Monthly Archives

July 2025

ବେକରେ ଗାମୁଛା ଲଗାଇ ଝୁଲି ପଡିଲେ ଜଣେ ଯୁବକ : କାରଣ ଅସ୍ପଷ୍ଟ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଭାଲୁଡୁଙ୍ଗରୀ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଘଟଣାରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତକ ଜଣକ ହେଲେ ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗରି ଗ୍ରାମର ସଦାଶିବ ସ୍ୱାଇଁ (୩୭) ।
Read More...

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଆଇ.ସି.ସି ଏବଂ ଏଲ୍‌.ସି.ସି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଆଇ.ସି.ସି ଏବଂ ଏଲ୍‌.ସି.ସିର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବନା ସଭାଗୃହଠାରେ କର୍ମ କ୍ଷେତ୍ରରେ ମହିଳା ମାନଙ୍କର ଯୌନ ନିର୍ଯ୍ୟାତନା(ନିଷେଧ, ନିବାରଣ ଏବଂ ପ୍ରତିକାର) ଆଇନ-୨୦୧୩ ଅନ୍ତର୍ଗତ ଜିଲ୍ଲା
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷ କୂଟନୀତି ଭାରତକୁ ଦେଉଛି ଭରପୂର ଲାଭ

ପରିବର୍ତ୍ତିତ ଘଟଣାକ୍ରମରେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହ ସମ୍ପର୍କକୁ ସୁଦୃଢ଼ ରଖିପାରିଛି ଭାରତ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର କୂଟନୀତି ସବୁବେଳେ ରାଷ୍ଟ୍ର ପ୍ରଥମ ନୀତି ଉପରେ ଗୁରୁତ୍ୱ ଦେଇ ଆସିଛି । ଉଭୟ ଅନ୍ତର୍ଜାତୀୟ ମଞ୍ଚ ଏବଂ
Read More...

ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ – ପ୍ରକ୍ରିୟା ଆରମ୍ଭ କଲେ ଇସିଆଇ

ନୂଆଦିଲ୍ଲୀ, (ପିଆଇବି) : ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୨ ଜୁଲାଇ, ୨୦୨୫ରେ ଏହାର ଗେଜେଟ୍ ବିଜ୍ଞପ୍ତି S.O.3354(E)ରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଜାରି କରାଯାଇଛିଫ ଧାରା ୩୨୪ ଅନୁଯାୟୀ, ଭାରତର ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ପରିଚାଳନା କରିବା
Read More...

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦ୍‌ଯାପିତ

ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ ଭୁବନେଶ୍ୱର, (ପିଆଇବି) : ଓଡିଆ, ବଙ୍ଗଳା, ଅହମିଆ, ସାନ୍ତାଳୀ, ବୋଡୋ, ମଣିପୁରୀ, ନେପାଳୀ, ମୈଥିଳି ଆଦି ପୂର୍ବାଞ୍ଚଳୀୟ ଭାଷାରେ ସୃଷ୍ଟି ହୋଇଛି ଅଗଣିତ କାଳଜୟୀ ସାରସ୍ବତ କୃତି । ଗଦ୍ୟ, ପଦ୍ୟ, ନାଟକ ତଥା ସମାଲୋଚନା କ୍ଷେତ୍ରରେ
Read More...

ଆଇଆଇଟି ଭୁବନେଶ୍ୱରର ଗବେଷକଙ୍କ ଅଧ୍ୟୟନ ଦ୍ୱାରା ଉତ୍ତର ଭାରତୀୟ ସହରଗୁଡ଼ିକରେ ଆଶ୍ଚର୍ଯ୍ୟଜନକ ‘ସ୍ୱଚ୍ଛ ବାୟୁ…

ଭୁବନେଶ୍ୱର, (ପିଆଇବି) : ସାରା ବିଶ୍ୱରେ ସରକାରଗୁଡ଼ିକ ସହରୀ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପ୍ରୟାସକୁ ତୀବ୍ର କରୁଛନ୍ତି - ଏହା ଏକ ବଢ଼ୁଥିବା ସଙ୍କଟ ଯାହା ଗମ୍ଭୀର ସ୍ୱାସ୍ଥ୍ୟଜନିତ ବିପଦ ସହିତ ଜଡିତ । ଭାରତରେ, ଜାତୀୟ ସ୍ୱଚ୍ଛ ବାୟୁ କାର୍ୟ୍ୟକ୍ରମ (ଏନ୍‌ସିଏପି) ଏକ ଗୁରୁତ୍ୱପୂର୍ଣ୍ଣ
Read More...

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ଭାରତ ଏବଂ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା ୨୨ ଜୁଲାଇ ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ ନେପାଳ ପ୍ରତିନିଧି ଦଳର ନେତୃତ୍ୱ
Read More...

ପ୍ରାମାଣିକ ସମାଚାରର ମାଗଣା ଉପଲବ୍ଧତା ପାଇଁ ପିବି –ଶବ୍ଦ ପ୍ଲାଟଫର୍ମରେ ପଞ୍ଜିକରଣ କରିବାକୁ ସମ୍ବାଦପତ୍ର ଏବଂ ଟିଭି…

ନୂଆଦିଲ୍ଲୀ, (ପିଆଇବି) : ପ୍ରସାର ଭାରତୀ ସମଗ୍ର ଭାରତର ସମସ୍ତ ସମ୍ବାଦପତ୍ର, ପତ୍ରିକା ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ଏହାର ନ୍ୟୁଜୱାୟାର ପ୍ଲାଟଫର୍ମ, ପ୍ରସାର ଭାରତୀ ସେୟାରଡ୍ ଅଡିଓ ଭିଜୁଆଲ୍ସ ଫର୍ ବ୍ରଡକାଷ୍ଟ ଆଣ୍ଡ୍ ଡିସେମିନେସନ୍ (ପିବି-ଶବ୍ଦ)ରେ ପଞ୍ଜିକରଣ କରିବାକୁ ନିମନ୍ତ୍ରଣ କରିଛି,
Read More...

ବାରିପଦା ଠାରେ ୭୯ତମ ସ୍ୱାଧୀନତା ଦିବସ -୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ୭୯ତମ ସ୍ୱାଧୀନତା ଦିବସ -୨୦୨୫ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ
Read More...

ମୁଖ୍ୟମନ୍ତ୍ରୀଙ୍କୁ ସେଙ୍ଗେଲ’ର ଦାବିପତ୍ର : ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ଚିକିତ୍ସା ପାଇଁ ଦୁଇଲକ୍ଷ ଟଙ୍କା ଦିଆଯିବାକୁ ଦାବି ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଦିବାସୀ ସେଙ୍ଗେଲ ଆଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ନାରାନ ମୁର୍ମୁଙ୍କ ନେତୃତ୍ୱରେ ଓଡିଶାର
Read More...