Daily Archives

ବଲାଙ୍ଗିର ଜିଲ୍ଲା ଏଆଇଟିୟୁସିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ହିରା ଜିଟିଡି ୱାର୍କରସ୍‌ ୟୁନିୟନଠାରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଥିବା ୟୁନିୟନ ଗୁଡିକ ହିରା ଜିଟିଡି ୱାର୍କରସ୍‌, ଗ୍ରାମ
Read More...

ବାଇକ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରକ

କେନ୍ଦ୍ରାପଡା : ମୃତ୍ୟୁ କେତେବେଳେ କେଉଁ ବାଟେ ଆସିବ କାହାକୁ ଜଣାନଥାଏ । ଘରୁ ବାହାରି ଜଳଖିଆ ଦୋକାନକୁ ଗଲେ । ସେଠୁ ଜଳଖିଆ କିଣି ଜମିରେ ମଜୁରିଆଙ୍କୁ ଦେବାକୁ ଯାଉଥିଲେ । ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ । ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା
Read More...

ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ : ୧୦ ମୃତ

ତେଲେଙ୍ଗାନା : ତେଲେଙ୍ଗାନାର ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ । କେମିକାଲ ଭର୍ତ୍ତି ଟ୍ୟାଙ୍କର ଫାଟିବାରୁ ୧୦ ମୃତ । ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ । ଉଦ୍ଧାରକାର୍ଯ୍ୟ ଜାରି । ତେଲେଙ୍ଗାନାରେ ଭୟଙ୍କର ବିସ୍ଫୋରଣ । ବର୍ତ୍ତମାନର ଖବର ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା
Read More...

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ : ଏକକାଳୀନ ୮ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ । ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌ । ତାଙ୍କର ମୋଟ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଏଥିରେ ୧୦ ଜଣ ଡିଏସପି, ୮ ଜଣ ଇନ୍‌ସପେକ୍ଟର, ୧୦ ଜଣ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବର ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ସହ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ସମାଜ ସେବା କ୍ଷେତ୍ରରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦାବେଳେ ନିଜର ଦାୟିତ୍ଵ ନିର୍ବାହ କରିଆସୁଛନ୍ତି ଏବଂ ଏହି ଦାୟିତ୍ଵ ଗ୍ରହଣ କରିବାକୁ ଚଳିତ ବର୍ଷ ୨୦୨୫/୨୬ ପାଇଁ ସ ସଭାପତି ଭାବରେ ସଞ୍ଜୟ ସୋନିଙ୍କୁ ଚୟନ କରାଯାଇଛି । ରବିବାର ସଂଧ୍ୟାରେ
Read More...

ସ୍କୁଲ ଗାଡ଼ି ସହ ଧକ୍କା ହେଲା ଟ୍ରକ୍ : ଡ୍ରାଇଭର୍ ମୃତ

କେନ୍ଦୁଝର : ସ୍କୁଲ୍ ଗାଡ଼ି ସହ ଟ୍ରକ୍ ମୁହାଁମୁହିଁ ଧକ୍କା । ଡ୍ରାଇଭର୍ ମୃତ, ୧୦ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ଗୁରୁତର । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କୁ ସାଇଁକୁଳ
Read More...

ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର : ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌

ରାଉରକେଲା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା କାଂଶବାହାଲଠାରେ ଥିବା ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସେଥିପାଇଁ ମନ୍ଦିରା ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲି ଦିଆଯାଇଛି । ଡ୍ୟାମ୍‌କୁ ୧୭,୯୭୨ କ୍ୟୁସେକ ଜଳ ପ୍ରବେଶ କରିଥିବା ବେଳେ ୧୭,୮୭୦ କ୍ୟୁସେକ ଜଳ ଛଡ଼ା ଯାଉଛି ।
Read More...

ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବ ଭାରତୀୟ ରେଳବାଇ

● ନୂଆ ବ୍ୟବସ୍ଥାରେ ଗୋଟିଏ ମିନିଟରେ ଦେଢ଼ ଲକ୍ଷ ଟିକେଟ୍ ବୁକିଂ ହୋଇପାରିବ; ପୁରୁଣା ବ୍ୟବସ୍ଥାରେ ଗୋଟିଏ ମିନିଟରେ ୩୨ ହଜାର ଟିକେଟ୍ ବୁକିଂ ହେଉଥିଲା, ନୂଆ ବ୍ୟବସ୍ଥା ଏହାଠାରୁ ପାଞ୍ଚ ଗୁଣ ଅଧିକ● ଯାତ୍ରୀ ସୁବିଧା ଏବଂ ସ୍ମାର୍ଟ ଟିକେଟିଂ ଉପରେ ଧ୍ୟାନ ଦେଇ ଭାରତୀୟ ରେଳବାଇ ଯାତ୍ରୀ ସଂରକ୍ଷଣ
Read More...

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ୧୯ତମ ପରିସଂଖ୍ୟାନ ଦିବସ ଅବସରରେ ନିରନ୍ତର ବିକାଶ ଲକ୍ଷ୍ୟ…

ନୂଆଦିଲ୍ଲୀ, (ପିଆଇବି) : ୨୯ ଜୁନ୍ ୨୦୨୫ରେ ୧୯ତମ ପରିସଂଖ୍ୟାନ ଦିବସ ଅବସରରେ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଉପରେ କେତେକ ରିପୋର୍ଟ ପୁସ୍ତିକା ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ - ଜାତୀୟ ସୂଚକ
Read More...

ପାଲିଟାଣାରେ ‘ଫିଟ୍‌ ଇଣ୍ଡିଆ ସଣ୍ଡେ ଅନ୍‌ ସାଇକେଲ’ର ନେତୃତ୍ୱ ନେଲେ ଡକ୍ଟର ମନସୁଖ ମାଣ୍ଡଭିୟ; ‘ସ୍ୱଚ୍ଛତା…

‘ସାଇକେଲ ଚାଳନାକୁ ଏକ ଅଭ୍ୟାସ ଭାବରେ ଗ୍ରହଣ କରିବାକୁ ପଡିବ’ ବୋଲି ଆଧୁନିକ ପିଢିକୁ ଆହ୍ୱାନ ଦେଲେ ଡକ୍ଟର ମାଣ୍ଡଭିୟ ନୂଆଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର, କ୍ରୀଡା ଓ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ସକାଳେ ଗୁଜରାଟର ପାଲିଟାଣାରେ ବିଶେଷକରି ଆମର
Read More...