Daily Archives

‘ନିୟନ୍ତ୍ରଣରେ ହଇଜା ସ୍ଥିତି କମିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା’ : ସ୍ଵାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର : ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଡେଉଁଛି ଡାଇରିଆ । ଦୈନିକ ଚିହ୍ନଟ ହେଉଛନ୍ତି ନୂଆ ନୂଆ ସଂକ୍ରମିତ । ଆଗକୁ ରଥାଯାତ୍ରା ଥିବାରୁ ଡାଇରିଆ ସ୍ଥିତି ନେଇ ପ୍ରକାଶ ପାଇଛି ଉଦବେଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଳିଙ୍ଗ । ସେ କହିଛନ୍ତି ଯେ,
Read More...

ଗଞ୍ଜାମ ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

● ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍, ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ● ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ପରାମର୍ଶ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଲେ
Read More...

ଦୁଇଦିନିଆ ସିନେମା କାହାଣୀ ଲିଖନ କର୍ମଶାଳା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ନିକଟସ୍ଥ ଇନ୍ଦୁପାଇ ସ୍ଥିତ ପୂର୍ଣ୍ଣ ନିବାସରେ ସିନେମା କାହାଣୀ ଲିଖନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସାନ୍ତାଳୀ ଆର୍ଟ ଏଣ୍ଡ ଫିଲ୍ମ ଡିଭେଲପମେଣ୍ଟ ଫାଉଣ୍ଡେସନ, ବାରିପଦା ଓ ଏମ୍ପ୍ଲିଫାୟାର ମିଡ଼ିଆ, କୋଲକାତାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି
Read More...

ଦୁର୍ଗମ ଅଞ୍ଚଳର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଡିଓଙ୍କୁ ନିବେଦନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ସହ ନୂତନ ଯୋଜନାରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ
Read More...

ସୁରତରଙ୍ଗର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁର ସପ୍ତରଙ୍ଗ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସେୟାର ପ୍ରାୟୋଜିତ ସୁରତରଙ୍ଗର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁର ସପ୍ତରଙ୍ଗ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେୟାରର ସଭାପତି ସରୋଜ ମହାନ୍ତିଙ୍କ ସଭାପତିତ୍ୱ, ସୁରତରଙ୍ଗର ମୁଖ୍ୟ
Read More...

ଶ୍ରାବଣୀ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୁଲାଇ ୧୩ରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଜୁଲାଇ ୧୩ରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତଥା ଆରଏମସି କମିଶନର
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ପଥପ୍ରାନ୍ତ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସ ଏବଂ ଓଡିଶା ପ୍ରଭାରୀ ଅଜୟ କୁମାର ଲଲୁଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ସମ୍ବିଧାନ ବଞ୍ଚାଓ କାର୍ଯ୍ୟକ୍ରମ ବିଭିନ୍ନ ହାଟ, ବଜାର
Read More...

ନୂଆ ପେନସନ ନୀତିର ପୁନର୍ବିଚାର ପାଇଁ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ ତରଫରୁ ଅନୁରୋଧ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଷ୍ଟମ ବେତନ କମିଟି ସୁପାରିଶ ଅନୁଯାୟୀ ଆଗାମୀ ୧.୧.୨୦୨୬ ତାରିଖରୁ କେନ୍ଦ୍ର ସରକାରଙ୍କ ତରଫରୁ ସାରା ଭାରତବର୍ଷରେ ନୂଆ ପେନସନ ନୀତି ଲାଗୁ ହେବା ପାଇଁ ଯାଉଅଛି,ଯାହାଫଳରେ ପୂର୍ବ ପେନସନ ନୀତି ଅନୁସାରେ ପେନସନଭୋଗୀ ସମସ୍ତ ସରକାରୀ କର୍ମଚାରୀ ମାନେ
Read More...

ତୁଳସୀ ମାହାତୋ ଦ୍ଵିତୀୟ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାକ୍ତନ ଫୁଟବଲ ଖେଳାଳି ତୁଳସୀ ମାହାତୋ ଦ୍ଵିତୀୟ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୨୧ସ୍ଥିତ ନୟାବଜାର ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଆୟୋଜନର ମୁଖ୍ୟ ସମାଜସେବୀ ବନ୍ଦିତା ମାହାତୋଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ
Read More...

“ଥର୍ମୋ-ଇଲେକ୍ଟ୍ରୋଯାନ୍ତ୍ରିକ ଶକ୍ତି ପରିବର୍ତ୍ତନ” ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସ୍ଥାନୀୟ କେନ୍ଦ୍ରର ଇଞ୍ଜିନିୟର୍ସ ସଂସ୍ଥା (ଭାରତ) ଦ୍ୱାରା ଥର୍ମୋ-ଇଲୋକ୍ଟ୍ରୋ-ଯାନ୍ତ୍ରିକ ଶକ୍ତି ପରିବର୍ତ୍ତନ ଶୀର୍ଷକ କର୍ମଶାଳା ରାଉରକେଲା ସ୍ଥାନୀୟ କେନ୍ଦ୍ର ବିଲଡିଂ, ରାଉରକେଲା ସ୍ଥାନୀୟ କେନ୍ଦ୍ର ଭବନରେ ଆୟୋଜିତ ହୋଇଯାଇଛି । ନ୍ୟାସନାଲ୍
Read More...