Daily Archives

ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟର ଯୋଗେ ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ କାର ଯୋଗେ ପଥରଚେପା କୃଷିସମାବେଶରେ ଯୋଗଦେବେ । ପରେ ଦିନ ୧.୪୦ରେ ତୁଷୁରା ଏୟାରଷ୍ଟ୍ରିପ ପହଞ୍ଚି ଭୁବନେଶ୍ୱର ଫେରିଯିବେ
Read More...

ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହାଣି ଫେରାର ଥିଲେ : ଏବେ ମିଳିଲା ମୃତଦେହ

ବାଲେଶ୍ୱର : ଘରୋଇ କଳହର କରୁଣ ପରିଣତି । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହାଣି ଫେରାର ଥିଲେ । ଏବେ ମିଳିଲା ମୃତଦେହ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡାରେ ରବିବାର ବିଳମ୍ବିତ ରାତିରେ ପ୍ରଶାନ୍ତ
Read More...

ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

କେନ୍ଦୁଝର : ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡ଼ା ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପ୍ରେମ ବ୍ୟାପାରରୁ ଯୁବତୀଙ୍କୁ ଦୁଷ୍କର୍ମ ପରେ ମାରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ମଙ୍ଗଳବାର ସକାଳେ
Read More...

ଯାଜପୁରରେ କେନ୍ଦ୍ରୀୟ ଟିମ୍‌ର ତନାଘନା : ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ଟିମ୍‌ର ଚଢାଉ

ଯାଜପୁର : ଯାଜପୁରରେ କେନ୍ଦ୍ରୀୟ ଟିମ୍‌ । ବିଭିନ୍ନ ସ୍ଥାନରେ ପହଞ୍ଚି ତଦାରଖ କରୁଛନ୍ତି । ଏହାସହ ୨ ଶହରୁ ଅଧିକ ସ୍ଥାନରେ ଖାଦ୍ୟ ସୁରକ୍ଷା ଟିମ୍‌ ପକ୍ଷରୁ ଚଢାଉ ଜାରି ରହିଛି । ଖବର ଅନୁଯାୟୀ, ଯାଜପୁରରେ ଗତ କିଛି ଦିନ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଯାହାଫଳରେ ଏକାଧିକ
Read More...

ଗଛରେ ପିଟିହେଲା ବାଇକ : ୨ ମୃତ ଜଣେ ଗୁରୁତର

କୋକସରା : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ୨ ଯୁବକ ମୃତ, ଜଣେ ନାବାଳକ ଗୁରୁତର । ସୋମବାର ବିଳମ୍ଵିତ ରାତିରେ କଳାହାଣ୍ଡି ଜିଲ୍ଲା କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର ଦେପୁର ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ଭୋର୍ ୫ଟା ବେଳେ ଜିଲ୍ଲା ମୁଖ୍ୟ
Read More...

ରାସ୍ତା କଡ଼କୁ ଓଲଟିଲା ବୋରୱେଲ୍ ଗାଡି : ୩ ଶ୍ରମିକ ଆହତ

ସାନଖେମୁଣ୍ଡି : ରାସ୍ତା କଡକୁ ଓଲଟିଲା ବୋରୱେଲ୍ ଗାଡି । ୨ ଶ୍ରମିକ ଆହତ ଜଣେ ଗୁରୁତର । ମଙ୍ଗଳବାର ସକାଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଲାଭଣଜା- ଗୁମ୍ମା ମୁଖ୍ୟ ରାସ୍ତା ଚାଞ୍ଚଡ଼ାପଲ୍ଲୀ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଶ୍ରମିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Read More...

ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରରେ ଦୋକନ ଭିତରକୁ ପଶିଗଲା ବେଦାନ୍ତ ଗାଡ଼ି । ସହର ଭିତରଦେଇ ଯାଇଥିବା ଜାତୀୟ ରାଜପଥ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି ଏଭଳି ଏକ ଘଟଣା । ଦୁର୍ଘଟଣା ଘଟାଇଥିବା ବେଦାନ୍ତ ଗାଡ଼ିଟି ଟିଟିଲାଗଡ ପଟରୁ ଆସୁଥିବା ବେଳେ ରାତି ପାଖାପାଖି ୩.୪୫ ସମୟରେ
Read More...

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ସ୍ୱାଗତ କରିଥିଲେ
Read More...

ଗୁଜରାଟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର

• ନିର୍ଦ୍ଧାରିତସମୟରେ ସମାପ୍ତି ପାଇଁ ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସୱେ ନିରୀକ୍ଷଣ କଲେ ଡ. ମିଶ୍ର• ଏକ ବୈଶ୍ୱିକ ମାନର ସ୍ମାର୍ଟ ଶିଳ୍ପ ସହର ଭାବେ ଧୋଲେରାର ବିକାଶ ଲାଗି ଗୁଜରାଟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ଡକ୍ଟର ମିଶ୍ର• ଲୋଥଲସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ ପରିସରର ଏକ
Read More...

ଭାରତୀୟ ଜନଜାତି ସମ୍ପ୍ରଦାୟ ପାଇଁ ଏକ ନୂତନ ସକାଳ

ଜନଜାତି ସମ୍ପ୍ରଦାୟ ସହିତ ଏକ ନୂତନ ଭାରତ :ନୂଆଦିଲ୍ଲୀ, (ପିଆଇବି) : ଭାରତର ଜନଜାତି ସଂପ୍ରଦାୟ ସାରା ବିଶ୍ବରେ ନିଜର ଗତିଶୀଳତା ଓ ବିବିଧତା ପାଇଁ ପ୍ରସିଦ୍ଧ । ୧୦.୪୫ କୋଟି ବା ମୋଟ ଜନସଂଖ୍ୟାର ୮.୬% ଥିବା ଜନଜାତି ସଂପ୍ରଦାୟ ଭାରତୀୟ ସଭ୍ୟତାର ଏକ ଅଭିନ୍ନ ଅଂଗ । ସେମାନେ ଦେଶର ସମୃଦ୍ଧ
Read More...