Daily Archives

ବରଗଡ଼ ସ୍ଥିତ ‘ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ୍‍ ହ୍ୟାଣ୍ଡଲୁମ ଟେକ୍ନୋଲୋଜି’ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ହସ୍ତତନ୍ତ ଓ ବୟନଶିଳ୍ପ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି - ଧର୍ମେନ୍ଦ୍ର ପ୍ରଧାନ• ଅନୁଷ୍ଠାନର ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟି ଆଲୋଚନା କଲେ• ହସ୍ତତନ୍ତ ସାମଗ୍ରୀ ତିଆରି କରିବା ପାଇଁ ବ୍ୟବହୃତ ଅଭିନବ ପଦ୍ଧତି ଏବଂ ପାରମ୍ପରିକ କୌଶଳ ଦେଖି ବେଶ୍
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍‌ ଆଉଟ ଫୁଟବଲ ଖେଳ ଉଦ୍‌ଘାଟିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ କାଲସାଏପାଲି ୨-୦ ଗୋଲରେ ଡିଏଫ୍‌ଏ ବଲାଙ୍ଗିରକୁ ହରାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ
Read More...

ସାଲେଭଟା-କୁଟାସିଂହା ରାସ୍ତା ନିର୍ମାଣକୁ ମାସେ ପୂରିନଥିବାବେଳେ ଦବି ଯାଉଥିବା ଅଭିଯୋଗ

ଆଗଲପୁର, (ବିମଳେନ୍ଦୁ ସାହୁ) : (ଡୁଡୁକା) ବ୍ଲକ ସାଲେଭଟା -କୁଟାସିଂହା ରାସ୍ତାର ପୁଣି କେତେକ ସ୍ଥାନରେ ଦବିଯାଇ ଫାଟ ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣକୁ ମାସେ ପୂରିନଥିବାବେଳେ ଦବି ଯାଉଥିବାରୁ ଠିକା ସଂସ୍ଥା ନିହାତି ନିମ୍ନମାନର କାମ କରିଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଠିକା
Read More...

ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଗ୍ରାମବାସୀଙ୍କ ନିଆରା ପ୍ରତିବାଦ : ମାଛ ଯାଆଁଳ ଛାଡ଼ି ଜାଲ ପକାଇ ଧରିଲେ ଗ୍ରାମବାସୀ

ମାଲକାନଗିରି : ରାସ୍ତା ଶୋଚନୀୟ ଯୋଗୁଁ ମାଲକାନଗିରି ପୌରାଞ୍ଚଳର ଏମଭି-୪୩ ଗ୍ରାମବାସୀଙ୍କର ନିଆରା ପ୍ରତିବାଦ । ପଙ୍କ କାଦୁଅମୟ ରାସ୍ତାରେ ମାଛ ଯାଆଁଳ ଛାଡ଼ିଲେ ଓ ଜାଲ ପକାଇ ମାଛ ଧରିଲେ । ମାଲକାନଗିରି ପୌରାଞ୍ଚଳର ପ୍ରମୁଖ ରାସ୍ତାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।ସୂଚନା
Read More...

ବୌଦ୍ଧ ଘଣ୍ଟାପଡ଼ାରେ କଫ୍ ସିରପ୍ ବୋଝେଇ କାର୍‌ ଜବତ : କାର୍‌ରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

କଣ୍ଟାମାଳ : ରାସ୍ତା ଉପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡ଼ିରହିଛି କାର୍ । ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଘଣ୍ଟାପଡ଼ା ମାଣ୍ଡିଆ ଜୋର ରେକଡୋଲ କୁରୁକୁପା ଯିବା ଏହି କାର୍‌ଟି ପୋଡ଼ିଯାଇଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । କାର୍‌ରେ ବହୁ ପରିମାଣର କଫ୍ ସିରପ୍ ଥିବା ଜଣାପଡ଼ିଛି । ଗତ
Read More...

ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ : ୩ ଗୁରୁତର ୧୦ରୁ ଅଧିକ ଆହତ

ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ । ୩ ଗୁରୁତର ୧୦ରୁ ଅଧିକ ଆହତ । ଢେଙ୍କାନାଳ ସଦର ଥାନା ଗଦାଶିଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ହୀରାକୁଦରୁ
Read More...

କେସିଙ୍ଗା ସହର କାଳୀ ମନ୍ଦିର ରଥଯାତ୍ରା ସମ୍ପନ୍ନ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର କାଳି ମନ୍ଦିରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ରଥଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ନିତିକାନ୍ତି ଅନୁଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚ୍ଚନା କରି ଭଗବାନଙ୍କୁ ଧାଡ଼ି ପହଣ୍ଡି କରି ରଥାରୂଢ଼
Read More...

ଅଚ୍ୟୁତପୁର ଗାଁରେ ଅଘଟଣ : ବିଦ୍ୟୁତ୍ ଆଘାତରେ ନାବାଳକଙ୍କ ମୃତ୍ୟୁ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ଜଣେ ନାବାଳକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅଭୟପୁର ପଞ୍ଚାୟତ ଅଚ୍ୟୁତପୁର ଗ୍ରାମର ପ୍ରଭାସ କୁମାର ସାହୁଙ୍କ ପୁଅ ଓମ୍‌ ପ୍ରକାଶ ସାହୁ (୧୭ ବର୍ଷ) । ସୂଚନା ମୁତାବକ, ଶନିବାର ସକାଳେ କୌଣସି
Read More...

ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ

ଭୁବନେଶ୍ୱର : ପୂର୍ବ ଏବଂ ପଶ୍ଚିମ ଭାଗରେ ପୁଣି ଯୋଡ଼ା ଲଘୁଚାପ ସମ୍ଭାବନା ଏହି ସୂଚନା ଟ୍ୱିଟ ମାଧ୍ୟମରେ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଉମା ଶଙ୍କର ଦାସ । ଆରବ ସାଗର ଓ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
Read More...

ଜରୁରୀକାଳୀନ ପରବର୍ତ୍ତୀ ସ୍ଥିତି ପ୍ରତିଋପ ଯୁବ ସଂସଦ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୫୦ ବର୍ଷ ତଳର ଜରୁରୀ କାଳୀନ ପରିସ୍ଥିତିର ପରବର୍ତ୍ତୀ କାଳୀନ ସଂସଦର ଆଲୋଚନାଚକ୍ରର ପ୍ରତିଋପ ଯୁବ ସଂସଦ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଅଙ୍କୁଶ ବର୍ମାଙ୍କ ଆବାହକତ୍ଵରେ ଆୟୋଜିତ ଏହି ପ୍ରତିଋପ କର୍ମଶାଳାରେ ଇପ୍ସିତା
Read More...