Daily Archives

କୋଇଲା ବୋଝେଇ ଟ୍ରକ ସହ ପିକଅପ୍ ଭ୍ୟାନ ଧକ୍କା : ଜଳିଗଲା୨ଗାଡି

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରେଳବାଇ ବ୍ରିଜ ତଳେ ମୁହାଁମୁହିଁ ଧକ୍କାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ ଓ ପିକ୍‌ଅପ୍‌ । ଭୟଭୀତ ହୋଇଗଲେ ରାସ୍ତାରେ ଯାଉଥିବା ଯାତ୍ରୀ । ରାୟଗଡ଼ା ସହରର ମା ମଝିଘରିଆଣୀ ମନ୍ଦିର ନିକଟ ଓଭର ବ୍ରିଜ ନିକଟରେ ଦୁଇଗାଡି ମୁହାଁମୁହିଁ ଧକ୍କାରୁ ଏଭଳି ଘଟଣା
Read More...

ଲୋକ ନାଟକ ମହୋତ୍ସବ ଏବଂ ଗୁରୁ ଭଗବାନ ସାହୁ ଜନ୍ମ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ସୁର ସଙ୍ଗମ ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଲୋଇସିଂହା ଆଇସିଡ଼ିଏସଠାରେ ଏକ ଦିବସୀୟ ଲୋକ ନାଟକ ମହୋତ୍ସବ ଏବଂ ପଶ୍ଚିମ ଓଡ଼ିଶା ଭାଷା କଳା
Read More...

ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌ ; ମହିଳା ମୃତ ଜଣେ ଆହତ

ଖୋର୍ଦ୍ଧା : ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ବୋଲଗଡ ବ୍ଲକ ସ୍ଥିତ ପିଚୁକୁଳି ପଞ୍ଚାୟତ ନିକଟସ୍ଥ ଟୀକାତାଳ ଟୋଲଗେଟ ତାରିଣୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍‌କୁ ପଛରୁ ପିଟିଲା ମାଲବାହୀ ଟ୍ରକ୍‌ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ ଚାଳକ ଆହତ ହୋଇଛନ୍ତି
Read More...

କେବେ ଭତ୍ତା ପାଇବେ ଦିବ୍ୟାଙ୍ଗ ଲତା ଝାଙ୍କର ସରକାରୀ ଯୋଜନାରୁ ବଞ୍ଚିତ ଆଦିବାସୀ ପରିବାର

ପ୍ରଶାସନକୁ ଗୁହାରୀ କଲେ ଦିବ୍ୟାଙ୍ଗ ପରିବାର: ଆବାସ ଯୋଜନା ପାଇଁ ଗୁହାରୀ ତୁରେକେଲା, (ପିତାମ୍ବର ଦୀପ) : ଆମେ ଆଦିବାସୀ ଗରୀବ ଦିବ୍ୟାଙ୍ଗ ପରିବାର ଆମର ଜମି ବାଡ଼ି କିଛି ନାହିଁ । ଅନ୍ୟ ଘରେ ମୂଳ ଲାଗିଲେ ଖାଇବାକୁ ମିଳେ । ସ୍ୱାମୀ ସ୍ତ୍ରୀ ଦୁଇଜଣ କୁଳୀ ମଜୁରି କରି ଚଲୁଛୁ। ଘର ଖଣ୍ଡିଏ
Read More...

‘ଆନ୍ତର୍ଜାତୀୟ ଯୋଗ ଦିବସ’ ଅବସରରେ ଗୁଜରାଟର ଅହମ୍ମଦାବାଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଯୋଗ କଲେ…

ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ଆଣିଥିବା 'ଯୋଗ' ଆଜି ସାରା ବିଶ୍ୱର ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇଛି ।ଶହ ଶହ ବର୍ଷ ଧରି ସୁସ୍ଥ ଏବଂ ଫିଟ୍ ଜୀବନଶୈଳୀର ଭାରତୀୟ ପରମ୍ପରାରେ ଯୋଗ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛିମୋଦୀଜୀଙ୍କ ନେତୃତ୍ୱରେ ଭାରତର ଅମୂଲ୍ୟ ଐତିହ୍ୟ 'ଯୋଗ" କୁ ସମଗ୍ର
Read More...

ଷ୍ଟେଟ ବ୍ୟାଙ୍କର ବାର୍ଷିକ ଦିବସରେ ସ୍ୱେର୍ଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ବାରିପଦା କ୍ଲବ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ଅଫିସ, ବାରିପଦାର ବାର୍ଷିକ ଦିବସ ପାଳନ ଅବସରରେ ଏକ ସ୍ୱେର୍ଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କର ଆଞ୍ଚଳିକ ମ୍ୟାନେଜର
Read More...

ଜିଲ୍ଲାସ୍ତରୀୟ କୁଇଜ, ବକ୍ତୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ବାରିପଦା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ
Read More...

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡାଇରିଆ ପ୍ରତିରୋଧ : ରଥଯାତ୍ରା-୨୦୨୫ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ଦେଖାଯାଉଥିବା ହଇଜା ଝାଡାବାନ୍ତି
Read More...

ମାରୱାର୍ଡ ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡ଼ି ଧର୍ମଶାଳାଠାରେ ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଞ୍ଚ ପଦ୍ମପୁର ଶାଖା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ମାରୱାଡି ସମାଜର ସଭାପତି ଅମରଦୀପ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରି ଆୟୋଜକ ଓ
Read More...

ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତରେ ଆଜକୁ ଦୀର୍ଘ ଦିନ ହେଲା ବହୁବିଧି ସମସ୍ୟା ମଧ୍ୟରେ ରହିଛି, ଯାହାକି, ଉକ୍ତ ପଞ୍ଚାୟତ ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତା ଘାଟ, ପାନୀୟ ଜଳ, ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି
Read More...