Daily Archives

ଗ୍ରୀଷ୍ମ କାଳୀନ କରାଟେ : କିକ୍‌ବକ୍ସିଂ ଓ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଏବଂ ବେଲ୍ଡ ଟେଷ୍ଟ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କରାଟେ ସ୍କୁଲଠାରେ ୨୭ ଦିନିଆ ଗ୍ରୀଷ୍ମ କାଳୀନ କରାଟେ, କିକ୍‌ବକ୍ସିଂ ଓ ଆତ୍ମସୁରକ୍ଷା ପ୍ରଶିକ୍ଷଣ ତାଲିମ ଶିବର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିର ୨୦ ମଇରୁ ୧୫ ଜୁନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ ୪୫ ଜଣ ବାଳିକା ଓ
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବାରିପଦାଠାରେ ଜିଲ୍ଲା ସ୍ତରୀୟ ଉତ୍ସବ ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଇତି ମଧ୍ୟରେ "ବିକାଶ ବାହନ" ଯାତ୍ରା ଜୁନ ୧୨ ତାରିଖରେ ଶୁଭାରମ୍ଭ ହେବା ସହିତ ବିକାଶ ମେଳା-୨୦୨୫ ଜୁନ ୧୨ ତାରିଖରେ ବାରିପଦା ସ୍ଥିତ ଛଉ ପଡିଆ ଠାରେ ଉଦଘାଟିତ ହୋଇସାରିଛି । ଆଜି ଏହି ବର୍ଷ ପୂର୍ତ୍ତି
Read More...

ବରିଷ୍ଠ ନାଗରିକ ସମିତି ବାରିପଦା ମୟୂରଭଞ୍ଜର ସ୍ୱତନ୍ତ୍ର ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ବରିଷ୍ଠ ନାଗରିକ ସମିତି, ବାରିପଦା, ମୟୂରଭଞ୍ଜର ଏକ ବିଶେଷ ଅଧିବେଶନ, ଅନୁଷ୍ଠାନର ସ୍ଥାୟୀ ସଭାପତି ଡ. ଯୋଗେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟରେ ମଧୁବନ ସ୍ଥିତ ମୟୂରଭଞ୍ଜ କେମିଷ୍ଟ ଓ ଡ୍ରାଗିଷ୍ଟ ଭବନରେ ଅନୁଷ୍ଠିତ
Read More...

୧ମ ବାର୍ଷିକ ଡିଆରକେ କପ ଦିବାରାତ୍ର ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

କୋର ହାଣ୍ଟର୍ସ ଚମ୍ପିୟାନ ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମରେ ଡିଆରକେ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧ମ ବାର୍ଷିକ ଡି ଆର କେ କପ ଦିବାରାତ୍ର ୨୦ - ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ୧୨ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି
Read More...

ଅଭିଷେକ ପଟ୍ଟନାୟକଙ୍କ ସ୍ମୃତିରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବହୁ ଅନୁଷ୍ଠାନ ସହ ଜଡିତ ସମାଜସେବୀ ଅଭିଷେକ ପଟ୍ଟନାୟକଙ୍କ ସ୍ମୃତିରେ ଆଦ୍ୟଶା ସୋସିଆଲ ଫାଉଣ୍ଡେସନ ତରଫରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ସେକ୍ଟର ୧୪ କମ୍ୟୁନିଟି ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଦ୍ୟାଶାର ସଭାପତି ଆଶିଷ ଦାସ ଓ
Read More...

ରାଜଗାଙ୍ଗପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜଗାଙ୍ଗପୁର ବ୍ଲକଠାରେ ଆଜି ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଆଜି ମୋଟ
Read More...

ଝାଡ଼ାବାନ୍ତି ଚାଲିଗଲା ଆଉ ଜଣଙ୍କ ଜୀବନ : ୧୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

ଆଠଗଡ଼ : ଝାଡ଼ାବାନ୍ତି ନେଲା ଜୀବନ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ଗାଁରେ ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଶାନ୍ତିଲତା ନାଏକ (୫୫ ବର୍ଷ) ବୋଲି ଜଣାପଡ଼ିଛି । ସେହିପରି ତାଙ୍କ ପରିବାରର ଦେବସ୍ମିତା ନାଏକ (୨୭ବର୍ଷ), ବିଶ୍ୱଜିତ
Read More...

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ : ଗାଧୋଇବାକୁ ଯାଇଥିବାବେଳେ ମହିଳାଙ୍କୁ ଟାଣିନେଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଆଳି ବ୍ଲକ୍ କୋଲଢ଼ିଅ ପଞ୍ଚାୟତ ମହାନ୍ତିଗାଁରେ । ମୃତ ମହିଳାଙ୍କ ନାଁ କାଜଲ ମହାନ୍ତି (୪୦) । ଗ୍ରାମବାସୀଙ୍କ ଅଭିଯୋଗ ମହିଳା ଜଣକ
Read More...

ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ୍ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାରେ ଅତି ହର୍ଷୋଲ୍ଲାସର ସହିତ ରଜ ସଂକ୍ରାନ୍ତି ପାଳନ ହେଉଥିବା ସମୟରେ କନ୍ୟାଶ୍ରମଠାରେ ପହଞ୍ଚି ଥିଲା ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ । ଉତ୍ସବ ମୁଖରିତ ଇସ୍ପାତ ସହରର ଅଦୃଷ୍ଟରେ ରହି ଯାଇଥିବା କନ୍ୟାଶ୍ରମର
Read More...

ଯୁବ ହଷ୍ଟେଲର ରଜ ମିଳନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ରଜ ମିଳନ କାର୍ଯ୍ୟକ୍ରମ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯୁବ ହଷ୍ଟେଲର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଆବାହକତ୍ଵରେ ଆୟୋଜିତ ଏହି ରଜମିଳନ
Read More...