Daily Archives

ଗୋପାଳପୁର ବେଳାଭୂମି ଗଣ ବଳାତ୍କାର ମାମଲାରେ ୬ଜଣ ଯୁବକ ଗିରଫ : ୪ ନାବାଳକଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ଅଞ୍ଚଳରେ ସାନ୍ଧ୍ୟ ଭ୍ରମଣରେ ଆସିଥିବା ଜଣେ କଲେଜ ଯୁବତୀଙ୍କ ଉପରେ ହୋଇଥିବା ଗଣ-ବଳାତ୍କାର ମାମଲାରେ ଗତକାଲି ବ୍ରହ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ ଧରି କୋର୍ଟ ଚାଲାଣ କରିଥିବା ସଂପର୍କରେ ଗଣମାଧ୍ୟମ ଆଗରେ ବ୍ରହ୍ମପୁର ପୋଲିସ
Read More...

ନୂଆଦିଲ୍ଲୀରେ ଉଦଯାପିତ ହେଲା ରିଲିଫ୍ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀଗୁଡ଼ିକର ବାର୍ଷିକ ସମ୍ମିଳନୀ

ବିପର୍ଯ୍ୟୟର ଅନିଶ୍ଚିତତା ବଢ଼ୁଥିବାରୁ ଏହାର ମୁକାବିଲା ପ୍ରସ୍ତୁତି ଏବଂ ସଚେତନତା ଅତ୍ୟନ୍ତ ଜରୁରୀ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ଦ୍ୱାରା ଆୟୋଜିତ ରାଜ୍ୟ ତଥା କେନ୍ଦ୍ରଶାସିତ
Read More...

ଦୁର୍ଘଟଣାଗ୍ରସ୍ତ ଚିକିତ୍ସାଧୀନରେ ଆଚାର୍ଯ୍ୟାଙ୍କ ପରଲୋକ : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶୋକ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୧୨ ତାରିଖ ଅପରାହ୍ନରେ ଛତ୍ରପୁର ଭି.ଆଇ.ପି. ରୋଡରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବିଶାଖାପାଟ୍ଟନମର କେ.ଜି. ହସ୍ପିଟାଲ୍ (ଘରୋଇ)ରେ ଚିକିତ୍ସାଧୀନ ଅବସ୍ଥାରେ ଆଚାର୍ଯ୍ୟା ଭି. ସରସ୍ୱତୀ ମୃତ୍ୟୁ ବରଣ କରିଛନ୍ତି । ଛତ୍ରପୁର
Read More...

ଗୋପାଳପୁର ବନ୍ଦର କମ୍ପାନୀରେ ମାଲ୍ ପରିବହନ କ୍ଷେତ୍ରରେ ନିୟୋଜିତ କରିବାକୁ ଆଞ୍ଚଳିକ ଟ୍ରକ ମାଲିକ ସଂଘର ଦାବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ପୋର୍ଟ କାର୍ଯ୍ୟରେ ନିୟୋଜିତ କରିବା ଦିଗରେ ମାଲ୍ ପରିବହନ ଅବା ଆମଦାନୀ ଓ ରତ୍ପାନୀ କ୍ଷେତ୍ରରେ ନିୟୋଜିତ କରିବା ନିମନ୍ତେ ଛତ୍ରପୁର ଅଞ୍ଚଳର ତିନୋଟି ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଶାସନଠାରେ ଦାବୀ ଉଠାଇଛନ୍ତି । ଏନେଇ ଛତ୍ରପୁର ସ୍ଥିତ
Read More...

ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା : ମୋଦୀ ସରକାରଙ୍କ ଗ୍ୟାରେଣ୍ଟି

ନୂଆଦିଲ୍ଲୀ, (ପିଆଇବି) : ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଚକ୍ଷଣ ନେତୃତ୍ୱରେ ଭାରତର ସ୍ୱାସ୍ଥ୍ୟସେବା ରୂପାନ୍ତରିତ ହୋଇଛି । ଜନ କୈନ୍ଦ୍ରିକ ଦୃଷ୍ଟିକୋଣ ମାଧ୍ୟମରେ, ସରକାର ସମସ୍ତ ନାଗରିକ, ବିଶେଷକରି ଅବହେଳିତ ଏବଂ ଗ୍ରାମୀଣ ଜନସଂଖ୍ୟାଙ୍କ ପାଇଁ
Read More...

ମାନେସରସ୍ଥିତ ମାରୁତି ସୁଜୁକୀ ଇଣ୍ଡିଆ ଲିଃ ଠାରେ ଦେଶର ବୃହତ୍ତମ ଅଟୋମୋବାଇଲ ଗତିଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ହରିୟାଣାର ମାନେସରଠାରେ ଥିବା ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡଠାରେ ଦେଶରେ ବୃହତ୍ତମ ଅଟୋମୋବାଇଲ ଗତି ଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲର
Read More...

ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ସିନିୟର ଉଭୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାର ଉଭୟ ପୁରୁଷ
Read More...

ସ୍ତ୍ରୀର ଟାଙ୍ଗିଆ ମାଡରେ ସ୍ୱାମୀର ମୃତ୍ୟୁ : ପୁଲିସର ଛାନବିନ ଆରମ୍ଭ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଂଚଳରେ ସୋମବାର ଜଣେ ସ୍ତ୍ରୀ ଏକ ଟାଙ୍ଗିଆରେ ନିଜ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ମଙ୍ଗଳବାର ଗୁରୁତର ସ୍ୱାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ, ଝାମ୍ପି ଗ୍ରାମର
Read More...

ଯୋଗର କାଳଜୟୀ ଯାତ୍ରା

ନୂଆଦିଲ୍ଲୀ, (ପିଆଇବି) : ଭାରତ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛି । ୨୦୨୫ର ବିଷୟବସ୍ତୁ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ " ଏକତା ଏବଂ କଲ୍ୟାଣର ବାର୍ତ୍ତା ପ୍ରଦାନ କରେ । ଲଦାଖରୁ କେରଳ ପର୍ଯ୍ୟନ୍ତ, ଲୋକମାନେ ଯୋଗର ଭାବନାରେ ଏକାଠି ହେଉଛନ୍ତି । ଆଜି,
Read More...

‘ଯୋଗ ବନ୍ଧନ’ରେ ଅର୍ନ୍ତଜାତୀୟ ଯୋଗ ଆମ୍ବାସଡରମାନେ ସେମାନଙ୍କର ଯୋଗ ଜୀବନର ଯାତ୍ରାକୁ ସେୟାର କରିଛନ୍ତି

ଆଇଡିୱାଇ ୨୦୨୫ ପୂର୍ବରୁ ଭାରତର ଯୋଗ କୂଟନୀତି ପ୍ରଦର୍ଶନ ସାରା ବିଶ୍ୱରେ ଯୋଗ ମାନ୍ୟତା ପାଇଛି : ଆୟୁଷ ସଚିବଆପଣମାନେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସ୍ୱର : ଡିଜି, ଆଇସିସିଆର ଭୁବନେଶ୍ୱର, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ସମାରୋହର ଏକ ଅଂଶ ଭାବରେ, ଆୟୁଷ
Read More...