Daily Archives

ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ଜିଲ୍ଲା ସଭାପତି ରବି ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଂଗ୍ରେସର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ୫୫ତମ ଜନ୍ମ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବାସନ୍ତୀ କଲୋନୀ ସ୍ଥିତ
Read More...

ପିତଳ ଗ୍ରାମରେ ଦୁଇଜଣଙ୍କୁ ମରଣାନ୍ତ୍ରକ ଆକ୍ରମଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧିନସ୍ଥ ପିତଳ ଗ୍ରାମରେ ଦୁଇଜଣଙ୍କୁ ମରଣାନ୍ତ୍ରକ ଆକ୍ରମଣ ହେଇଥିବା ଖବର ମିଳିଛି । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇଜଣ ହେଲେ ପିତଳ ଗାଁର ସରପଞ୍ଚ ରାମ ରାଘବ
Read More...

ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସ୍ୱାଗତ ପାଇଁ ସଜବାଜ ହେଉଛନ୍ତି କଳାକାର

ଭୁବନେଶ୍ୱର : ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ଆସି ପହଞ୍ଚିବେ । ଏହା ପରେ ବିମାନବନ୍ଦର ନିକଟରୁ ତାଙ୍କର ମେଗା ରୋଡ୍ ସୋ' ଆରମ୍ଭ ହେବ । ତେବେ ମୋଦିଙ୍କ ରୋଡ୍ ସୋ' ପାଇଁ ଆଜି ରାଜଧାନୀ ଏକ ପ୍ରକାର ଉତ୍ସବମୁଖର ହୋଇପଡ଼ିଛି । ଭୁବନେଶ୍ୱର ଉପକଣ୍ଠ ସମେତ
Read More...

ଚିକିତ୍ସା ପାଇଁ ମୁମ୍ୱାଇ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ଭାଇକାଲ ଆଥ୍ରାଇଟିସ ରୋଗରେ ପୀଡ଼ିତ । ଏହାର ଚିକିତ୍ସା ପାଇଁ ଆଜି ମୁମ୍ବାଇ ଗଲେ ନବୀନ । ଆସନ୍ତା ୨୨ ତାରିଖରେ ମୁମ୍ବାଇସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ସର୍ଭାଇକାଲ ଆଥ୍ରାଇଟିସ
Read More...

ବୌଦ୍ଧକୁ ଗଡ଼ିବ ପ୍ରଥମ ଟ୍ରେନ୍‌ : ୨୭୫୦ କୋଟିର ରେଳ ପ୍ରକଳ୍ପ ଶିଳାନ୍ୟାସ ଉଦ୍‌ଘାଟନ କରିବେ ମୋଦି 

ଭୁବନେଶ୍ୱର : ଆଜି ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭୫୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଆଜି ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ମଧ୍ୟରେ ୭୩ କିଲୋମିଟର ଲମ୍ୱା ନୂଆ ରେଳ ଲାଇନ ଉଦ୍‌ଘାଟନ କରିବେ । ଏଥି ସହ ବୌଦ୍ଧ ଜିଲ୍ଲା
Read More...

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା : ୬ ଯୁବନେତା ଅଟକ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଭୁବନେଶ୍ଵର ଲୋୟର ପିମଜିରେ ଧାରଣା ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର
Read More...

ସାମ୍ବାଦିକ ଭବନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ସମାଜର ଉନ୍ନତିରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଳିତ ଶିକ୍ଷକ ସଙ୍ଘ, ବଲାଙ୍ଗିର ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ବର୍ଦ୍ଧନା ଦିଆଯାଇଛି । ବାଳକୃଷ୍ଣ ମହାନନ୍ଦଙ୍କ
Read More...

ସକ୍ଷମ ବ୍ୟବସାୟ, ସଶକ୍ତ ବିକାଶ

ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏକ ନୀରବ ବିପ୍ଳବ ଦେଇ ଗତି କରିଛି, ଏକ ଲାଲ-ଫିତା ଅର୍ଥନୀତିରୁ ନିବେଶକ ତଥା ଉଦ୍ୟୋଗୀମାନଙ୍କ ପାଇଁ ଏକ ଲାଲ-କାରପେଟ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ସରକାର ପୁରୁଣା
Read More...

ସୁରକ୍ଷା, ଯାତ୍ରୀ ସୁବିଧା ଏବଂ ଏୟାରଲାଇନ୍ସମାନଙ୍କ ପ୍ରଦର୍ଶନ ଉପରେ କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ…

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଏୟାର ଇଣ୍ଡିଆ ସିଏମ୍‌ଡି; ଚାଳନା ନିରନ୍ତରତା ବଜାୟ ରଖିବା, ସ୍ୱଚ୍ଛ ଯୋଗାଯୋଗକୁ ସମର୍ଥନ କରିବା ଏବଂ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ଉପରେ ଆଲୋଚନାସ୍ପାଇସ୍ ଜେଟ୍, ଇଣ୍ଡିଗୋ ଏବଂ ଆକାଶା ସହିତ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା; କେନ୍ଦ୍ର ମନ୍ତ୍ରୀ
Read More...

କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମହାମାନ୍ୟ ପ୍ରଧାନମନ୍ତ୍ରୀ,ଉଭୟ ଦେଶର ପ୍ରତିନିଧିମଣ୍ଡଳୀଗଣମାଧ୍ୟମର ବନ୍ଧୁମାନେନମସ୍କାରଦୋବାର ଦାନ୍ଐତିହାସିକ ଏବଂ ସୁନ୍ଦର ସହର ଜାଗ୍ରେବରେ ମୋତେ ଯେଉଁ ଭବ୍ୟ ସ୍ୱାଗତ, ଉତ୍ସାହ ଏବଂ ସ୍ନେହ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ କ୍ରୋଏସିଆ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି
Read More...