Monthly Archives

July 2025

ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡ଼କ୍ରସ ଓ ରେଡ଼ରିବନ କ୍ଲବ ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ତାଙ୍କ ସଭାପତିତ୍ଵ ଅଭିଭାଷଣରେ ବୃକ୍ଷରୋପଣର ଯଥାର୍ଥତା ବିଷୟରେ କହିଥିଲେ ।
Read More...

ନିଖୋଜ ଶ୍ରମିକଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶୋବନ୍ତ ନାୟକ(୫୦)ଙ୍କ ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି । ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ
Read More...

ରାସ୍ତା ନିର୍ମାଣ ପାଇଁ ପୌରାଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା : ମାଁ ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବଂଶଧାରା ଛାତ୍ର ନିବାସ ଠାରୁ ଏକାଡେମୀ ବ୍ଳକ -୧ ରାସ୍ତା ଶୋଚନୀୟ ହୋଇଥିବାବେଳେ ଏହି ରାସ୍ତାର ନିର୍ମାଣ ପାଇଁ ବଂଶଧାରା ଛାତ୍ରାବାସ ଓ ପୂର୍ବ ଛାତ୍ରାବାସ ଛାତ୍ରମାନେ ଦାବୀ କରିଛନ୍ତି । ବର୍ଷା ଦିନେ ଆଣ୍ଠୁଏ ପାଣି ଜମିବା ସହ
Read More...

ପଦ୍ମପୁରରେ ବୁଣାକାରମାନଙ୍କ ପାଇଁ ସ୍ଥାୟୀ କମ୍ପ୍ଲେକ୍ସ ହେଉ – ସାଂସଦ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ସମ୍ବଲପୁରୀ ବସ୍ତ୍ରାଳୟ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତକୁ ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ କରାଯିବା ନେଇ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ
Read More...

ଜନ୍ମଦିନରେ ରକ୍ତଦାନ ଶିବିର ଆୟୋଜିତ : ୪୦ ୟୁନିଟ ରକ୍ତ ସଂଗ୍ରହ

ବାରିପଦା, (ଦେବସ୍ମିତ ଚୌଧୁରୀ) : "ରକ୍ତଦାନ ମହାପୂଣ୍ୟ"କୁ ପାଥେୟ କରି ଆଜିର ଯୁବସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସିଛନ୍ତି । ତତ୍‌ ସହିତ ନିଜ ଜନ୍ମଦିନ ଅଥବା ନିଜ ପରିବାରର ସଦସ୍ୟଙ୍କ ଜନ୍ମଦିନରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରୁଛନ୍ତି । ଏହି
Read More...

ଦୀଘା ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ : ଭାସିଯାଇ ପର୍ଯ୍ୟଟକ ନିଖୋଜ

ଭୋଗରାଇ : ଦୀଘା ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ । ଗାଧୋଇବା ପାଇଁ ଯାଇଥିବା ବେଳେ ଭାସି ଯାଇଥିବା ସୂଚନା । ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜା ଖୋଜି ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, ସୋମବାର ଅପରାହ୍ନରେ ସମୁଦ୍ରର ଉଚ୍ଚ ଲହରୀ ଦେଖି ପର୍ଯ୍ୟଟକ ମାନେ ମଜା ନେଉଥିବା ବେଳେ
Read More...

ରାଜ୍ୟ ମନ୍ତ୍ରୀମଣ୍ଡଳରେ ହେବ କି ଅଦଳବଦଳ : ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର : ବଢିଲା ସସ୍‌ପେନ୍ସ । ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି । ମଙ୍ଗଳବାର ଦିନ ଦିଲ୍ଲୀ ଗସ୍ତରେ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସଭାପତି ଭାବେ ପୁନଃ ନିର୍ବାଚିତ ହେବା ପରେ ଏହା ତାଙ୍କର ୨ୟ ଥର ଲାଗି ଦିଲ୍ଲୀ ଗସ୍ତ । ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କ ସହ
Read More...

ରାଜ୍ୟସଭା ପ୍ରସଙ୍ଗକୁ ଏଡ଼ାଇ ଦେଲେ ଦିଲ୍ଲୀପ ରାୟ : କହିଲେ ବିକାଶ କାମ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା

ଭୁବନେଶ୍ୱର : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲ୍ଲୀପ ରାୟ । ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନକୁ ଯାଇଁ ଭେଟିଛନ୍ତି ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ । ବିଭିନ୍ନ ପ୍ରସଙ୍ଗ ନେଇ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ମନ୍ତ୍ରୀଙ୍କ ସହ
Read More...

ପୁରୀରେ ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ : ଧରାପଡିଲେ ୨ ଯୁବକ

ପୁରୀ : ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରିବା ପରେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଥାନା ଅନ୍ତର୍ଗତ ସମଙ୍ଗ ପାର୍କିଂ ନିକଟରେ ଏଭଳି ଘଟଣା ଘଟିଛି । ସୋମବାର ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ ଦୁଇ ଜଣ ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ
Read More...

ରାତି ଅଧରେ ଗାଡି ଭାଙ୍ଗିଲେ ଦୁର୍ବୃତ୍ତ : ଥାନାରେ ଅଭିଯୋଗ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦା ଅଶୋକ ପଲାଇଙ୍କ ସ୍ୱିଟି ଡିଯାର (ନମ୍ବର: ଓଡ଼ି ୩୩ଜେ ୪୬୪୯)ର ପଛପଟ ଗ୍ଲାସକୁ ଅଜଣା ଦୁର୍ବୃତ୍ତମାନେ ମଧ୍ୟରାତିରେ ପଥର ଫୋପାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ
Read More...