Daily Archives

କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମାନ୍ୟ ପ୍ରଧାନମନ୍ତ୍ରୀ,ଉଭୟ ଦେଶର ପ୍ରତିନିଧିମଣ୍ଡଳୀଗଣମାଧ୍ୟମର ବନ୍ଧୁମାନେନମସ୍କାରଦୋବାର ଦାନ୍ଐତିହାସିକ ଏବଂ ସୁନ୍ଦର ସହର ଜାଗ୍ରେବରେ ମୋତେ ଯେଉଁ ଭବ୍ୟ ସ୍ୱାଗତ, ଉତ୍ସାହ ଏବଂ ସ୍ନେହ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ କ୍ରୋଏସିଆ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି
Read More...

୨୦ ଓ ୨୧ ଜୁନରେ ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିବେଭୁବନେଶ୍ୱରରେ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ ସିୱାନରେ ଜଳ, ରେଳ ଏବଂ ବିଦ୍ୟୁତ୍
Read More...

ସାରା ଭାରତରେ ୧୦୦ଟି ପ୍ରତୀକାତ୍ମକ ପର୍ଯ୍ୟଟନ ସ୍ଥଳ ଏବଂ ୫୦ଟି ସାଂସ୍କୃତିକ ସ୍ଥଳରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ…

ନୂଆଦିଲ୍ଲୀ, (ପିଆଇବି) : ସଂସ୍କୃତି ମନ୍ତ୍ରଣାଳୟ ସାରା ଦେଶରେ ୧୦୦ଟି ପର୍ଯ୍ୟଟନ ଭିତ୍ତିକ ପ୍ରତୀକାତ୍ମକ ସ୍ଥାନ ଏବଂ ୫୦ଟି ସାଂସ୍କୃତିକ ସ୍ଥାନରେ ଯୋଗ ଅଧିବେଶନ ଆୟୋଜନ କରି ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (IDY) ପାଳନ କରିବ । ଜୁନ୍ ମାସ ୨୧ ତାରିଖରେ ହେବାକୁ ଥିବା ଏହି
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ରକ୍ତ ଶିକୁଳି ସଚେତନତା ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦାଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଶ୍ଵ ରକ୍ତ ଶିକୁଳି ସଚେତନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ସଭାର ମଧ୍ୟ ଆୟୋଜନ
Read More...

ନାମ ସଂକୀର୍ତ୍ତନ୍ୟ ଶୁଭ ଖମ୍ବ ସ୍ଥାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁଧୁବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ପଦ୍ମପୁର ସ୍ଥିତ ଶାନ୍ତିନଗର ଠାରେ ନୂତନ କରି ନିର୍ମାଣ ହେଉଥିବା ଶ୍ରୀ ଗୁଣ୍ଡିଚା ମାଉସୀ ମାଁ ମନ୍ଦିରର ପ୍ରତିଷ୍ଠା ଉପଲକ୍ଷେ ନାମ ସଂକୀର୍ତ୍ତନ୍ୟ ଯୋଗୁ ଯଜ୍ଞ ସ୍ଥଳ ଡା. ଗଦାଧର ରଥଙ୍କ ଘର ସାମ୍ନାରେ ଥିବା ଆନ୍ନା
Read More...

ଶାଳଗାଁଠାରେ ବିପର୍ଯ୍ୟୟ ମୁକାବିଲା ସାମୁହିକ ମକଡ୍ରିଲ ଅଭ୍ୟାସ କାର୍ଯ୍ୟକ୍ରମ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ତଥା ଜିଲ୍ଲା ଓ ବ୍ଲକ ପ୍ରଶାସନ, ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟି ସହ ସଂକଳ୍ପର ମିଳିତ ଆନୁକୂଲ୍ୟରେ ବଡ଼ସାହି ବ୍ଲକର ଶାଳଗାଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ପ୍ରାକୃତିକ ବିପର୍ଯ୍ୟୟ
Read More...

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫

ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ – ସଦ୍ଭାବନା ଓ ସୁସ୍ଥତା ଲାଗି ବିଶ୍ୱକୁ ଭାରତର ବାର୍ତ୍ତା ନୂଆଦିଲ୍ଲୀ, (ପିଆଇବି) : ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର ଯୋଗ ଆଜି ମନୁଷ୍ୟର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ଏକ ସର୍ବୋତ୍ତମ ମାଧ୍ୟମ ପାଲଟିଛି । 'ଯୋଗ'
Read More...

ବ୍ରହ୍ମପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବ୍ରହ୍ମପୁରଠାରେ ଜିଲ୍ଲା ପ୍ରଶାସନ ଦ୍ଵାରା ସ୍ଥାନୀୟ ଖଲ୍ଲିକୋଟ କଲେଜ ବିଶ୍ଵବିଦ୍ୟାଳୟ ପଡିଆ ପରିସରରେ ଆୟୋଜିତ ବିକାଶ ମେଳା ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ବିକାଶ
Read More...

ଆମ ସଂକଳ୍ପ, ନିଶା ନୁହେଁ, ଅଭିଯାନରେ ବେଆଇନ ମଦ ଓ ଗଞ୍ଜେଇ ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଆଦେଶ କ୍ରମେ ଗଞ୍ଜାମ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଛତ୍ରପୁର ରେଞ୍ଜ ଅବକାରୀ ନିରୀକ୍ଷକ ବାଳକ ବିଶି ଏବଂ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଓ.ଆଇ.ସି. ତେଜସ୍ୱିନୀ ପ୍ରଧାନ ଓ ତାଙ୍କର
Read More...