Monthly Archives

July 2025

ଜୁଲାଇ ୨୪ରେ ‘ଜାତୀୟ ସମବାୟ ନୀତି ୨୦୨୫’କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂତନ ସମବାୟ ନୀତି ଆଗାମୀ ଦୁଇ ଦଶନ୍ଧି ପାଇଁ ଭାରତର ସମବାୟ ଆନ୍ଦୋଳନରେ ଏକ ମାଇଲଖୁଣ୍ଟ ହେବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂତନ ସମବାୟ ନୀତି ୨୦୨୫ ର ଲକ୍ଷ୍ୟ ହେଉଛି ସମବାୟ କ୍ଷେତ୍ରକୁ ପୁନର୍ଜୀବିତ କରିବା ଏବଂ ଆଧୁନିକୀକରଣ କରିବା ସହିତ ତୃଣମୂଳ ସ୍ତରରେ ଏକ ରୋଡମ୍ୟାପ୍
Read More...

ବିଡ଼ି, ସିନେ ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର, (ପିଆଇବି) : ବିଡ଼ି, ସିନେମା, ଖଣି (କୋଇଲାକୁ ଛାଡ଼ି) ଶ୍ରମିକମାନଙ୍କ ପିଲାଙ୍କର ପାଠପଢ଼ା ନିମନ୍ତେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି । ଏହି ଛାତ୍ରବୃତ୍ତି
Read More...

ବଙ୍ଗୋମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି : ତଦନ୍ତ ଦାବି ନେଇ ବଙ୍ଗୋମୁଣ୍ଡା ବ୍ଲକ ଅଫିସ ଘେରିଲା କଂଗ୍ରେସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଦାଦନ ଗଡ଼ ଭାବେ ବେଶ ପରିଚିତ । ବଙ୍ଗୋମୁଣ୍ଡା ବ୍ଲକର ଏକାଧିକ ପଞ୍ଚାୟତରେ ମନରେଗା ଦୁର୍ନିତି ହୋଇଛି । ଦୁର୍ନୀତିରେ ପଞ୍ଚାୟତ ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ମଧ୍ୟ ସାମିଲ ଅଛନ୍ତି ।
Read More...

କଣ୍ଟାବାଞ୍ଜି ମହାବିଦ୍ୟାଳୟରେ ଦୀକ୍ଷାନ୍ତ ଉତ୍ସବ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ଭୋକେସନାଲ ମହାବିଦ୍ୟାଳୟରେ ନୂତନ ଭାବେ ନାମ ଲେଖାଇଥିବା ଉଭୟ ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀମାନଙ୍କ ଦୀକ୍ଷାନ୍ତ ଉତ୍ସବ ପାଳନ କରାଯାଇଥିଲା । ଏହି ଏହି ଉତ୍ସବଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଦ୍ମଲୋଚନ ବର୍ମାଙ୍କ
Read More...

ସ୍ୱଚ୍ଛ ସହର ଭାବେ ଆସ୍କା ଓ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନଗର ଉନ୍ନୟନ ଓ ସହରାଞ୍ଚଳ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ ସ୍ୱଚ୍ଛ ସର୍ବେକ୍ଷଣ -୨୦୨୪ ଉତ୍କର୍ଷ ପ୍ରଦର୍ଶନ କରିଥିବା ରାଷ୍ଟ୍ରପତି ପୁରସ୍କୃତ ସ୍ଥାନୀୟ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Read More...

ମାଗଣା ହୋମିୟ ଚିକିତ୍ସା ଓ ଦନ୍ତ ଚିକିତ୍ସା ଶିବିର ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ସୌଜନ୍ୟରେ ଗତ ରବିବାର ସ୍ଥାନୀୟ ରାଜପୁର ଗ୍ରାମରେ ଏକ ଦିନିକିଆ ମାଗଣା ହୋମିୟ ଚିକିତ୍ସା ଓ ଦନ୍ତ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ରହ୍ମପୁରସ୍ଥ ବିଜୁ ପଟ୍ଟନାୟକ ଭେଷଜ ମହାବିଦ୍ୟାଳୟ ତଥା
Read More...

୩୪ତମ ପତ୍ରପତ୍ରିକା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ କଲଚରାଲ ଏକାଡେମୀ ତରଫରୁ କର୍ମବୀର ଗୌରୀଶଙ୍କର ଜୟନ୍ତୀ ଉପଲକ୍ଷେ ୩୪ତମ ପତ୍ରପତ୍ରିକା ଦିବସ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ରଜନୀକାନ୍ତ ଦାସଙ୍କ ସ୍ମୃତି ଦିବସ ପାଳନ କରାଯାଇଥିଲା । ଏକାଡେମୀର ସଭାପତି
Read More...

ଫାଇଲେରିଆ ନିରାକରଣ ଅଭିଯାନ : ସାମୁହିକ ଔଷଧ ସେବନର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ଆସନ୍ତା ଅଗଷ୍ଟ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସାମୁହିକ ଓଷଧ ସେବନ କର୍ଯ୍ୟକ୍ରମ ନିମନ୍ତେ ଆଜି ସ୍ଥାନୀୟ ସଦଭାବନା ଭବନଠାରେ ଜିଲ୍ଲାପାଳ ମନୋଜ ମହାଜନଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ
Read More...

ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟିର ୧୫ତମ ଅଧିଷ୍ଠାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା, ରାଉରକେଲା ଷ୍ଟିଲ ସିଟିର ୧୫ତମ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ରୋଟାରିଆନ ପୁତୁଲ ରାହୁଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ
Read More...

ବର୍ଷା କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରାବଣୀରେ ଶ୍ରାବଣୀ ଶୀର୍ଷକ କବିତା ଆସର କୋଏଲ ନଗର ସ୍ଥିତ ଶ୍ରୀରାମ ଲାଇଫ ଇନ୍ସ୍ୟୁରାନ୍ସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ଆଡଭାଇଜର ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ଵ ଓ କବି ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ
Read More...