Daily Archives

ରାସ୍ତା କଡ଼କୁ ଓଲଟିଲା ବୋରୱେଲ୍ ଗାଡି : ୩ ଶ୍ରମିକ ଆହତ

ସାନଖେମୁଣ୍ଡି : ରାସ୍ତା କଡକୁ ଓଲଟିଲା ବୋରୱେଲ୍ ଗାଡି । ୨ ଶ୍ରମିକ ଆହତ ଜଣେ ଗୁରୁତର । ମଙ୍ଗଳବାର ସକାଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଣଜା- ଗୁମ୍ମା ମୁଖ୍ୟ ରାସ୍ତା ଚାଞ୍ଚଡ଼ାପଲ୍ଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Read More...

ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରରେ ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି । ସହର ଭିତରଦେଇ ଯାଇଥିବା ଜାତୀୟ ରାଜପଥ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏଭଳି ଏକ ଘଟଣା । ଦୁର୍ଘଟଣା ଘଟାଇଥିବା ବେଦାନ୍ତ ଗାଡ଼ିଟି ଟିଟିଲାଗଡ ପଟରୁ ଆସୁଥିବା ବେଳେ ରାତି ପାଖାପାଖି ୩.୪୫ ସମୟରେ
Read More...

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ସ୍ୱାଗତ କରିଥିଲେ
Read More...

ଗୁଜରାଟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର

• ନିର୍ଦ୍ଧାରିତସମୟରେ ସମାପ୍ତି ପାଇଁ ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସୱେ ନିରୀକ୍ଷଣ କଲେ ଡ. ମିଶ୍ର• ଏକ ବୈଶ୍ୱିକ ମାନର ସ୍ମାର୍ଟ ଶିଳ୍ପ ସହର ଭାବେ ଧୋଲେରାର ବିକାଶ ଲାଗି ଗୁଜରାଟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ଡକ୍ଟର ମିଶ୍ର• ଲୋଥଲସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସରର ଏକ
Read More...

ଭାରତୀୟ ଜନଜାତି ସମ୍ପ୍ରଦାୟ ପାଇଁ ଏକ ନୂତନ ସକାଳ

ଜନଜାତି ସମ୍ପ୍ରଦାୟ ସହିତ ଏକ ନୂତନ ଭାରତ :ନୂଆଦିଲ୍ଲୀ, (ପିଆଇବି) : ଭାରତର ଜନଜାତି ସଂପ୍ରଦାୟ ସାରା ବିଶ୍ବରେ ନିଜର ଗତିଶୀଳତା ଓ ବିବିଧତା ପାଇଁ ପ୍ରସିଦ୍ଧ । ୧୦.୪୫ କୋଟି ବା ମୋଟ ଜନସଂଖ୍ୟାର ୮.୬% ଥିବା ଜନଜାତି ସଂପ୍ରଦାୟ ଭାରତୀୟ ସଭ୍ୟତାର ଏକ ଅଭିନ୍ନ ଅଂଗ । ସେମାନେ ଦେଶର ସମୃଦ୍ଧ
Read More...

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀର ବାର୍ଷିକ ସମ୍ମିଳନୀକୁ ମୁଖ୍ୟ…

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭାରତ ବିଶ୍ୱ ନେତୃତ୍ୱ ହେବା ଦିଗରେ ଅଗ୍ରସର ହେଉଛିଯେତେବେଳେ ବି ଭାରତର ବିପର୍ଯ୍ୟୟ ମୁକାବିଲା ଇତିହାସ ଲେଖାଯିବ, ମୋଦୀ ସରକାରଙ୍କ ଏହି ୧୦ ବର୍ଷର କାର୍ୟ୍ୟକାଳକୁ ଏକ ପରିବର୍ତ୍ତନଶୀଳ ଦଶନ୍ଧି ଭାବେ ଲିପିବଦ୍ଧ କରାଯିବଏହି ୧୦ ବର୍ଷ ମଧ୍ୟରେ ମୋଦୀ ସରକାର
Read More...

ଇଣ୍ଡିଆନ କାଉନସିଲ୍ ଅଫ୍ ଫିଲୋସୋଫିକାଲ ରିସର୍ଚ୍ଚର ନୂଆ ଲୋଗୋ ଉନ୍ମୋଚିତ

ଭାରତୀୟ ଜ୍ଞାନ ପରମ୍ପରାର ଏଆଇ ମଡେଲିଂ ହେବା ଆବଶ୍ୟକ - ଧର୍ମେନ୍ଦ୍ର ପ୍ରଧାନ • ଆଇସିପିଆରର ଗବେଷଣା ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ• ଆଇସିପିଆର ବିଗତ ୫ ଦଶକ ଧରି ଭାରତୀୟ ଜ୍ଞାନ ପ୍ରବାହକୁ ସମୃଦ୍ଧ କରିଆସୁଛି• ଆଦିମାନବ କାଳରୁ ଏଆଇ ଯୁଗ ପର୍ୟ୍ୟନ୍ତ, ଆମର ଚିନ୍ତାଧାରା,
Read More...

ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁ ନାହିଁ ଚାଉଳ : ଲେପ୍ସ ଆଲରେ ଚାଉଳରୁ ବଞ୍ଚିତ କରାଯାଉଥିବା ଅଭିଯୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ଅବସରରେ ବିକାଶ ରଥ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ବଦଳରେ ସମସ୍ୟା ଦ୍ୱିଗୁଣିତ ହୋଇଛି । ଓଡିଶାବାସୀଙ୍କୁ ପ୍ରତାରିତ କରୁଛନ୍ତି ରାଜ୍ୟ ସରକାର । ବଲାଙ୍ଗିର ଜିଲ୍ଲାର
Read More...

ସେବା ଓ ବିକାଶ ବାହାନ ଯାତ୍ରାରେ ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ମୁଣ୍ଡପଦର, ଦେଢ଼ଗାଁ, ଭୁଷଲାଡ଼ ପଞ୍ଚାୟତରେ ସେବା ଓ ବିକାଶ ବାହନ ଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ
Read More...

ଅର୍ନ୍ତଜାତୀୟ ଯୋଗ ଦିବସ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

ଯୋଗ କେବଳ ଏକ ବ୍ୟାୟାମ ନୁହେଁ ବରଂ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟର ମାର୍ଗ : କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନୂଆଦିଲ୍ଲୀ, (ପିଆଇବି) : ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ୨୦୨୫ ମସିହା ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସକୁ ସମାବେଶୀ ଏବଂ ବିଭିନ୍ନ ଗୋଷ୍ଠୀଙ୍କ
Read More...