Daily Archives

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାରେ ଛତ୍ରପୁର ଅଞ୍ଚଳରୁ ୩୦୦ରୁ ଅଧିକ ସ୍ୱେଚ୍ଛାସେବୀ ସେବା କାର୍ଯ୍ୟରେ ଅଂଶଗ୍ରହଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ମୁଖ୍ୟ ଶାସନ ସଚିବଙ୍କଠୁ ଉଚ୍ଚ ପ୍ରଶଂସିତ ହେଇଥିବା ତଥା ଚଳିତବର୍ଷ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ଭକ୍ତଙ୍କର
Read More...

ଆର୍ଯ୍ୟପଲ୍ଲୀ ସମୂଦ୍ରକୂଳ ଲଙ୍ଘିବା ସମସ୍ୟାନେଇ ବନ୍ଦର ଗେଟ ସମ୍ମୁଖରେ ମତ୍ସ୍ୟଜୀବିଙ୍କ ବିକ୍ଷୋଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆର୍ଯ୍ୟପଲ୍ଲୀ ଗାଆଁ ସମୁଦ୍ର ନିକଟତର ହେବାରେ ଲାଗିଛି । ସମୁଦ୍ରକୂଳ ଲଙ୍ଘିବାରେ ଲାଗିଛି । ଏହି ସମସ୍ୟାର ସମ୍ମୁଖୀନ ହୋଇ ଏହି ଅଞ୍ଚଳର ଅଧିବାସୀ ବହୁବାର ପ୍ରଶାସନଠାରେ ଅଭିଯୋଗ କରି ସୁଦ୍ଧା ଆର୍ଯ୍ୟପଲ୍ଲୀ ବାସୀ ବହୁ ହନ୍ତସନ୍ତ ହୋଇଗଲେ । ଏଥିରେ
Read More...

ବ୍ରହ୍ମପୁରଠାରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଜନ-ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ଃ. ଶ୍ରାବଣା ବିବେକ ଏମଙ୍କ ଦ୍ଵାରା ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ଯୁଗ୍ମ ଅଭିଯୋଗ ମଙ୍ଗଳବାର
Read More...

ଭାରତ ୨୫ ଜୁନ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ସମ୍ବିଧାନର ୩୫୨ ଧାରା ଅନୁସାରେ ଏକ ଜରୁରୀକାଳୀନ ପରିସ୍ଥିତି…

ନୂଆଦିଲ୍ଲୀ, (ପିଆଇବି) : ଜରୁରୀକାଳୀନ ପରିସ୍ଥିତି ପୂର୍ବ ଘଟଣାକ୍ରମ : ସତୁରୀ ଦଶକର ପ୍ରାରମ୍ଭରେ, ତତକାଳୀନ ସରକାରଙ୍କ ବିରୋଧରେ ବିରୋଧ ତୀବ୍ର ହୋଇଥିଲା । ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ବିହାର ଏବଂ ଗୁଜରାଟରେ ରାଜନୈତିକ ପ୍ରତିବାଦ ଜୋର ଧରିଥିଲା । ସେହିପରି ଛାତ୍ର ଆନ୍ଦୋଳନ,
Read More...

ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା : ଯୁବକ ଗିରଫ

ହରଭଙ୍ଗା : ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ବାର୍‌ହା ମାଂସ ଖାଉଥିବା ବେଳେ ରିଲ୍ ବନାଇ ଛାଡ଼ିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଲା । ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଛାଡିଥିବା ଘଟଣାକୁ ନେଇ ବୌଦ୍ଧ ଜିଲ୍ଲା ଗନ୍ଦିସର୍ ଗ୍ରାମର ୨୦ ବର୍ଷୀୟ ଯୁବକ ବିକ୍ରମ ନାୟକଙ୍କୁ ଗିରଫ କରିଛି ବୌଦ୍ଧ
Read More...

ପୂର୍ବାଞ୍ଚଳ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ଆଞ୍ଚଳିକ ଶକ୍ତି ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…

ସମସ୍ତଙ୍କ ପାଇଁ ସବୁବେଳେ ବିଦ୍ୟୁତ୍ : ମନୋହର ଲାଲଭବିଷ୍ୟତର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ରାଜ୍ୟଗୁଡ଼ିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଆବଶ୍ୟକ : ମନୋହର ଲାଲରାଜ୍ୟଗୁଡ଼ିକ ତାରିଫ୍ ଆଧାରିତ ପ୍ରତିଯୋଗିତାମୂଳକ ବିଡିଂ ମାଧ୍ୟମରେ ଆନ୍ତଃ-ରାଜ୍ୟ ପରିବହନ ବିକଶିତ କରିବେ
Read More...

ଶିକ୍ଷାବିତ ସୁସାହିତ୍ୟକ ଓ କଳାକାର ସନ୍ତୋଷ ଦାସଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ସିଂହ ବ୍ରହ୍ମପୁର ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୨୦ ବର୍ଷ ଧରି ଶିକ୍ଷକତା ସହ ସାଧନ କର୍ମୀ ଭାବେ ଡେଲାଙ୍ଗ ବ୍ଲକରେ ସୁନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ଦାସ( ୬୫)ଙ୍କ ବିୟୋଗରେ ଡେଲାଙ୍ଗ ଓ ପିପିଲି ବ୍ଲକ
Read More...