Monthly Archives

July 2025

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱପୂର୍ଣ୍ଣ ମାଳଦ୍ୱୀପ ଗସ୍ତ

ନୂଆଦିଲ୍ଲୀ, (ପିଆଇବି) : ଜୁଲାଇ ୨୫ ଏବଂ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୨୦୨୩ରେ ଡକ୍ଟର ମହମ୍ମଦ ମୁଇଜୁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ମାଳଦ୍ୱୀପକୁ ପ୍ରଥମ ସରକାରୀ ଗସ୍ତ
Read More...

ଆୟକର ଦିବସ-୨୦୨୫ : ରାଷ୍ଟ୍ର ନିର୍ମାଣରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ

ନୂଆଦିଲ୍ଲୀ, (ପିଆଇବି) : ଭାରତର ଆର୍ଥିକ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ସ୍ମରଣ କରିବା ପାଇଁ ୨୪ ଜୁଲାଇକୁ ଆୟକର ଦିବସଭାବେ ପାଳନ କରାଯାଏ । ଆୟକର ଦିବସ ହେଉଛି ଏକ ଦୃଢ଼ ଏବଂ ଅନ୍ତର୍ଭୁକ୍ତ କର ବ୍ୟବସ୍ଥା ଗଠନ ପ୍ରତି ଭାରତର ନିରନ୍ତର ପ୍ରତିବଦ୍ଧତା ପ୍ରତି ଏକ ସ୍ୱୀକୃତି ।
Read More...

ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କଲେଜର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀଙ୍କ ସମେତ ଚଳିତ ବର୍ଷ ଯୁକ୍ତ ଦୁଇ
Read More...

ଗାନ୍ଧର୍ବ କଳା ସମ୍ମାନରେ ସମ୍ମାନିତ ହେଲେ ଛତ୍ରପୁରର କାଠ ପାଦ ନୃତ୍ୟ ଗୁରୁ ସମୀର କୁମାର ବେହେରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳାକାର ଦିବସ ଉପଲକ୍ଷେ " ଓଡ଼ିଆ କଳାକାରଙ୍କ ସ୍ୱର " ପକ୍ଷରୁ କଳାକାରମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଭୁବନେଶ୍ଵର ଭଞ୍ଜକଳା ମଣ୍ଡପଠାରେ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁରର ଅଗ୍ରଣୀ
Read More...

ସୌମ୍ୟଶ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ଜିଲ୍ଲାର ମିଳିତ ବିରୋଧୀଦଳ ପକ୍ଷରୁ ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟଶ୍ରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଜଗନ୍ନାଥ ମନ୍ଦିର ନିକଟରେ ରବି ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଶାସକ ବିଜେପିର ଓଡ଼ିଆ ଅସ୍ମିତାର
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ସଂଗଠନ ତରଫରୁ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଲାଙ୍ଗିରର ବାହ୍ମଣୀପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଦସ୍ୟା ସକିଲା ବାନୋଙ୍କର ନିଜସ୍ୱ କ୍ଷେତ ଜାଗା ରେ ବୃକ୍ଷ ରୋପଣ ହୋଇଥିଲା । ଯେପରି କି ଆଗାମୀ ସମୟରେ ସେହି ବୃକ୍ଷମାନଙ୍କ
Read More...

ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ବେନିୟମ ପାର୍କିଂ ଉଚ୍ଛେଦ, ଏନଫର୍ସମେଣ୍ଟ୍ ଉପରେ ଗୁରୁତ୍ଵାରୋପ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ଅଧ୍ୟକ୍ଷତାରେ ସଦଭାବନା ଭବନଠାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଡ଼କ ଦୁର୍ଘଟଣା ହ୍ରାସ ଓ ସଡ଼କ
Read More...

ଗନ୍ଧମାର୍ଦ୍ଦନ ପର୍ବତରେ ଫସି ରହିଥିବା ୧୭ଜଣ ପର୍ଯ୍ୟଟକ ଉଦ୍ଧାର

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲା ପାଇକମାଲ ନୃସିଂହନାଥ, ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ଭୀମମଣ୍ଡୁଆ, ବାଲକୋ ଖାଦାନ ପାଖରେ ଫସି ରହିଥିବା ୧୭ଜଣ ଶ୍ରଦ୍ଧାଳୁଙ୍କୁ ଗୁରୁବାର ଉଦ୍ଧାର କରାଯାଇଛି । ଏନେଇ ବରଗଡ଼ ଜିଲ୍ଲାପାଳ ନିଜ କାର୍ୟ୍ୟାଳୟରେ ପ୍ରତିକ୍ରିୟା ରଖିଛନ୍ତି । ଆଜି ସକାଳେ
Read More...

ପାଣି ଘରରେ ଦାମୋଦରପୁର ସ୍କୁଲ : ହତାରେ ଲହଡି ମାରୁଛି ବର୍ଷା ଜଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ବୁଧବାର ସାମାନ୍ୟ ବର୍ଷାରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି । ସହରର ଡ୍ରେନେଜ ବ୍ୟବସ୍ଥା ଠିକ ନଥିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବଡ ବଜାରରେ ବର୍ଷା ଜଳ ଜମି ରହିଥିବା
Read More...

ଗନ୍ଧମାର୍ଦ୍ଦନ ପର୍ବତରେ ଫସିରହିଥିବା ୧୭ ତୀର୍ଥଯାତ୍ରୀ ୨୧ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ନୃସିଂହନାଥ ମନ୍ଦିରକୁ ଛତିଶଗଡ଼ରୁ ଆସିଥିବା ୨୧ ଜଣ ତୀର୍ଥଯାତ୍ରୀ ବୁଧବାର ସକାଳ ୧୦ ଟା ସମୟରେ ନୃସିଂହନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହାପରେ ୧୦ଟା ୩୦ ରେ ୧୭ ଜଣ ଗନ୍ଧମାର୍ଦ୍ଦନ ପାହାଡ
Read More...