂକ୍ରିଟ ସେତୁ ଦେଇ ଆସି ବାବା ଧବଲେଶ୍ୱରଙ୍କ ଶ୍ରାବଣୀ ଲିଙ୍ଗରେ ଜଳ ଲାଗି କରିଛନ୍ତି । ବିଶ୍ଵାସ ରହିଛି ଧବଳେଶ୍ଵରଙ୍କ ମସ୍ତକରେ
Read More...

ପଦ୍ମପୁର ଲାୟନ୍ସ ଭବନରେ ଲାୟନ୍ସ କ୍ଲବର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ଲାୟନ୍ସ ଭବନରେ ପ୍ରୀତମ ମେହେରଙ୍କ ସଭାପତିତ୍ୱରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଦ୍ୱାଦଶ ପ୍ରଧାନ ସଂଯୋଜନା କରିଥିବା ବେଳେ ବିନୋଦ ବିହାରି ମିଶ୍ର ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରଦୀପ
Read More...

ପାଇକମାଲ ଅଞ୍ଚଳରେ ଚର୍ଚ୍ଚାରେ ସ୍ନେକ୍ ମ୍ୟାନ ଚିମନଲାଲ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣତଃ ବର୍ଷାଋତୁ ଆସିଲେ ପରିବେଶରେ ବିଷାକ୍ତ ସାପ ଗୁଡ଼ିକ ବାହାରି ଥାଆନ୍ତି । ପ୍ରାୟତଃ ବିଷାକ୍ତ ସାପ ଗୁଡ଼ିକ ଘର ଦ୍ୱାରକୁ ପଶିଯାଇ ଅସାବଧାନତଃ ରହିଲେ ସାପ ଗୁଡ଼ିକ କାମୁଡ଼ି ଦେଉଥିବାରୁ ଲୋକଙ୍କ ଅକାରଣେ ମୃତବରଣ କରିଥାଆନ୍ତି । ସାପ ଗୁଡ଼ିକ
Read More...

୫୯ ନଂ.ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଫସିଛି ଟ୍ୟାଙ୍କର : ଯାତାୟାତ ଠପ୍‌

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଯାତାୟାତ ଠପ ହୋଇଯାଇଛି । ଉକ୍ତ ଘାଟି ରାସ୍ତାର ଏକ ବୁଲାଣିରେ ଟ୍ୟାଙ୍କର ଫସିଯିବା କାରଣରୁ ଏଭଳି
Read More...

ଓ.କେ.ସି.ଏଲ.ର ଗଞ୍ଜାମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବେଗୁନିଆପଡାଠାରେ ଥିବା ଓଡିଶା କ୍ୟାରିୟର ଏକାଡେମୀର ନୂତନ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ଓ ପୁରାତନ ଛାତ୍ରଛାତ୍ରୀମାନଙ୍କ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ନାରାୟଣ ବେହେରାଙ୍କ
Read More...

ଛାତ୍ର କଂଗ୍ରେସ ରାଜ୍ୟ ସଧାରଣ ସମ୍ପାଦକ ହେଲେ ମହେଶ କୁମାର ଗୌଡ଼

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଧାରଣ ସମ୍ପାଦକ ରୂପେ ଛାତ୍ର ନେତା ମହେଶ କୁମାର ଗୌଡ଼ଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଛି । ଛାତ୍ର ରାଜନୀତିରୁ ଜଣେ ସୁ ସଂଗଠକ ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଛାତ୍ର ଓ ଯୁବକମାନଙ୍କୁ ସଂଗଠିତ କରି ଦଳକୁ
Read More...

ଭାରତର ୟୁପିଆଇ ପ୍ରଗତି ପ୍ରତି ମାସରେ ୧୮ ବିଲିୟନରୁ ଊର୍ଦ୍ଧ୍ୱ କାରବାର
ଦ୍ରୁତ ପଇଠ ବ୍ୟବସ୍ଥାରେ ବୈଶ୍ୱିକ ନେତୃତ୍ୱ

ଜୁନ ୨୦୨୫ ସୁଦ୍ଧା ୧୮.୩୯ ବିଲିୟନ କାରବାର ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର ୟୁପିଆଇରେ ପ୍ରତିଦିନ ୬୪୦ ମିଲିୟନରୁ ଊର୍ଦ୍ଧ୍ୱ କାରବାର ନୂଆଦିଲ୍ଲୀ, (ପିଆଇବି) : ଦ୍ରୁତ ଅର୍ଥ ପଇଠ କ୍ଷେତ୍ରରେ ଭାରତ ବୈଶ୍ୱିକ ନେତୃତ୍ୱ ନେଉଛି । ନିକଟରେ ଏକଥା କହିଛି
Read More...

ବାରାଣସୀରେ କାଶୀ ଘୋଷଣାନାମା ଗ୍ରହଣ ସହିତ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ ଉଦଯାପିତ

ଯୁବପିଢି ନେତୃତ୍ୱରେ ନିଶା ବିରୋଧୀ ଆନ୍ଦୋଳନ ଲାଗି ୫ ବର୍ଷର ରୋଡମ୍ୟାପ୍ ପ୍ରସ୍ତୁତ ନୂଆଦିଲ୍ଲୀ, (ପିଆଇବି) : କାଶୀ ଘୋଷଣାନାମା ଗ୍ରହଣ ସହ ବାରାଣାସୀର ରୁଦ୍ରାକ୍ଷ କନଭେନସନ ସେଣ୍ଟରଠାରେ ଆୟୋଜିତ ‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢି’ ବିଷୟବସ୍ତୁ ଉପରେ ଆୟୋଜିତ ଯୁବ ଆଧ୍ୟାତ୍ମିକ
Read More...